OR/691226b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/691226 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691226|OR/700103 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700103}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/691226IN-BOSTON_ND_02.mp3</mp3player>|"ତେଣୁ ଯେଉଁମାନେ ସୌଭାଗ୍ୟବଶତଃ କୃଷ୍ଣ ଭାବନାମୃତର ଏହି ପ୍ଲାଟଫର୍ମକୁ ସଙ୍ଗ ଦ୍ଵାରା ଆସିଛନ୍ତି, ଅଭ୍ୟାସ ଦ୍ଵାରା, ଏହା ହେଉଛି ଉପାୟ। ତେଣୁ ଏହାକୁ ଅବଲମ୍ବନ କରନ୍ତୁ। ଯାଆନ୍ତୁ ନାହିଁ। ଯଦି ଆପଣ କିଛି ଦୋଷ ଦେଖନ୍ତି, ତେବେ ବି ସଙ୍ଗରୁ ଦୂରେଇ ଯାଆନ୍ତୁ ନାହିଁ। ସଂଘର୍ଷ କରନ୍ତୁ, ଏବଂ କୃଷ୍ଣ ଆପଣଙ୍କୁ ସାହାଯ୍ୟ କରିବେ। ତେଣୁ ଏହି ଦୀକ୍ଷା ପ୍ରକ୍ରିୟା ଅର୍ଥ ହେଉଛି କୃଷ୍ଣ ଚେତନାର ଏହି ଜୀବନର ଆରମ୍ଭ। ଏବଂ ଆମେ ଆମର ମୂଳ ଚେତନାରେ ରହିବାକୁ ଚେଷ୍ଟା କରିବା । ତାହା ହେଉଛି କୃଷ୍ଣ ଭାବନାମୃତ । ଜୀବେର ସ୍ୱରୂପ ହୟ ନିତ୍ୟ କୃଷ୍ଣ ଦାସ  ([[Vanisource: CC Madhya 20.108-109 | ଚ.ଚ. ମଧ୍ୟ  ୨୦.୧୦୮]])। ପ୍ରକୃତ ଚେତନା, ଯେହେତୁ ଏହା ପ୍ରଭୁ ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି, ଯେ ସେ ନିଜକୁ କୃଷ୍ଣଙ୍କର ଅନନ୍ତ ସେବକ ଭାବରେ ପରିଚିତ କରନ୍ତି। ଏହା କୃଷ୍ଣ ଭାବନାମୃତ, ଏବଂ ଏହା ମୋକ୍ଷ, ଏବଂ ଏହା ମୁକ୍ତି। ଯଦି ତୁମେ କେବଳ ଏହି ନୀତିରେ ଅବଲମ୍ବନ କର, ଗୋପୀ-ଭର୍ତ୍ତୃଃ ପଦ-କମଲୟୋର ଦାସ-ଦାସ-ଦାସାନୁଦାସଃ ([[Vanisource: CC Madhya 13.80 | ଚ.ଚ. ମଧ୍ୟ ୧୩.୮୦]]), ତାହା ... "ମୁଁ କୃଷ୍ଣଙ୍କର ଅନନ୍ତ ସେବକ ବ୍ୟତୀତ ଆଉ କିଛି ନୁହେଁ", ତାପରେ ଆପଣ ମୁକ୍ତ ପ୍ଲାଟଫର୍ମରେ ଅଛନ୍ତି। କୃଷ୍ଣ ଭାବନାମୃତ ଏତେ ସୁନ୍ଦର ଅଟେ। "|Vanisource:691226 - Lecture Initiation - Boston|691226 - ପ୍ରବଚନ Initiation - ବୋଷ୍ଟୋନ୍}}

Latest revision as of 05:07, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେଉଁମାନେ ସୌଭାଗ୍ୟବଶତଃ କୃଷ୍ଣ ଭାବନାମୃତର ଏହି ପ୍ଲାଟଫର୍ମକୁ ସଙ୍ଗ ଦ୍ଵାରା ଆସିଛନ୍ତି, ଅଭ୍ୟାସ ଦ୍ଵାରା, ଏହା ହେଉଛି ଉପାୟ। ତେଣୁ ଏହାକୁ ଅବଲମ୍ବନ କରନ୍ତୁ। ଯାଆନ୍ତୁ ନାହିଁ। ଯଦି ଆପଣ କିଛି ଦୋଷ ଦେଖନ୍ତି, ତେବେ ବି ସଙ୍ଗରୁ ଦୂରେଇ ଯାଆନ୍ତୁ ନାହିଁ। ସଂଘର୍ଷ କରନ୍ତୁ, ଏବଂ କୃଷ୍ଣ ଆପଣଙ୍କୁ ସାହାଯ୍ୟ କରିବେ। ତେଣୁ ଏହି ଦୀକ୍ଷା ପ୍ରକ୍ରିୟା ଅର୍ଥ ହେଉଛି କୃଷ୍ଣ ଚେତନାର ଏହି ଜୀବନର ଆରମ୍ଭ। ଏବଂ ଆମେ ଆମର ମୂଳ ଚେତନାରେ ରହିବାକୁ ଚେଷ୍ଟା କରିବା । ତାହା ହେଉଛି କୃଷ୍ଣ ଭାବନାମୃତ । ଜୀବେର ସ୍ୱରୂପ ହୟ ନିତ୍ୟ କୃଷ୍ଣ ଦାସ ( ଚ.ଚ. ମଧ୍ୟ ୨୦.୧୦୮)। ପ୍ରକୃତ ଚେତନା, ଯେହେତୁ ଏହା ପ୍ରଭୁ ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି, ଯେ ସେ ନିଜକୁ କୃଷ୍ଣଙ୍କର ଅନନ୍ତ ସେବକ ଭାବରେ ପରିଚିତ କରନ୍ତି। ଏହା କୃଷ୍ଣ ଭାବନାମୃତ, ଏବଂ ଏହା ମୋକ୍ଷ, ଏବଂ ଏହା ମୁକ୍ତି। ଯଦି ତୁମେ କେବଳ ଏହି ନୀତିରେ ଅବଲମ୍ବନ କର, ଗୋପୀ-ଭର୍ତ୍ତୃଃ ପଦ-କମଲୟୋର ଦାସ-ଦାସ-ଦାସାନୁଦାସଃ ( ଚ.ଚ. ମଧ୍ୟ ୧୩.୮୦), ତାହା ... "ମୁଁ କୃଷ୍ଣଙ୍କର ଅନନ୍ତ ସେବକ ବ୍ୟତୀତ ଆଉ କିଛି ନୁହେଁ", ତାପରେ ଆପଣ ମୁକ୍ତ ପ୍ଲାଟଫର୍ମରେ ଅଛନ୍ତି। କୃଷ୍ଣ ଭାବନାମୃତ ଏତେ ସୁନ୍ଦର ଅଟେ। "
691226 - ପ୍ରବଚନ Initiation - ବୋଷ୍ଟୋନ୍