OR/Prabhupada 0528 - ରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ଆନନ୍ଦ ଶକ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0528 - in all Languages Category:OR-Quotes - 1971 Category:OR-Quotes - Lec...") |
(Vanibot #0005: NavigationArranger - update old navigation bars (prev/next) to reflect new neighboring items) |
||
Line 6: | Line 6: | ||
[[Category:OR-Quotes - in United Kingdom]] | [[Category:OR-Quotes - in United Kingdom]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0527 - ଆମେ କୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା କିଛି ନଷ୍ଟ ହୁଏ ନାହିଁ । ଆମେ କେବଳ ଲାଭବାନ ହେବା|0527|OR/Prabhupada 0529 - ରାଧା ଏବଂ କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧ ସାଧାରଣ ନୁହେଁ|0529}} | {{1080 videos navigation - All Languages|Oriya|OR/Prabhupada 0527 - ଆମେ କୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା କିଛି ନଷ୍ଟ ହୁଏ ନାହିଁ । ଆମେ କେବଳ ଲାଭବାନ ହେବା|0527|OR/Prabhupada 0529 - ରାଧା ଏବଂ କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧ ସାଧାରଣ ନୁହେଁ|0529}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 29: | Line 29: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ଆଜି ହେଉଛି ଜନ୍ମ, ଶ୍ରୀମତି ରାଧାରାଣୀଙ୍କର ଆର୍ବିଭାବ ଦିବସ, ରାଧାଷ୍ଟମି । କୃଷ୍ଣଙ୍କର ଜନ୍ମର ପନ୍ଦର ଦିନ ପରେ, ରାଧାରାଣୀ ଆର୍ବିଭାବ ହୋଇଥିଲେ । (ବିରାମ) ରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ଆନନ୍ଦ ଶକ୍ତି । ରାଧା - କୃଷ୍ଣ - ପ୍ରଣୟ - ବିକ୍ରତିର ଆହ୍ଵାଦିନୀ - ଶକ୍ତିଃ । ଭଗବାନ, ପରମ ପୁରୁଷ ଭଗବାନଙ୍କର, ଅନେକ ପ୍ରକାରର ଶକ୍ତି ଅଛି, ଯେପରିକି ବୈଦିକ ସାହିତ୍ୟରେ ସୁନିଶ୍ଚିତ କରାଯାଇଛି । ପରାସ୍ୟ ଶକ୍ତିର ବିବିଧୈବ ଶୃୟତେ ([[Vanisource:CC Madhya 13.65|CC Madhya 13.65, ଅନୁବାଦ]]) । ନ ତସ୍ୟ କାର୍ଯ୍ୟମ କରଣମ ଚ ବିଧତେ । ପରମ ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ କିଛି କରିବାକୁ ପଡେ ନାହିଁ । ନ ତସ୍ୟ କାର୍ଯ୍ୟମ । ତାଙ୍କର କିଛି କରିବାର ନାହିଁ । ଯେପରି ଆମେ ଏହି ଭୌତିକ ଦୁନିଆରେ କିଛି ବହୁତ ବଡ ବ୍ୟକ୍ତିଙ୍କୁ | ଆଜି ହେଉଛି ଜନ୍ମ, ଶ୍ରୀମତି ରାଧାରାଣୀଙ୍କର ଆର୍ବିଭାବ ଦିବସ, ରାଧାଷ୍ଟମି । କୃଷ୍ଣଙ୍କର ଜନ୍ମର ପନ୍ଦର ଦିନ ପରେ, ରାଧାରାଣୀ ଆର୍ବିଭାବ ହୋଇଥିଲେ । (ବିରାମ) ରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ଆନନ୍ଦ ଶକ୍ତି । ରାଧା - କୃଷ୍ଣ - ପ୍ରଣୟ - ବିକ୍ରତିର ଆହ୍ଵାଦିନୀ - ଶକ୍ତିଃ । ଭଗବାନ, ପରମ ପୁରୁଷ ଭଗବାନଙ୍କର, ଅନେକ ପ୍ରକାରର ଶକ୍ତି ଅଛି, ଯେପରିକି ବୈଦିକ ସାହିତ୍ୟରେ ସୁନିଶ୍ଚିତ କରାଯାଇଛି । ପରାସ୍ୟ ଶକ୍ତିର ବିବିଧୈବ ଶୃୟତେ ([[Vanisource:CC Madhya 13.65|CC Madhya 13.65, ଅନୁବାଦ]]) । ନ ତସ୍ୟ କାର୍ଯ୍ୟମ କରଣମ ଚ ବିଧତେ । ପରମ ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ କିଛି କରିବାକୁ ପଡେ ନାହିଁ । ନ ତସ୍ୟ କାର୍ଯ୍ୟମ । ତାଙ୍କର କିଛି କରିବାର ନାହିଁ । ଯେପରି ଆମେ ଏହି ଭୌତିକ ଦୁନିଆରେ କିଛି ବହୁତ ବଡ ବ୍ୟକ୍ତିଙ୍କୁ ଦେଖୁଛୁ, ରାଜନୀତିକ ମୂଖ୍ୟ କିମ୍ଵା ବ୍ୟବସାୟିକ ମୂଖ୍ୟ, ବ୍ୟକ୍ତିଗତ ଭାବରେ, ସେମାନଙ୍କର କିଛି କରିବାର ନ ଥାଏ । କାରଣ ତାଙ୍କର ଅନେକ ସହାୟକ ଅଛନ୍ତି, ସଚିବ, ଯେ ବ୍ୟକ୍ତିଗତ ଭାବରେ ତାଙ୍କର କିଛି କରିବାର ନ ଥାଏ । ସେହିପରି, ପରମ ପୁରୁଷ ଭଗବାନ, ଛଅଟି ଐଶ୍ଵର୍ଯ୍ୟରେ ପୂର୍ଣ୍ଣ, ସେ କାହିଁକି କିଛି କରିବେ? ନା । ତାଙ୍କର ଅନେକ ସହାୟକ ଅଛନ୍ତି । ସର୍ବତଃ ପାଣି - ପାଦସ ତତ୍ । ଭଗବଦ୍ ଗୀତାରେ ବର୍ଣ୍ଣିତ ଅଛି: "ସବୁଆଡେ ତାଙ୍କ ହାତ ଏବଂ ଗୋଡ ଅଛି ।" ତୁମେ କୃଷ୍ଣଙ୍କୁ ପାଇବ, ତାଙ୍କର କିଛି କରିବାର ନାହିଁ । ସେ କେବଳ ଗୋପୀ ଏବଂ ରାଧାରାଣୀଙ୍କ ସହିତ ଉପଭୋଗ କରିବାରେ ବ୍ୟସ୍ତ । ସେ ରାକ୍ଷାସମାନଙ୍କୁ ମାରିବାରେ ବ୍ୟସ୍ତ ନ ଥିଲେ । ଯେତେବେଳେ କୃଷ୍ଣ ରାକ୍ଷାସମାନଙ୍କର ବଧ କରନ୍ତି, ସେ ହେଉଛନ୍ତି ବାସୁଦେବ କୃଷ୍ଣ; ସେ ସାଧାରଣ କୃଷ୍ଣ ନୁହଁନ୍ତି । କୃଷ୍ଣ ନିଜର ବିସ୍ତାର କରନ୍ତି । ପ୍ରଥମ ବିସ୍ତାର ହେଉଛନ୍ତି ବଳଦେବ । ବଳଦେବଙ୍କ ଠାରୁ - ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ବାସୁଦେବ । ତେବେ ବସୁଦେବ ରୂପରେ ସେ ମଥୁରା ଏବଂ ଦ୍ଵାରିକାରେ ରୁହନ୍ତି । କିନ୍ତୁ କୃଷ୍ଣ ତାଙ୍କର ମୂଳ ରୂପରେ, ସେ ବୃନ୍ଦାବନରେ ରହଁନ୍ତି । ବଙ୍ଗଳାର ଜଣେ ବଡ କଥା ଲେଖକ, ବଙ୍କିମଚନ୍ଦ୍ର ଚାଟାର୍ଜି, ସେ କୃଷ୍ଣଙ୍କୁ ଭୁଲ ବୁଝିଲେ, ଯେ ବୃନ୍ଦାବନର କୃଷ୍ଣ, ଦ୍ଵାରିକାର କୃଷ୍ଣ, ଏବଂ ମଥୁରାର କୃଷ୍ଣ, ସେମାନେ ସମସ୍ତେ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି । କୃଷ୍ଣ ହେଉଛନ୍ତି ଏକ, ଜଣେ, କିନ୍ତୁ ସେ ନିଜକୁ ଲକ୍ଷ ଏବଂ କୋଟି ରୂପରେ ବିସ୍ତାର କରି ପାରିବେ । ଅଦ୍ଵୈତମ୍ ଅଚ୍ୟୁତମ୍ ଅନାଦିମ୍ ଅନନ୍ତ - ରୂପମ୍ ପୁରାଣ - ପୁରୁଷମ୍ (Bs 5.33) । ଅଦ୍ଵୈତ । ଯଦିଓ ଅନନ୍ତ - ରୂପମ୍, ତଥାପି, ସେ ଅଦ୍ୟାମଂ ପୁରାଣ - ପୁରୁଷମ, ଅଦ୍ଵୈତ । ସେପରି କୌଣସି ଭିନ୍ନତା ନାହିଁ । | ||
ତେବେ ଏହି କୃଷ୍ଣ, ଯେତେବେଳେ ସେ ଉପଭୋଗ କରିବାକୁ ଚାହାଁନ୍ତି, ସେ କି ପ୍ରକାରର ଉପଭୋଗ କରିବେ । ତାହା ଜୀବ ଗୋସ୍ଵାମୀଙ୍କ ଦ୍ଵାରା ଵର୍ଣ୍ଣନା କରାଯାଇଛି । କୃଷ୍ଣ ହେଉଛନ୍ତି ପରମ ବ୍ରହ୍ମ । ବ୍ରହ୍ମ, ପରମାତ୍ମା, ତାପରେ ପରମ ବ୍ରହ୍ମ । ନିରେପେକ୍ଷ ସତ୍ୟ, ତିନୋଟି ଅଲଗା ବିଶେଷତ୍ଵ । କେହି ଅବ୍ୟକ୍ତିକ ରୂପରେ ନିରପେକ୍ଷ ସତ୍ୟକୁ ଅନୁଭବ କରୁଛି । ଜ୍ଞାନୀମାନେ, ଯେଉଁମାନେ ନିରପେକ୍ଷ ସତ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ମାନସିକ କଳ୍ପନା ଦ୍ଵାରା, ନିଜର ଜ୍ଞାନ ଦ୍ଵାରା, ସେ ନିରପେକ୍ଷ ସତ୍ୟକୁ ଅବ୍ୟକ୍ତିକ ସତ୍ୟ ରୂପେ ବିଶ୍ଵାସ କରେ । ଏବଂ ଯେଉଁମାନେ ନିରପେକ୍ଷ ସତ୍ୟକୁ ଯୋଗ ଦ୍ଵାରା ବୁଝିବାକୁ ଚେଷ୍ଟା କରନ୍ତି, ଯୋଗୀମାନେ, ସେମାନେ ନିରପେକ୍ଷ ସତ୍ୟକୁ ପରାମାତ୍ମା ରୂପେ ବିଶ୍ଵାସ କରନ୍ତି । ପରମାତ୍ମା ସମସ୍ତଙ୍କର ହୃଦୟରେ ସ୍ଥିତ ଅଟନ୍ତି । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ([[OR/BG 18.61|BG 18.61]]) । ସେହି ରୂପ, ପରମାତ୍ମା ରୂପ । ଅଂଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ ଗୋବିନ୍ଦମ୍ ଆଦି ପୁରୁଷମ୍ ତମ ହଂ ଭଜାମି । ପରମାତ୍ମାଙ୍କର ରୂପ କୃଷ୍ଣଙ୍କର ଏକ ବିସ୍ତାର ଅଟେ । ଭଗବଦ୍ ଗୀତାରେ ଏହା କୁହାଯାଇଛି ଯେ, ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ଏକାଂଶେନ ବିଷ୍ଟଭ୍ୟାହମ । ଏକାଂଶେନ । ଯେତେବେଳେ କୃଷ୍ଣ ଏବଂ ଅର୍ଜୁନ କୃଷ୍ଣଙ୍କର ବିଭିନ୍ନ ଶକ୍ତିର ଅସ୍ଥିତ୍ଵ ସମ୍ଵନ୍ଧରେ ବୁଝିବାକୁ ଚେଷ୍ଟା କରୁଥିଲେ, ତେଣୁ ସେ ଦ୍ଵାଦଶ (ଦଶମ) ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, "ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ, ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ..." ସେପରି । ଏବଂ ସେ ନିଶ୍ଚୟ କରିଛନ୍ତି ଯେ "ମୁଁ କେତେ ଦୂର ଯାଇ ପାରିବି?" ଭଲ ହେବ ବୁଝିବାକୁ ଚେଷ୍ଟା କର କି ମୋର ଏକ ପୂର୍ଣ୍ଣ ଭାଗ, ଏହି ବ୍ରହ୍ମାଣ୍ଡରେ ପ୍ରବେଶ କରିବା ଦ୍ଵାରା, ସମଗ୍ର ବ୍ରହ୍ମାଣ୍ଡ ଅଭିବ୍ୟକ୍ତ ହୋଇଛି ।" ଏକାଂଶେନ ସ୍ଥିତୋ ଜଗତ୍ ([[OR/BG 10.42|BG 10.42]]) । ଜଗତ୍ । ଏହି ଭୌତିକ ଜଗତ କୃଷ୍ଣଙ୍କର ଏକ ପୂର୍ଣ୍ଣ ଅଂଶ ଉପରେ ବିଦ୍ୟମାନ । ଏବଂ କୃଷ୍ଣ ପ୍ରବେଶ କରନ୍ତି, ଅଣ୍ଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ, ସେ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରନ୍ତି । ବିନା ତାଙ୍କର ପ୍ରବେଶରେ, ଏହି ଦୁନିଆର ଅସ୍ଥିତ୍ଵ ନାହିଁ । ଠିକ୍ ଯେପରି ଜୀବାତ୍ମାର ଶରୀର ମଧ୍ୟକୁ ପ୍ରବେଶ କରିବା ବିନା, ଏହି ଶରୀରର ଅସ୍ତିତ୍ଵ ରହିବ ନାହିଁ । ଯଥା ଶୀଘ୍ର ଜିବାତ୍ମା ବାହାରକୁ ଆସେ, ତୁରନ୍ତ ଶରୀର ବେକାର ହୋଇଯାଏ । ଯଦ୍ୟପି ଶରୀର ପ୍ରଧାନମନ୍ତ୍ରୀ କିମ୍ଵା ଆଉ କିଛି ହୋଇ ପାରେ, ଯଥା ଶୀଘ୍ର ଆତ୍ମା ଶରୀର ବାହାରକୁ ଆସେ, ଏହା ଅତି ଅଳ୍ପ ଧନର ଯୋଗ୍ୟ ନୁହେଁ । ସେହିପରି, ଯେହେତୁ କୃଷ୍ଣ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରୁଛନ୍ତି, ସେଥିପାଇଁ ବ୍ରହ୍ମାଣ୍ଡର ମୂଲ୍ୟ ଅଛି । ଅନ୍ୟଥା ଏହା ଏକ ପଦାର୍ଥ ଅଟେ, ଏହାର କୌଣସି ମୂଲ୍ୟ ନାହିଁ । ଏକାଂଶେନ ସ୍ଥିତୋ ଜଗତ୍ । | ତେବେ ଏହି କୃଷ୍ଣ, ଯେତେବେଳେ ସେ ଉପଭୋଗ କରିବାକୁ ଚାହାଁନ୍ତି, ସେ କି ପ୍ରକାରର ଉପଭୋଗ କରିବେ । ତାହା ଜୀବ ଗୋସ୍ଵାମୀଙ୍କ ଦ୍ଵାରା ଵର୍ଣ୍ଣନା କରାଯାଇଛି । କୃଷ୍ଣ ହେଉଛନ୍ତି ପରମ ବ୍ରହ୍ମ । ବ୍ରହ୍ମ, ପରମାତ୍ମା, ତାପରେ ପରମ ବ୍ରହ୍ମ । ନିରେପେକ୍ଷ ସତ୍ୟ, ତିନୋଟି ଅଲଗା ବିଶେଷତ୍ଵ । କେହି ଅବ୍ୟକ୍ତିକ ରୂପରେ ନିରପେକ୍ଷ ସତ୍ୟକୁ ଅନୁଭବ କରୁଛି । ଜ୍ଞାନୀମାନେ, ଯେଉଁମାନେ ନିରପେକ୍ଷ ସତ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ମାନସିକ କଳ୍ପନା ଦ୍ଵାରା, ନିଜର ଜ୍ଞାନ ଦ୍ଵାରା, ସେ ନିରପେକ୍ଷ ସତ୍ୟକୁ ଅବ୍ୟକ୍ତିକ ସତ୍ୟ ରୂପେ ବିଶ୍ଵାସ କରେ । ଏବଂ ଯେଉଁମାନେ ନିରପେକ୍ଷ ସତ୍ୟକୁ ଯୋଗ ଦ୍ଵାରା ବୁଝିବାକୁ ଚେଷ୍ଟା କରନ୍ତି, ଯୋଗୀମାନେ, ସେମାନେ ନିରପେକ୍ଷ ସତ୍ୟକୁ ପରାମାତ୍ମା ରୂପେ ବିଶ୍ଵାସ କରନ୍ତି । ପରମାତ୍ମା ସମସ୍ତଙ୍କର ହୃଦୟରେ ସ୍ଥିତ ଅଟନ୍ତି । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ([[OR/BG 18.61|BG 18.61]]) । ସେହି ରୂପ, ପରମାତ୍ମା ରୂପ । ଅଂଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ ଗୋବିନ୍ଦମ୍ ଆଦି ପୁରୁଷମ୍ ତମ ହଂ ଭଜାମି । ପରମାତ୍ମାଙ୍କର ରୂପ କୃଷ୍ଣଙ୍କର ଏକ ବିସ୍ତାର ଅଟେ । ଭଗବଦ୍ ଗୀତାରେ ଏହା କୁହାଯାଇଛି ଯେ, ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ଏକାଂଶେନ ବିଷ୍ଟଭ୍ୟାହମ । ଏକାଂଶେନ । ଯେତେବେଳେ କୃଷ୍ଣ ଏବଂ ଅର୍ଜୁନ କୃଷ୍ଣଙ୍କର ବିଭିନ୍ନ ଶକ୍ତିର ଅସ୍ଥିତ୍ଵ ସମ୍ଵନ୍ଧରେ ବୁଝିବାକୁ ଚେଷ୍ଟା କରୁଥିଲେ, ତେଣୁ ସେ ଦ୍ଵାଦଶ (ଦଶମ) ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, "ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ, ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ..." ସେପରି । ଏବଂ ସେ ନିଶ୍ଚୟ କରିଛନ୍ତି ଯେ "ମୁଁ କେତେ ଦୂର ଯାଇ ପାରିବି?" ଭଲ ହେବ ବୁଝିବାକୁ ଚେଷ୍ଟା କର କି ମୋର ଏକ ପୂର୍ଣ୍ଣ ଭାଗ, ଏହି ବ୍ରହ୍ମାଣ୍ଡରେ ପ୍ରବେଶ କରିବା ଦ୍ଵାରା, ସମଗ୍ର ବ୍ରହ୍ମାଣ୍ଡ ଅଭିବ୍ୟକ୍ତ ହୋଇଛି ।" ଏକାଂଶେନ ସ୍ଥିତୋ ଜଗତ୍ ([[OR/BG 10.42|BG 10.42]]) । ଜଗତ୍ । ଏହି ଭୌତିକ ଜଗତ କୃଷ୍ଣଙ୍କର ଏକ ପୂର୍ଣ୍ଣ ଅଂଶ ଉପରେ ବିଦ୍ୟମାନ । ଏବଂ କୃଷ୍ଣ ପ୍ରବେଶ କରନ୍ତି, ଅଣ୍ଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ, ସେ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରନ୍ତି । ବିନା ତାଙ୍କର ପ୍ରବେଶରେ, ଏହି ଦୁନିଆର ଅସ୍ଥିତ୍ଵ ନାହିଁ । ଠିକ୍ ଯେପରି ଜୀବାତ୍ମାର ଶରୀର ମଧ୍ୟକୁ ପ୍ରବେଶ କରିବା ବିନା, ଏହି ଶରୀରର ଅସ୍ତିତ୍ଵ ରହିବ ନାହିଁ । ଯଥା ଶୀଘ୍ର ଜିବାତ୍ମା ବାହାରକୁ ଆସେ, ତୁରନ୍ତ ଶରୀର ବେକାର ହୋଇଯାଏ । ଯଦ୍ୟପି ଶରୀର ପ୍ରଧାନମନ୍ତ୍ରୀ କିମ୍ଵା ଆଉ କିଛି ହୋଇ ପାରେ, ଯଥା ଶୀଘ୍ର ଆତ୍ମା ଶରୀର ବାହାରକୁ ଆସେ, ଏହା ଅତି ଅଳ୍ପ ଧନର ଯୋଗ୍ୟ ନୁହେଁ । ସେହିପରି, ଯେହେତୁ କୃଷ୍ଣ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରୁଛନ୍ତି, ସେଥିପାଇଁ ବ୍ରହ୍ମାଣ୍ଡର ମୂଲ୍ୟ ଅଛି । ଅନ୍ୟଥା ଏହା ଏକ ପଦାର୍ଥ ଅଟେ, ଏହାର କୌଣସି ମୂଲ୍ୟ ନାହିଁ । ଏକାଂଶେନ ସ୍ଥିତୋ ଜଗତ୍ । |
Latest revision as of 07:20, 22 June 2021
Radhastami, Srimati Radharani's Appearance Day -- London, August 29, 1971
ଆଜି ହେଉଛି ଜନ୍ମ, ଶ୍ରୀମତି ରାଧାରାଣୀଙ୍କର ଆର୍ବିଭାବ ଦିବସ, ରାଧାଷ୍ଟମି । କୃଷ୍ଣଙ୍କର ଜନ୍ମର ପନ୍ଦର ଦିନ ପରେ, ରାଧାରାଣୀ ଆର୍ବିଭାବ ହୋଇଥିଲେ । (ବିରାମ) ରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ଆନନ୍ଦ ଶକ୍ତି । ରାଧା - କୃଷ୍ଣ - ପ୍ରଣୟ - ବିକ୍ରତିର ଆହ୍ଵାଦିନୀ - ଶକ୍ତିଃ । ଭଗବାନ, ପରମ ପୁରୁଷ ଭଗବାନଙ୍କର, ଅନେକ ପ୍ରକାରର ଶକ୍ତି ଅଛି, ଯେପରିକି ବୈଦିକ ସାହିତ୍ୟରେ ସୁନିଶ୍ଚିତ କରାଯାଇଛି । ପରାସ୍ୟ ଶକ୍ତିର ବିବିଧୈବ ଶୃୟତେ (CC Madhya 13.65, ଅନୁବାଦ) । ନ ତସ୍ୟ କାର୍ଯ୍ୟମ କରଣମ ଚ ବିଧତେ । ପରମ ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ କିଛି କରିବାକୁ ପଡେ ନାହିଁ । ନ ତସ୍ୟ କାର୍ଯ୍ୟମ । ତାଙ୍କର କିଛି କରିବାର ନାହିଁ । ଯେପରି ଆମେ ଏହି ଭୌତିକ ଦୁନିଆରେ କିଛି ବହୁତ ବଡ ବ୍ୟକ୍ତିଙ୍କୁ ଦେଖୁଛୁ, ରାଜନୀତିକ ମୂଖ୍ୟ କିମ୍ଵା ବ୍ୟବସାୟିକ ମୂଖ୍ୟ, ବ୍ୟକ୍ତିଗତ ଭାବରେ, ସେମାନଙ୍କର କିଛି କରିବାର ନ ଥାଏ । କାରଣ ତାଙ୍କର ଅନେକ ସହାୟକ ଅଛନ୍ତି, ସଚିବ, ଯେ ବ୍ୟକ୍ତିଗତ ଭାବରେ ତାଙ୍କର କିଛି କରିବାର ନ ଥାଏ । ସେହିପରି, ପରମ ପୁରୁଷ ଭଗବାନ, ଛଅଟି ଐଶ୍ଵର୍ଯ୍ୟରେ ପୂର୍ଣ୍ଣ, ସେ କାହିଁକି କିଛି କରିବେ? ନା । ତାଙ୍କର ଅନେକ ସହାୟକ ଅଛନ୍ତି । ସର୍ବତଃ ପାଣି - ପାଦସ ତତ୍ । ଭଗବଦ୍ ଗୀତାରେ ବର୍ଣ୍ଣିତ ଅଛି: "ସବୁଆଡେ ତାଙ୍କ ହାତ ଏବଂ ଗୋଡ ଅଛି ।" ତୁମେ କୃଷ୍ଣଙ୍କୁ ପାଇବ, ତାଙ୍କର କିଛି କରିବାର ନାହିଁ । ସେ କେବଳ ଗୋପୀ ଏବଂ ରାଧାରାଣୀଙ୍କ ସହିତ ଉପଭୋଗ କରିବାରେ ବ୍ୟସ୍ତ । ସେ ରାକ୍ଷାସମାନଙ୍କୁ ମାରିବାରେ ବ୍ୟସ୍ତ ନ ଥିଲେ । ଯେତେବେଳେ କୃଷ୍ଣ ରାକ୍ଷାସମାନଙ୍କର ବଧ କରନ୍ତି, ସେ ହେଉଛନ୍ତି ବାସୁଦେବ କୃଷ୍ଣ; ସେ ସାଧାରଣ କୃଷ୍ଣ ନୁହଁନ୍ତି । କୃଷ୍ଣ ନିଜର ବିସ୍ତାର କରନ୍ତି । ପ୍ରଥମ ବିସ୍ତାର ହେଉଛନ୍ତି ବଳଦେବ । ବଳଦେବଙ୍କ ଠାରୁ - ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ବାସୁଦେବ । ତେବେ ବସୁଦେବ ରୂପରେ ସେ ମଥୁରା ଏବଂ ଦ୍ଵାରିକାରେ ରୁହନ୍ତି । କିନ୍ତୁ କୃଷ୍ଣ ତାଙ୍କର ମୂଳ ରୂପରେ, ସେ ବୃନ୍ଦାବନରେ ରହଁନ୍ତି । ବଙ୍ଗଳାର ଜଣେ ବଡ କଥା ଲେଖକ, ବଙ୍କିମଚନ୍ଦ୍ର ଚାଟାର୍ଜି, ସେ କୃଷ୍ଣଙ୍କୁ ଭୁଲ ବୁଝିଲେ, ଯେ ବୃନ୍ଦାବନର କୃଷ୍ଣ, ଦ୍ଵାରିକାର କୃଷ୍ଣ, ଏବଂ ମଥୁରାର କୃଷ୍ଣ, ସେମାନେ ସମସ୍ତେ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି । କୃଷ୍ଣ ହେଉଛନ୍ତି ଏକ, ଜଣେ, କିନ୍ତୁ ସେ ନିଜକୁ ଲକ୍ଷ ଏବଂ କୋଟି ରୂପରେ ବିସ୍ତାର କରି ପାରିବେ । ଅଦ୍ଵୈତମ୍ ଅଚ୍ୟୁତମ୍ ଅନାଦିମ୍ ଅନନ୍ତ - ରୂପମ୍ ପୁରାଣ - ପୁରୁଷମ୍ (Bs 5.33) । ଅଦ୍ଵୈତ । ଯଦିଓ ଅନନ୍ତ - ରୂପମ୍, ତଥାପି, ସେ ଅଦ୍ୟାମଂ ପୁରାଣ - ପୁରୁଷମ, ଅଦ୍ଵୈତ । ସେପରି କୌଣସି ଭିନ୍ନତା ନାହିଁ ।
ତେବେ ଏହି କୃଷ୍ଣ, ଯେତେବେଳେ ସେ ଉପଭୋଗ କରିବାକୁ ଚାହାଁନ୍ତି, ସେ କି ପ୍ରକାରର ଉପଭୋଗ କରିବେ । ତାହା ଜୀବ ଗୋସ୍ଵାମୀଙ୍କ ଦ୍ଵାରା ଵର୍ଣ୍ଣନା କରାଯାଇଛି । କୃଷ୍ଣ ହେଉଛନ୍ତି ପରମ ବ୍ରହ୍ମ । ବ୍ରହ୍ମ, ପରମାତ୍ମା, ତାପରେ ପରମ ବ୍ରହ୍ମ । ନିରେପେକ୍ଷ ସତ୍ୟ, ତିନୋଟି ଅଲଗା ବିଶେଷତ୍ଵ । କେହି ଅବ୍ୟକ୍ତିକ ରୂପରେ ନିରପେକ୍ଷ ସତ୍ୟକୁ ଅନୁଭବ କରୁଛି । ଜ୍ଞାନୀମାନେ, ଯେଉଁମାନେ ନିରପେକ୍ଷ ସତ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ମାନସିକ କଳ୍ପନା ଦ୍ଵାରା, ନିଜର ଜ୍ଞାନ ଦ୍ଵାରା, ସେ ନିରପେକ୍ଷ ସତ୍ୟକୁ ଅବ୍ୟକ୍ତିକ ସତ୍ୟ ରୂପେ ବିଶ୍ଵାସ କରେ । ଏବଂ ଯେଉଁମାନେ ନିରପେକ୍ଷ ସତ୍ୟକୁ ଯୋଗ ଦ୍ଵାରା ବୁଝିବାକୁ ଚେଷ୍ଟା କରନ୍ତି, ଯୋଗୀମାନେ, ସେମାନେ ନିରପେକ୍ଷ ସତ୍ୟକୁ ପରାମାତ୍ମା ରୂପେ ବିଶ୍ଵାସ କରନ୍ତି । ପରମାତ୍ମା ସମସ୍ତଙ୍କର ହୃଦୟରେ ସ୍ଥିତ ଅଟନ୍ତି । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (BG 18.61) । ସେହି ରୂପ, ପରମାତ୍ମା ରୂପ । ଅଂଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ ଗୋବିନ୍ଦମ୍ ଆଦି ପୁରୁଷମ୍ ତମ ହଂ ଭଜାମି । ପରମାତ୍ମାଙ୍କର ରୂପ କୃଷ୍ଣଙ୍କର ଏକ ବିସ୍ତାର ଅଟେ । ଭଗବଦ୍ ଗୀତାରେ ଏହା କୁହାଯାଇଛି ଯେ, ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ଏକାଂଶେନ ବିଷ୍ଟଭ୍ୟାହମ । ଏକାଂଶେନ । ଯେତେବେଳେ କୃଷ୍ଣ ଏବଂ ଅର୍ଜୁନ କୃଷ୍ଣଙ୍କର ବିଭିନ୍ନ ଶକ୍ତିର ଅସ୍ଥିତ୍ଵ ସମ୍ଵନ୍ଧରେ ବୁଝିବାକୁ ଚେଷ୍ଟା କରୁଥିଲେ, ତେଣୁ ସେ ଦ୍ଵାଦଶ (ଦଶମ) ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, "ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ, ମୁଁ ହେଉଛି ଏହା । ସେମାନଙ୍କ ମଧ୍ୟରୁ..." ସେପରି । ଏବଂ ସେ ନିଶ୍ଚୟ କରିଛନ୍ତି ଯେ "ମୁଁ କେତେ ଦୂର ଯାଇ ପାରିବି?" ଭଲ ହେବ ବୁଝିବାକୁ ଚେଷ୍ଟା କର କି ମୋର ଏକ ପୂର୍ଣ୍ଣ ଭାଗ, ଏହି ବ୍ରହ୍ମାଣ୍ଡରେ ପ୍ରବେଶ କରିବା ଦ୍ଵାରା, ସମଗ୍ର ବ୍ରହ୍ମାଣ୍ଡ ଅଭିବ୍ୟକ୍ତ ହୋଇଛି ।" ଏକାଂଶେନ ସ୍ଥିତୋ ଜଗତ୍ (BG 10.42) । ଜଗତ୍ । ଏହି ଭୌତିକ ଜଗତ କୃଷ୍ଣଙ୍କର ଏକ ପୂର୍ଣ୍ଣ ଅଂଶ ଉପରେ ବିଦ୍ୟମାନ । ଏବଂ କୃଷ୍ଣ ପ୍ରବେଶ କରନ୍ତି, ଅଣ୍ଡାନ୍ତର-ସ୍ଥମ ପରମାଣୁ-ଚୟାନ୍ତର-ସ୍ଥମ, ସେ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରନ୍ତି । ବିନା ତାଙ୍କର ପ୍ରବେଶରେ, ଏହି ଦୁନିଆର ଅସ୍ଥିତ୍ଵ ନାହିଁ । ଠିକ୍ ଯେପରି ଜୀବାତ୍ମାର ଶରୀର ମଧ୍ୟକୁ ପ୍ରବେଶ କରିବା ବିନା, ଏହି ଶରୀରର ଅସ୍ତିତ୍ଵ ରହିବ ନାହିଁ । ଯଥା ଶୀଘ୍ର ଜିବାତ୍ମା ବାହାରକୁ ଆସେ, ତୁରନ୍ତ ଶରୀର ବେକାର ହୋଇଯାଏ । ଯଦ୍ୟପି ଶରୀର ପ୍ରଧାନମନ୍ତ୍ରୀ କିମ୍ଵା ଆଉ କିଛି ହୋଇ ପାରେ, ଯଥା ଶୀଘ୍ର ଆତ୍ମା ଶରୀର ବାହାରକୁ ଆସେ, ଏହା ଅତି ଅଳ୍ପ ଧନର ଯୋଗ୍ୟ ନୁହେଁ । ସେହିପରି, ଯେହେତୁ କୃଷ୍ଣ ଏହି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରବେଶ କରୁଛନ୍ତି, ସେଥିପାଇଁ ବ୍ରହ୍ମାଣ୍ଡର ମୂଲ୍ୟ ଅଛି । ଅନ୍ୟଥା ଏହା ଏକ ପଦାର୍ଥ ଅଟେ, ଏହାର କୌଣସି ମୂଲ୍ୟ ନାହିଁ । ଏକାଂଶେନ ସ୍ଥିତୋ ଜଗତ୍ ।