OR/Prabhupada 0043 - ଭଗବଦ୍ ଗୀତା ମୂଖ୍ୟ ସିଦ୍ଧାନ୍ତ ଅଟେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0043 - in all Languages Category:OR-Quotes - 1973 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 6: Line 6:
[[Category:OR-Quotes - in Australia]]
[[Category:OR-Quotes - in Australia]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0042 - ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର|ପୂର୍ବ ପୃଷ୍ଠା - ବିଡିଓ 0042|OR/Prabhupada 0044 - ସେବା ଅର୍ଥାତ୍ ତୁମେ ଗୁରୁଙ୍କର ଆଦେଶ ଅନୁସରଣ କର|ପର ପୃଷ୍ଠା - ବିଡିଓ 0044}}
{{1080 videos navigation - All Languages|Oriya|OR/Prabhupada 0042 - ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର|0042|OR/Prabhupada 0044 - ସେବା ଅର୍ଥାତ୍ ତୁମେ ଗୁରୁଙ୍କର ଆଦେଶ ଅନୁସରଣ କର|0044}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->

Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|r8quK475mzI|ଭଗବଦ୍ ଗୀତା ମୂଖ୍ୟ ସିଦ୍ଧାନ୍ତ ଅଟେ<br />- Prabhupāda 0043}}
{{youtube_right|A9uJNBSKeBw|ଭଗବଦ୍ ଗୀତା ମୂଖ୍ୟ ସିଦ୍ଧାନ୍ତ ଅଟେ<br />- Prabhupāda 0043}}
<!-- END VIDEO LINK -->
<!-- END VIDEO LINK -->

Line 32: Line 32:
:ଅସଂଶୟଂ ସମଗ୍ରଂ ମାଂ  
:ଅସଂଶୟଂ ସମଗ୍ରଂ ମାଂ  
:ଯଥା ଜ୍ଞାସ୍ୟସି ତଚ୍ଛୃଣୁ  
:ଯଥା ଜ୍ଞାସ୍ୟସି ତଚ୍ଛୃଣୁ  
:([[Vanisource:BG 7.1|BG 7.1]])  
:([[Vanisource:BG 7.1 (1972)|BG 7.1]])  

ଏହା ଭଗବଦ୍ ଗୀତାର ଏକ ଶ୍ଳୋକ ଅଟେ, କିପରି କୃଷ୍ଣ ଚେତନା, କିମ୍ବା ଭଗବାନ ଚେତନା ବିକାଶିତ କରିବ । ଭଗବଦ୍ ଗୀତା, ତୁମମାନଙ୍କ ମଧ୍ୟରୁ ଅନେକ ଏହି ପୁସ୍ତକର ନାମ ଶୁଣିଥିବ । ସମଗ୍ର ବିଶ୍ଵରେ ପର୍ଯ୍ୟାପ୍ତ ମାତ୍ରାରେ ପଢ଼ାଯାଉଥିବା ଜ୍ଞାନ ବର୍ଦ୍ଧକ ପୁସ୍ତକମାନଙ୍କ ମଧ୍ୟରୁ ଏହା ଗୋଟିଏ । ବାସ୍ତବରେ ସମସ୍ତ ଦେଶରେ ଭଗବଦ୍ ଗୀତାର ଅନେକ ସଂସ୍କରଣ ଅଛି । ତେଣୁ ଭଗବଦ୍ ଗୀତା ଆମର କୃଷ୍ଣ ଚେତନା ଆନ୍ଦୋଳନର ମୂଖ୍ୟ ସିଦ୍ଧାନ୍ତ ଅଟେ । ଯାହା ଆମେ କୃଷ୍ଣ ଚେତନା ରୂପରେ ପ୍ରଚାର କରୁଛୁ, ତାହା ହେଉଛି ଭଗବଦ୍ ଗୀତା । ଏହା ନୁହେଁ କି ଯେ ଆମେ କିଛି ନିର୍ମାଣ କରିଛୁ । ଏହି କୃଷ୍ଣ ଚେତନା ସଂସାର ସୃଜନ ସମୟରୁ ଚାଲି ଅସିଛି, କିନ୍ତୁ ଅତିକମରେ ବିଗତ ପାଞ୍ଚହଜାର ବର୍ଷ ତଳେ, ଯେତେବେଳେ କୃଷ୍ଣ ଏହି ପୃଥିବୀରେ ଉପସ୍ଥିତ ଥିଲେ, ସେ ସ୍ଵୟଂ କୃଷ୍ଣ ଚେତନାର ଉପଦେଶ ଦେଇଥିଲେ, ଏବଂ ସେ ଯେଉଁ ଉପଦେଶ ପଛରେ ଛାଡ଼ିଗଲେ, ତାହା ହେଉଛି ଭଗବଦ୍ ଗୀତା । ଦୁର୍ଭାଗ୍ୟବଶତଃ, ଏହି ଭଗବଦ୍ ଗୀତାର ତଥାକଥିତ ବିଦ୍ଵାନ୍ ବ୍ୟକ୍ତି ଏବଂ ସ୍ଵାମୀମାନଙ୍କ ଦ୍ଵାରା ଅନେକ ପ୍ରକାରେ ଅପପ୍ରୟୋଗ କରାଗଲା । ମାୟାବାଦୀ ଏବଂ ନାସ୍ତିକ ଶ୍ରେଣୀର ବ୍ୟକ୍ତିମାନେ, ସେମାନେ ନିଜ ଅନୁସାରେ ଭଗବଦ୍ ଗୀତାର ବ୍ୟାଖା କରିଲେ । ୧୯୬୬ ମସିହାରେ ଯେତେବେଳେ ମୁଁ ଆମେରିକାରେ ଥିଲି, ଜଣେ ଆମେରିକୀୟ ମହିଳା ମୋତେ କହିଲେ ଭଗବଦ୍ ଗୀତାର ଏକ ଇଂରାଜୀ ସଂସ୍କରଣ ସୁପାରିସ୍ କରିବାକୁ ଯାହାକୁ ସେ ପଢ଼ିପାରିବେ । କିନ୍ତୁ ସାଧୁତାର ସହିତ କହିବାକୁ ଗଲେ ମୁଁ ସେମାନଙ୍କ ମଧ୍ୟରୁ କୌଣସି ସଂସ୍କରଣର ସୁପାରିସ୍ କରିପାରିଲି ନାହିଁ, ସେମାନଙ୍କର ମନଗଢ଼ଣ ବର୍ଣ୍ଣନା ଯୋଗୁଁ । ତାହା ମୋତେ ଭଗବଦ୍ ଗୀତା ମୌଳିକ ରୂପରେ ଲେଖିବା ପାଇଁ ପ୍ରେରଣା ଦେଲା । ଏବଂ ବର୍ତ୍ତମାନର ଏହି ଭଗବଦ୍ ଗୀତା ମୌଳିକ ରୂପରେ ର ସଂସ୍କରଣ ମେକମିଲନ ନାମକ ସବୁଠାରୁ ବଡ଼ ପ୍ରକାଶକ କମ୍ପାନୀ ପ୍ରକାଶିତ କରିଲା । ଏବଂ ଆମେ ବହୁତ ସଫଳ ହେଲୁ । ଆମେ ୧୯୬୮ ମସିହାରେ ଏହି ଭଗବଦ୍ ଗୀତା ମୌଳିକ ରୂପରେ ର ଏକ ଛୋଟ ସଂସ୍କରଣ ପ୍ରକାଶିତ କରିଥିଲୁ । ଏହା ଅଧିକ ମାତ୍ରାରେ ବିକ୍ରି ହୋଇଥିଲା । ଏବଂ ମେକମିଲନ କମ୍ପାନୀର ଟ୍ରେଡ୍ ପ୍ରବଂଧକ ବିବରଣୀ ଦେଲେ ଯେ ଆମର ପୁସ୍ତକଗୁଡ଼ିକ ଅନ୍ୟ ପୁସ୍ତକମାନଙ୍କ ତୁଳନାରେ ଅଧିକରୁ ଅଧିକ ମାତ୍ରାରେ ବିକ୍ରି ହେଉଛି । ତାପରେ ଏବେ, ଏହି ୧୯୭୨ ମସିହାରେ, ଅମେମାନେ ଭଗବଦ୍ ଗୀତା ମୌଳିକ ରୂପରେ ର ସଂପୂର୍ଣ୍ଣ ସଂସ୍କରଣ ପ୍ରକାଶିତ କରିଲୁ । ଏବଂ ମେକମିଲନ କମ୍ପାନୀ ପୂର୍ବରୁ ପଚାଶ ହଜାର ପୁସ୍ତକ ପ୍ରକାଶିତ କରିଥିଲା, କିନ୍ତୁ ଏହା ତିନିମାସ ମଧ୍ୟରେ ଶେଷ ହୋଇଗଲା ଏବଂ ସେମାନେ ଦ୍ଵିତୀୟ ସଂସ୍କରଣ ପାଇଁ ବ୍ୟବସ୍ଥା କରୁଛନ୍ତି ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:24, 16 October 2018

Lecture on BG 7.1 -- Sydney, February 16, 1973

ଯୋଗଂ ଯୁଞନ୍ମଦାଶ୍ରୟଃ
ଅସଂଶୟଂ ସମଗ୍ରଂ ମାଂ
ଯଥା ଜ୍ଞାସ୍ୟସି ତଚ୍ଛୃଣୁ
(BG 7.1)