OR/681026 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681025 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681025|OR/681030 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681030}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681026LE-MONTREAL_ND_01.mp3</mp3player>|"ଧ୍ୟାନର ପ୍ରକ୍ରିୟା ମନକୁ ସନ୍ତୁଳନରେ ରଖିବା ପାଇଁ ଉଦ୍ଦିଷ୍ଟ । ତାହା ହେଉଛି ଶମ । ଏବଂ ଦମ, ଦମ ଅର୍ଥ ହେଉଛି ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ମୋର ଇନ୍ଦ୍ରିୟଗୁଡିକ ସର୍ବଦା ମୋତେ ନିର୍ଦ୍ଦେଶ ଦେଉଛନ୍ତି, 'ଓ, ତୁମେ ଏହାକୁ ନିଅ। ତୁମେ ଏହା ଉପଭୋଗ କର । ତୁମେ ଏହା କର । ତୁମେ ତାହା କର । ମୁଁ ତାହା ଦ୍ୱାରା ପରିଚାଳିତ ହେଉଛି। ଆମେ ସମସ୍ତେ ଇନ୍ଦ୍ରିୟର ସେବକ ଅଟୁ। ତେଣୁ ଆମେ ଇନ୍ଦ୍ରିୟର ସେବକ ହୋଇଗଲୁ। ଆମକୁ ଭଗବାନଙ୍କ ସେବକ ହେବାକୁ ରୂପାନ୍ତର କରିବାକୁ ପଡିବ, ସେତିକି କେବଳ । ଏହା କୃଷ୍ଣ ଚେତନା । ତୁମେ ଆଗରୁ ସେବକ, କିନ୍ତୁ ତୁମେ ଇନ୍ଦ୍ରିୟମାନଙ୍କର ସେବକ, ଏବଂ ତୁମକୁ ନିର୍ଦେଶ ଦିଆଯାଉଛି ଏବଂ ହତାଶ ହେଉଛ । ତୁମେ ଭଗବାନଙ୍କ ସେବକ ହୁଅ । ତୁମେ ମାଲିକ ହୋଇପାରିବ ନାହିଁ, ତାହା ତୁମର ସ୍ଥିତି ନୁହେଁ । ତୁମକୁ ସେବକ ହେବାକୁ ପଡିବ । ଯଦି ତୁମେ ଭଗବାନଙ୍କ ସେବକ ନ ହୁଅ, ତାହେଲେ ତୁମେ ତୁମର ଇନ୍ଦ୍ରିୟର ସେବକ ହୁଅ। ତାହା ତୁମର ସ୍ଥିତି। ତେଣୁ ଯେଉଁମାନେ ବୁଦ୍ଧିମାନ, ତେଣୁ ସେମାନେ ବୁଝିବେ ଯେ 'ଯଦି ମୋତେ ଜଣେ ସେବକ ରହିବାକୁ ପଡିବ, ମୁଁ କାହିଁକି ଇନ୍ଦ୍ରିୟମାନଙ୍କର ସେବକ ରହିବି? କୃଷ୍ଣଙ୍କର କାହିଁକି ନୁହେଁ?' ଏହା ହେଉଛି ବୁଦ୍ଧି। ଏହା ହେଉଛି ବୁଦ୍ଧିମତା। ଏବଂ ଯେଉଁମାନେ ମୂର୍ଖ ଭାବରେ ନିଜକୁ ଇନ୍ଦ୍ରିୟର ସେବକ ଭାବରେ ରଖୁଛନ୍ତି, ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ।"|Vanisource:681026 - Lecture - Montreal|681026 - ପ୍ରବଚନ - ମନ୍ତ୍ରେଆଲ}}

Latest revision as of 06:04, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧ୍ୟାନର ପ୍ରକ୍ରିୟା ମନକୁ ସନ୍ତୁଳନରେ ରଖିବା ପାଇଁ ଉଦ୍ଦିଷ୍ଟ । ତାହା ହେଉଛି ଶମ । ଏବଂ ଦମ, ଦମ ଅର୍ଥ ହେଉଛି ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ମୋର ଇନ୍ଦ୍ରିୟଗୁଡିକ ସର୍ବଦା ମୋତେ ନିର୍ଦ୍ଦେଶ ଦେଉଛନ୍ତି, 'ଓ, ତୁମେ ଏହାକୁ ନିଅ। ତୁମେ ଏହା ଉପଭୋଗ କର । ତୁମେ ଏହା କର । ତୁମେ ତାହା କର । ମୁଁ ତାହା ଦ୍ୱାରା ପରିଚାଳିତ ହେଉଛି। ଆମେ ସମସ୍ତେ ଇନ୍ଦ୍ରିୟର ସେବକ ଅଟୁ। ତେଣୁ ଆମେ ଇନ୍ଦ୍ରିୟର ସେବକ ହୋଇଗଲୁ। ଆମକୁ ଭଗବାନଙ୍କ ସେବକ ହେବାକୁ ରୂପାନ୍ତର କରିବାକୁ ପଡିବ, ସେତିକି କେବଳ । ଏହା କୃଷ୍ଣ ଚେତନା । ତୁମେ ଆଗରୁ ସେବକ, କିନ୍ତୁ ତୁମେ ଇନ୍ଦ୍ରିୟମାନଙ୍କର ସେବକ, ଏବଂ ତୁମକୁ ନିର୍ଦେଶ ଦିଆଯାଉଛି ଏବଂ ହତାଶ ହେଉଛ । ତୁମେ ଭଗବାନଙ୍କ ସେବକ ହୁଅ । ତୁମେ ମାଲିକ ହୋଇପାରିବ ନାହିଁ, ତାହା ତୁମର ସ୍ଥିତି ନୁହେଁ । ତୁମକୁ ସେବକ ହେବାକୁ ପଡିବ । ଯଦି ତୁମେ ଭଗବାନଙ୍କ ସେବକ ନ ହୁଅ, ତାହେଲେ ତୁମେ ତୁମର ଇନ୍ଦ୍ରିୟର ସେବକ ହୁଅ। ତାହା ତୁମର ସ୍ଥିତି। ତେଣୁ ଯେଉଁମାନେ ବୁଦ୍ଧିମାନ, ତେଣୁ ସେମାନେ ବୁଝିବେ ଯେ 'ଯଦି ମୋତେ ଜଣେ ସେବକ ରହିବାକୁ ପଡିବ, ମୁଁ କାହିଁକି ଇନ୍ଦ୍ରିୟମାନଙ୍କର ସେବକ ରହିବି? କୃଷ୍ଣଙ୍କର କାହିଁକି ନୁହେଁ?' ଏହା ହେଉଛି ବୁଦ୍ଧି। ଏହା ହେଉଛି ବୁଦ୍ଧିମତା। ଏବଂ ଯେଉଁମାନେ ମୂର୍ଖ ଭାବରେ ନିଜକୁ ଇନ୍ଦ୍ରିୟର ସେବକ ଭାବରେ ରଖୁଛନ୍ତି, ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ।"
681026 - ପ୍ରବଚନ - ମନ୍ତ୍ରେଆଲ