OR/681014 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681011b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681011b|OR/681014b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681014b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681014BG-SEATTLE_ND_01.mp3</mp3player>|ପ୍ରଭୁପାଦ: ତାହା କ’ଣ?
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681014BG-SEATTLE_ND_01.mp3</mp3player>|ପ୍ରଭୁପାଦ: ତାହା କ’ଣ?



Latest revision as of 06:01, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: ତାହା କ’ଣ?

ବିଷ୍ନୁଜନ: ଆଇସ୍କ୍ରିମ୍ ଟ୍ରକ୍ ।

ପ୍ରଭୁପାଦ: ଓହ, ଆଇସ୍କ୍ରିମ୍ । (ହସି) ଆପଣ ଆଇସ୍କ୍ରିମ୍ ନେଉଛନ୍ତି କି? ଉଁ?

ବିଷ୍ନୁଜନ: ନା। ସେମାନେ ରାସ୍ତାରେ ଏପାଖ ସେପାଖ ହୁଅନ୍ତି ।

ପ୍ରଭୁପାଦ: ପ୍ରଚାର?

ତାମଲା କୃଷ୍ଣ: ହଁ ।

ପ୍ରଭୁପାଦ: ଆଇସ୍କ୍ରିମ୍ ନିଅ ନାହିଁ । ଏହା ହେଉଛି ମାୟା । (ହସି) 'ଆସ, ଆସ, ମୋତେ ଉପଭୋଗ କର । ଆସ, ଆସ, ମୋତେ ଉପଭୋଗ କର। ' (ହସି) ତୁମେ ଉପଭୋଗ କରିବା ମାତ୍ରେ ତୁମେ ଜାଲରେ ପଡ଼ିବ । ଖାଲି ଏତିକି। ମାଛ ଧରିବା ପରି । ସେମାନେ ବଂଶିକଣ୍ଟା ଫିଙ୍ଗି ମାଛକୁ ନିମନ୍ତ୍ରଣ କରନ୍ତି, 'ଆସ, ଆସ, ମୋତେ ଉପଭୋଗ କର । ଆସ, ଆସ, ମୋତେ ଉପଭୋଗ କର '। ଯେତେ ଶୀଘ୍ର - ଆପ୍! (ହସି) ସମାପ୍ତ ତା’ପରେ, (ମାଛର ଅନୁକରଣ କରୁଥିବା ଶବ୍ଦ) 'ଆପଣ ବର୍ତ୍ତମାନ କେଉଁଠାକୁ ଯାଉଛନ୍ତି? ମୋ ବ୍ୟାଗରେ ଆସ । ହଁ, ମୁଁ ତୁମକୁ ଭଲ ଭାବରେ ତେଲ ରେ ଭାଜିବି'। ଆପଣ ଦେଖୁଛନ୍ତି ତ? ତେଣୁ ଏସବୁ ଶ୍ରୀମଦ୍-ଭାଗବତମ୍ ରେ ବ୍ୟାଖ୍ୟା କରାଯାଇଛି । ମାଛ ଖାଇବା, ଜିଭ ଦ୍ୱାରା ଜୀବନ ହରାଉଛି ।"

681014 - ପ୍ରବଚନ BG 02.19-25 - ସିଆଟେଲ