OR/670123b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670123|OR/670124 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670124}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670123CC-SAN_FRANCISCO_ND_02.mp3</mp3player>|"କୃଷ୍ଣଙ୍କର ସର୍ବୋଚ୍ଚ ରୂପ କିପରି ଦେଖାଯାଏ? କେବଳ ସେବା ପ୍ରଣାଳୀ ଦ୍ଵାରା। ଅନ୍ୟଥା, କୌଣସି ସମ୍ଭାବନା ନାହିଁ। ସେଭୋନମୁଖେ ହି ଜିହ୍ବାଦୌ  (ଭକ୍ତି-ରସମୃତ-ସିନ୍ଧୁ ୧.୨.୨୩୪)। ଯଦି ଆପଣ ସେବା ମନୋଭାବରେ ନିୟୋଜିତ ହୁଅନ୍ତି, ତେବେ ଭଗବାନ ନିଜକୁ ପ୍ରକାଶ କରିବେ।  ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ତୁମେ ... ତୁମର କ୍ଷୁଦ୍ର ପ୍ରୟାସ ଦ୍ୱାରା ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ଏହା ସମ୍ଭବ ନୁହେଁ। ଠିକ୍ ମଧ୍ୟରାତ୍ରି ପରି, ଅନ୍ଧକାର, ସୂର୍ଯ୍ୟଙ୍କୁ ଦେଖିବା ସମ୍ଭବ ନୁହେଁ। ସୂର୍ଯ୍ୟଙ୍କୁ ତୁମେ ଦେଖିପାରିବ ଯେତେବେଳେ ସୂର୍ଯ୍ୟ ନିଜେ ତୁମକୁ ପ୍ରକାଶ କରନ୍ତି। ସୂର୍ଯ୍ୟ ଏକ ସମୟ ପାଇଛନ୍ତି, କୁହ, ସକାଳ ୪:୩୦ କିମ୍ବା ୫:୦୦, ସଙ୍ଗେ ସଙ୍ଗେ ପ୍ରକାଶ କରେ । ଏବଂ ସୂର୍ଯ୍ୟ ନିଜକୁ ପ୍ରକାଶ କରିବା ମାତ୍ରେ ତୁମେ ନିଜକୁ ଦେଖ, ତୁମେ ସୂର୍ଯ୍ୟଙ୍କୁ ଦେଖ ଏବଂ ତୁମେ ସଂସାର ଦେଖ । ଆଉ ଯେତେ ପର୍ଯ୍ୟନ୍ତ ତୁମେ ସୂର୍ଯ୍ୟଙ୍କୁ ଦେଖୁ ନାହଁ, ତୁମେ ଅନ୍ଧକାରରେ, ଜଗତ ଅନ୍ଧକାରରେ ଅଛି ଏବଂ ତୁମେ ଦେଖି ପାରିବ ନାହିଁ। "|Vanisource:670123 - Lecture CC Madhya 25.36-40 - San Francisco|670123 - ପ୍ରବଚନ CC Madhya 25.36-40 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:06, 31 August 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କର ସର୍ବୋଚ୍ଚ ରୂପ କିପରି ଦେଖାଯାଏ? କେବଳ ସେବା ପ୍ରଣାଳୀ ଦ୍ଵାରା। ଅନ୍ୟଥା, କୌଣସି ସମ୍ଭାବନା ନାହିଁ। ସେଭୋନମୁଖେ ହି ଜିହ୍ବାଦୌ (ଭକ୍ତି-ରସମୃତ-ସିନ୍ଧୁ ୧.୨.୨୩୪)। ଯଦି ଆପଣ ସେବା ମନୋଭାବରେ ନିୟୋଜିତ ହୁଅନ୍ତି, ତେବେ ଭଗବାନ ନିଜକୁ ପ୍ରକାଶ କରିବେ। ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ତୁମେ ... ତୁମର କ୍ଷୁଦ୍ର ପ୍ରୟାସ ଦ୍ୱାରା ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ଏହା ସମ୍ଭବ ନୁହେଁ। ଠିକ୍ ମଧ୍ୟରାତ୍ରି ପରି, ଅନ୍ଧକାର, ସୂର୍ଯ୍ୟଙ୍କୁ ଦେଖିବା ସମ୍ଭବ ନୁହେଁ। ସୂର୍ଯ୍ୟଙ୍କୁ ତୁମେ ଦେଖିପାରିବ ଯେତେବେଳେ ସୂର୍ଯ୍ୟ ନିଜେ ତୁମକୁ ପ୍ରକାଶ କରନ୍ତି। ସୂର୍ଯ୍ୟ ଏକ ସମୟ ପାଇଛନ୍ତି, କୁହ, ସକାଳ ୪:୩୦ କିମ୍ବା ୫:୦୦, ସଙ୍ଗେ ସଙ୍ଗେ ପ୍ରକାଶ କରେ । ଏବଂ ସୂର୍ଯ୍ୟ ନିଜକୁ ପ୍ରକାଶ କରିବା ମାତ୍ରେ ତୁମେ ନିଜକୁ ଦେଖ, ତୁମେ ସୂର୍ଯ୍ୟଙ୍କୁ ଦେଖ ଏବଂ ତୁମେ ସଂସାର ଦେଖ । ଆଉ ଯେତେ ପର୍ଯ୍ୟନ୍ତ ତୁମେ ସୂର୍ଯ୍ୟଙ୍କୁ ଦେଖୁ ନାହଁ, ତୁମେ ଅନ୍ଧକାରରେ, ଜଗତ ଅନ୍ଧକାରରେ ଅଛି ଏବଂ ତୁମେ ଦେଖି ପାରିବ ନାହିଁ। "
670123 - ପ୍ରବଚନ CC Madhya 25.36-40 - ସାନ୍ ଫ୍ରାନ୍ସିସ୍କୋ