OR/Prabhupada 0066 - ଆମେ କୃଷ୍ଣଙ୍କ ଇଛା ସହିତ ଏକମତ ହେବା ଉଚିତ୍: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0066 - in all Languages Category:OR-Quotes - 1975 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:OR-Quotes - in USA]] | [[Category:OR-Quotes - in USA]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0065 - ସମସ୍ତେ ସୁଖୀ ହୋଇଯିବେ| | {{1080 videos navigation - All Languages|Oriya|OR/Prabhupada 0065 - ସମସ୍ତେ ସୁଖୀ ହୋଇଯିବେ|0065|OR/Prabhupada 0067 - ଗୋସ୍ଵାମୀମାନେ କେବଳ ଦୁଇ ଘଣ୍ଟା ଶୋଉଥିଲେ|0067}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|PXYs0oNmDXw|ଆମେ କୃଷ୍ଣଙ୍କ ଇଛା ସହିତ ଏକମତ ହେବା ଉଚିତ୍<br />- Prabhupāda 0066}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 30: | Line 30: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ବର୍ତ୍ତମାନ ଏହା ଆମ ଇଛା ଆମେ ଭକ୍ତ ହେବାକୁ ଚାହୁଁଛୁ କି ନାହିଁ କିମ୍ଵା ଅସୁର ହୋଇ ରହିବାକୁ ଚାହୁଁଛୁ । ତାହା ମୋ ଇଛା । କୃଷ୍ଣ କୁହଁନ୍ତି ଯେ "ତୁମେ ଏହି ଆସୁରିକ ପ୍ରବୃତ୍ତି ତ୍ୟାଗ କର ଏବଂ ମୋ ସରଣକୁ ଆସ ।" ତାହା କୃଷ୍ଣଙ୍କର ଇଛା ଅଟେ । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ସହିତ ଏକମତ ନ ହୁଅ, ଯଦି ତୁମେ ନିଜ ଇଛା ଉପଭୋଗ କରିବାକୁ ଚାହୁଁଛ, ତେବେ ମଧ୍ୟ, କୃଷ୍ଣ ପ୍ରସନ୍ନ ହୁଅନ୍ତି, ସେ ତୁମର ଆବଶ୍ୟକତା ଯୋଗାଇ ଦେବେ । କିନ୍ତୁ ତାହା ଏତେ ଭଲ ନୁହେଁ । ଆମେ କୃଷ୍ଣଙ୍କ ଇଛା ସହିତ ଏକମତ ହେବା ଉଚିତ୍ । ଆମେ ଆମର ଇଛାଗୁଡ଼ିକୁ, ଆସୁରିକ ଇଛାଗୁଡ଼ିକୁ, ବୃଦ୍ଧି ହେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ । ତାହାକୁ ତପସ୍ୟା କୁହାଯାଏ । ଆମ ଇଛାଗୁଡ଼ିକୁ ତ୍ୟାଗ କରିବା ଉଚିତ୍ । ଏହାକୁ ଯଜ୍ଞ କୁହାଯାଏ । ଆମେ କେବଳ କୃଷ୍ଣଙ୍କର ଇଛା ସ୍ଵୀକାର କରିବା ଉଚିତ୍ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ଯୁଦ୍ଧ ନ କରିବା ଅର୍ଜୁନଙ୍କର ଇଛା ଥିଲା, କିନ୍ତୁ ଯୁଦ୍ଧ କରିବା କୃଷ୍ଣଙ୍କର ଇଛା ଥିଲା, ଠିକ୍ ବିପରୀତ । ଅଂତତଃ ଅର୍ଜୁନ କୃଷ୍ଣଙ୍କ ଇଛାରେ ଏକମତ ହେଲେ: "ହଁ," କରିଷ୍ୟେ ବଚନଂ ତବ ([[Vanisource:BG 18.73|BG 18.73]]): "ହଁ, ମୁଁ ଆପଣଙ୍କର ଇଛା ଅନୁସାରେ କାର୍ଯ୍ୟ କରିବି ।" ତାହା ଭକ୍ତି ଅଟେ । | ବର୍ତ୍ତମାନ ଏହା ଆମ ଇଛା ଆମେ ଭକ୍ତ ହେବାକୁ ଚାହୁଁଛୁ କି ନାହିଁ କିମ୍ଵା ଅସୁର ହୋଇ ରହିବାକୁ ଚାହୁଁଛୁ । ତାହା ମୋ ଇଛା । କୃଷ୍ଣ କୁହଁନ୍ତି ଯେ "ତୁମେ ଏହି ଆସୁରିକ ପ୍ରବୃତ୍ତି ତ୍ୟାଗ କର ଏବଂ ମୋ ସରଣକୁ ଆସ ।" ତାହା କୃଷ୍ଣଙ୍କର ଇଛା ଅଟେ । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ସହିତ ଏକମତ ନ ହୁଅ, ଯଦି ତୁମେ ନିଜ ଇଛା ଉପଭୋଗ କରିବାକୁ ଚାହୁଁଛ, ତେବେ ମଧ୍ୟ, କୃଷ୍ଣ ପ୍ରସନ୍ନ ହୁଅନ୍ତି, ସେ ତୁମର ଆବଶ୍ୟକତା ଯୋଗାଇ ଦେବେ । କିନ୍ତୁ ତାହା ଏତେ ଭଲ ନୁହେଁ । ଆମେ କୃଷ୍ଣଙ୍କ ଇଛା ସହିତ ଏକମତ ହେବା ଉଚିତ୍ । ଆମେ ଆମର ଇଛାଗୁଡ଼ିକୁ, ଆସୁରିକ ଇଛାଗୁଡ଼ିକୁ, ବୃଦ୍ଧି ହେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ । ତାହାକୁ ତପସ୍ୟା କୁହାଯାଏ । ଆମ ଇଛାଗୁଡ଼ିକୁ ତ୍ୟାଗ କରିବା ଉଚିତ୍ । ଏହାକୁ ଯଜ୍ଞ କୁହାଯାଏ । ଆମେ କେବଳ କୃଷ୍ଣଙ୍କର ଇଛା ସ୍ଵୀକାର କରିବା ଉଚିତ୍ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ଯୁଦ୍ଧ ନ କରିବା ଅର୍ଜୁନଙ୍କର ଇଛା ଥିଲା, କିନ୍ତୁ ଯୁଦ୍ଧ କରିବା କୃଷ୍ଣଙ୍କର ଇଛା ଥିଲା, ଠିକ୍ ବିପରୀତ । ଅଂତତଃ ଅର୍ଜୁନ କୃଷ୍ଣଙ୍କ ଇଛାରେ ଏକମତ ହେଲେ: "ହଁ," କରିଷ୍ୟେ ବଚନଂ ତବ ([[Vanisource:BG 18.73 (1972)|BG 18.73]]): "ହଁ, ମୁଁ ଆପଣଙ୍କର ଇଛା ଅନୁସାରେ କାର୍ଯ୍ୟ କରିବି ।" ତାହା ଭକ୍ତି ଅଟେ । | ||
ଭକ୍ତି ଏବଂ କର୍ମ ମଧ୍ୟରେ ଏହା ହେଉଛି ଅନ୍ତର । କର୍ମ ଅର୍ଥାତ୍ ନିଜ ଇଛାଗୁଡ଼ିକୁ ପୁରା କରିବା, ଏବଂ ଭକ୍ତି ଅର୍ଥାତ୍ କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବା । ତାହା ହେଉଛି ଅନ୍ତର । ବର୍ତ୍ତମାନ ତୁମେ ବାଛ, ଯେ ତୁମେ ତୁମର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ କିମ୍ଵା କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ । ଯଦି ତୁମେ କୃଷ୍ଣଙ୍କର ଇଛା ପୁରା କରିବାକୁ ନିଷ୍ପତି ନିଅ, ତେବେ ତୁମର ଜୀବନ ସଫଳ ଅଟେ । ତାହା ଆମର କୃଷ୍ଣ ଚେତନାଶୀଳ ଜୀବନ ଅଟେ । "କୃଷ୍ଣ ତାହା ଚାହାଁନ୍ତି; ମୋତେ ଏହା କରିବାକୁ ପଡ଼ିବ । ମୁଁ ନିଜ ପାଇଁ କିଛି କରିବି ନାହିଁ ।" ତାହା ବୃନ୍ଦାବନ ଅଟେ । ସମସ୍ତ ବୃନ୍ଦାବନ ବାସୀ, ସେମାନେ କୃଷ୍ଣଙ୍କର ଇଛା ପୁରା କରିବାକୁ ଚେଷ୍ଟା କରନ୍ତି । ଗୋପାଳ ବାଳକମାନେ, ବାଛୁରୀମାନେ, ଗାଈମାନେ, ଗଛମାନେ, ଫୁଲମାନେ, ପାଣି, ଗୋପୀମାନେ, ବୟସ୍କ ନିବାସୀମାନେ, ମାତା ଯଶୋଦା, ନନ୍ଦ, ସେମାନେ ସମସ୍ତେ କୃଷ୍ଣଙ୍କର ଇଛା ପୁରା କରିବାରେ ବ୍ୟସ୍ତ । ତାହା ହେଉଛି ବୃନ୍ଦାବନ । ତେଣୁ ତୁମେ ଏହି ଭୌତିକ ଜଗତକୁ ବୃନ୍ଦାବନରେ ପରିବର୍ତ୍ତନ କରିପାରିବ ଯଦି ତୁମେ କୃଷ୍ଣଙ୍କର ଇଛା ସହିତ ଏକମତ ହୁଅ । ତାହା ବୃନ୍ଦାବନ ଅଟେ । ଏବଂ ତୁମେ ଯଦି ନିଜର ଇଛା ପୁରା କରିବାକୁ ଚାହଁ, ତାହା ଭୌତିକ ଅଟେ । ଏହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ଅନ୍ତର । | ଭକ୍ତି ଏବଂ କର୍ମ ମଧ୍ୟରେ ଏହା ହେଉଛି ଅନ୍ତର । କର୍ମ ଅର୍ଥାତ୍ ନିଜ ଇଛାଗୁଡ଼ିକୁ ପୁରା କରିବା, ଏବଂ ଭକ୍ତି ଅର୍ଥାତ୍ କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବା । ତାହା ହେଉଛି ଅନ୍ତର । ବର୍ତ୍ତମାନ ତୁମେ ବାଛ, ଯେ ତୁମେ ତୁମର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ କିମ୍ଵା କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ । ଯଦି ତୁମେ କୃଷ୍ଣଙ୍କର ଇଛା ପୁରା କରିବାକୁ ନିଷ୍ପତି ନିଅ, ତେବେ ତୁମର ଜୀବନ ସଫଳ ଅଟେ । ତାହା ଆମର କୃଷ୍ଣ ଚେତନାଶୀଳ ଜୀବନ ଅଟେ । "କୃଷ୍ଣ ତାହା ଚାହାଁନ୍ତି; ମୋତେ ଏହା କରିବାକୁ ପଡ଼ିବ । ମୁଁ ନିଜ ପାଇଁ କିଛି କରିବି ନାହିଁ ।" ତାହା ବୃନ୍ଦାବନ ଅଟେ । ସମସ୍ତ ବୃନ୍ଦାବନ ବାସୀ, ସେମାନେ କୃଷ୍ଣଙ୍କର ଇଛା ପୁରା କରିବାକୁ ଚେଷ୍ଟା କରନ୍ତି । ଗୋପାଳ ବାଳକମାନେ, ବାଛୁରୀମାନେ, ଗାଈମାନେ, ଗଛମାନେ, ଫୁଲମାନେ, ପାଣି, ଗୋପୀମାନେ, ବୟସ୍କ ନିବାସୀମାନେ, ମାତା ଯଶୋଦା, ନନ୍ଦ, ସେମାନେ ସମସ୍ତେ କୃଷ୍ଣଙ୍କର ଇଛା ପୁରା କରିବାରେ ବ୍ୟସ୍ତ । ତାହା ହେଉଛି ବୃନ୍ଦାବନ । ତେଣୁ ତୁମେ ଏହି ଭୌତିକ ଜଗତକୁ ବୃନ୍ଦାବନରେ ପରିବର୍ତ୍ତନ କରିପାରିବ ଯଦି ତୁମେ କୃଷ୍ଣଙ୍କର ଇଛା ସହିତ ଏକମତ ହୁଅ । ତାହା ବୃନ୍ଦାବନ ଅଟେ । ଏବଂ ତୁମେ ଯଦି ନିଜର ଇଛା ପୁରା କରିବାକୁ ଚାହଁ, ତାହା ଭୌତିକ ଅଟେ । ଏହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ଅନ୍ତର । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:36, 16 October 2018
Lecture on BG 16.4 -- Hawaii, January 30, 1975
ବର୍ତ୍ତମାନ ଏହା ଆମ ଇଛା ଆମେ ଭକ୍ତ ହେବାକୁ ଚାହୁଁଛୁ କି ନାହିଁ କିମ୍ଵା ଅସୁର ହୋଇ ରହିବାକୁ ଚାହୁଁଛୁ । ତାହା ମୋ ଇଛା । କୃଷ୍ଣ କୁହଁନ୍ତି ଯେ "ତୁମେ ଏହି ଆସୁରିକ ପ୍ରବୃତ୍ତି ତ୍ୟାଗ କର ଏବଂ ମୋ ସରଣକୁ ଆସ ।" ତାହା କୃଷ୍ଣଙ୍କର ଇଛା ଅଟେ । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ସହିତ ଏକମତ ନ ହୁଅ, ଯଦି ତୁମେ ନିଜ ଇଛା ଉପଭୋଗ କରିବାକୁ ଚାହୁଁଛ, ତେବେ ମଧ୍ୟ, କୃଷ୍ଣ ପ୍ରସନ୍ନ ହୁଅନ୍ତି, ସେ ତୁମର ଆବଶ୍ୟକତା ଯୋଗାଇ ଦେବେ । କିନ୍ତୁ ତାହା ଏତେ ଭଲ ନୁହେଁ । ଆମେ କୃଷ୍ଣଙ୍କ ଇଛା ସହିତ ଏକମତ ହେବା ଉଚିତ୍ । ଆମେ ଆମର ଇଛାଗୁଡ଼ିକୁ, ଆସୁରିକ ଇଛାଗୁଡ଼ିକୁ, ବୃଦ୍ଧି ହେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ । ତାହାକୁ ତପସ୍ୟା କୁହାଯାଏ । ଆମ ଇଛାଗୁଡ଼ିକୁ ତ୍ୟାଗ କରିବା ଉଚିତ୍ । ଏହାକୁ ଯଜ୍ଞ କୁହାଯାଏ । ଆମେ କେବଳ କୃଷ୍ଣଙ୍କର ଇଛା ସ୍ଵୀକାର କରିବା ଉଚିତ୍ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ଯୁଦ୍ଧ ନ କରିବା ଅର୍ଜୁନଙ୍କର ଇଛା ଥିଲା, କିନ୍ତୁ ଯୁଦ୍ଧ କରିବା କୃଷ୍ଣଙ୍କର ଇଛା ଥିଲା, ଠିକ୍ ବିପରୀତ । ଅଂତତଃ ଅର୍ଜୁନ କୃଷ୍ଣଙ୍କ ଇଛାରେ ଏକମତ ହେଲେ: "ହଁ," କରିଷ୍ୟେ ବଚନଂ ତବ (BG 18.73): "ହଁ, ମୁଁ ଆପଣଙ୍କର ଇଛା ଅନୁସାରେ କାର୍ଯ୍ୟ କରିବି ।" ତାହା ଭକ୍ତି ଅଟେ ।
ଭକ୍ତି ଏବଂ କର୍ମ ମଧ୍ୟରେ ଏହା ହେଉଛି ଅନ୍ତର । କର୍ମ ଅର୍ଥାତ୍ ନିଜ ଇଛାଗୁଡ଼ିକୁ ପୁରା କରିବା, ଏବଂ ଭକ୍ତି ଅର୍ଥାତ୍ କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବା । ତାହା ହେଉଛି ଅନ୍ତର । ବର୍ତ୍ତମାନ ତୁମେ ବାଛ, ଯେ ତୁମେ ତୁମର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ କିମ୍ଵା କୃଷ୍ଣଙ୍କର ଇଛାଗୁଡ଼ିକୁ ପୁରା କରିବାକୁ ଚାହୁଁଛ । ଯଦି ତୁମେ କୃଷ୍ଣଙ୍କର ଇଛା ପୁରା କରିବାକୁ ନିଷ୍ପତି ନିଅ, ତେବେ ତୁମର ଜୀବନ ସଫଳ ଅଟେ । ତାହା ଆମର କୃଷ୍ଣ ଚେତନାଶୀଳ ଜୀବନ ଅଟେ । "କୃଷ୍ଣ ତାହା ଚାହାଁନ୍ତି; ମୋତେ ଏହା କରିବାକୁ ପଡ଼ିବ । ମୁଁ ନିଜ ପାଇଁ କିଛି କରିବି ନାହିଁ ।" ତାହା ବୃନ୍ଦାବନ ଅଟେ । ସମସ୍ତ ବୃନ୍ଦାବନ ବାସୀ, ସେମାନେ କୃଷ୍ଣଙ୍କର ଇଛା ପୁରା କରିବାକୁ ଚେଷ୍ଟା କରନ୍ତି । ଗୋପାଳ ବାଳକମାନେ, ବାଛୁରୀମାନେ, ଗାଈମାନେ, ଗଛମାନେ, ଫୁଲମାନେ, ପାଣି, ଗୋପୀମାନେ, ବୟସ୍କ ନିବାସୀମାନେ, ମାତା ଯଶୋଦା, ନନ୍ଦ, ସେମାନେ ସମସ୍ତେ କୃଷ୍ଣଙ୍କର ଇଛା ପୁରା କରିବାରେ ବ୍ୟସ୍ତ । ତାହା ହେଉଛି ବୃନ୍ଦାବନ । ତେଣୁ ତୁମେ ଏହି ଭୌତିକ ଜଗତକୁ ବୃନ୍ଦାବନରେ ପରିବର୍ତ୍ତନ କରିପାରିବ ଯଦି ତୁମେ କୃଷ୍ଣଙ୍କର ଇଛା ସହିତ ଏକମତ ହୁଅ । ତାହା ବୃନ୍ଦାବନ ଅଟେ । ଏବଂ ତୁମେ ଯଦି ନିଜର ଇଛା ପୁରା କରିବାକୁ ଚାହଁ, ତାହା ଭୌତିକ ଅଟେ । ଏହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ଅନ୍ତର ।