OR/Prabhupada 0048 - ଆର୍ଯ୍ୟ ସଭ୍ୟତା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0048 - in all Languages Category:OR-Quotes - 1972 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:OR-Quotes - in India]] | [[Category:OR-Quotes - in India]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0047 - କୃଷ୍ଣ ପରମବ୍ରହ୍ମ ଅଟନ୍ତି| | {{1080 videos navigation - All Languages|Oriya|OR/Prabhupada 0047 - କୃଷ୍ଣ ପରମବ୍ରହ୍ମ ଅଟନ୍ତି|0047|OR/Prabhupada 0049 - ଆମେମାନେ ପ୍ରକୃତିର ନିୟମରେ ବନ୍ଧା|0049}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|6ImFdv8toIA|ଆର୍ଯ୍ୟ ସଭ୍ୟତା<br />- Prabhupāda 0048}} | ||
<!-- END VIDEO LINK --> | <!-- END VIDEO LINK --> | ||
<!-- BEGIN AUDIO LINK --> | <!-- BEGIN AUDIO LINK --> | ||
<mp3player>https://s3.amazonaws.com/vanipedia/clip/721211BG | <mp3player>https://s3.amazonaws.com/vanipedia/clip/721211BG-AHM_clip1.mp3</mp3player> | ||
<!-- END AUDIO LINK --> | <!-- END AUDIO LINK --> | ||
Line 28: | Line 28: | ||
'''[[Vanisource:Lecture on BG 2.2-6 -- Ahmedabad, December 11, 1972|Lecture on BG 2.2-6 -- Ahmedabad, December 11, 1972]]''' | '''[[Vanisource:Lecture on BG 2.2-6 -- Ahmedabad, December 11, 1972|Lecture on BG 2.2-6 -- Ahmedabad, December 11, 1972]]''' | ||
<!-- END VANISOURCE LINK --> | <!-- END VANISOURCE LINK --> | ||
ଆନାର୍ଯ୍ୟଜୁଷ୍ଟମ୍, "ଯେଉଁଲୋକ ଜୀବନର ମୂଲ୍ୟ ବୁଝିଛି, ତା' ପକ୍ଷରେତ ଏଗୁଡିକ ଆଦୌ ଶୋଭାପାଏ ନାହିଁ ।" ଆର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ପ୍ରଗତିଶୀଳ ବ୍ୟକ୍ତି । ତେଣୁ ଯୁଦ୍ଧ କ୍ଷେତ୍ରରେ, ଅର୍ଜୁନଙ୍କର ଏହି ନିରାଶାଜନକ ବ୍ୟବହାରକୁ ଅନାର୍ଯ୍ୟ ବୋଲି କିହାଯାଉଛି । ଆର୍ଯ୍ୟ, ଆର୍ଯ୍ୟ ସଭ୍ୟତା ଅନୁସାରେ ଯାହା ଭଗବଦ୍ ଗୀତାରେ ବର୍ଣ୍ଣିତ, ପରମ ପୁରୁଷ ଭଗବାନ୍ ଚାରୋଟି ବିଭାଗ ରଚନା କରିଛନ୍ତି । ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଧର୍ମମ୍ ତୁ ସାକ୍ଷାତ ଭଗବଦ୍ ପ୍ରଣୀତମ୍ ([[Vanisource:SB 6.3.19|SB 6.3.19]]) । ଯେକୌଣସି ସୁବ୍ୟବସ୍ଥିତ ଧାର୍ମିକ ପ୍ରକ୍ରିୟା ମାନେ ଆମେ ବୁଝିବାକୁ ହେବ ଯେ ଏହା ଭଗବାନ୍ ଙ୍କ ଦ୍ଵାରା ଦିଆଯାଇଛି । ମନୁଷ୍ୟ କୌଣସି ଧାର୍ମିକ ବ୍ୟବସ୍ଥା ପ୍ରସ୍ତୁତ କରିପାରିବ ନାହିଁ । ତେଣୁ ଏହି ଆର୍ଯ୍ୟ ପ୍ରଣାଳୀ, ସୁବ୍ୟବସ୍ଥିତ ପ୍ରଣାଳୀ ଅଟେ, ଚତୁର୍ବଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ([[Vanisource:BG 4.13|BG 4.13]]) । କୃଷ୍ଣ କହୁଛନ୍ତି, "ସାମାଜିକ ବ୍ୟବସ୍ଥାର ସୁପରିଚାଳନ ପାଇଁ ମୁଁ ଏହାକୁ ରଚନା କରିଛି ।" ବ୍ରାହ୍ମଣ, କ୍ଷତ୍ରିୟ, ବୌଶ୍ୟ, ଶୂଦ୍ର । ତେଣୁ ଅର୍ଜୁନ କ୍ଷତ୍ରିୟ ପରିବାରରୁ ଥିଲେ । ସେଥିପାଇଁ ତାଙ୍କର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧପ୍ରତି ଅନିଚ୍ଛା ଅନାର୍ଯ୍ୟର ଲକ୍ଷଣ ଅଟେ । ରାଜପରିବାର ଅହିଂସା ହେବା, ଭଲ ନୁହେଁ । ଯେବେ କ୍ଷତ୍ରିୟମାନେ, ଯୁଦ୍ଧକ୍ଷେତ୍ରରେ ଲଢେଇକରନ୍ତି, ହତ୍ୟା ତାଙ୍କ ପାଇଁ ପାପ ନୁହେଁ । ସେହିପରି, ବ୍ରାହ୍ମଣ ଯେବେ, ସେ ବଳି ଦିଅନ୍ତି, ବେଳେବେଳେ ପଶୁବଳି ଦିଅନ୍ତି, ତାହା ମାନେ ନୁହଁ ଯେ ସେ ପାପ କରୁଛନ୍ତି । ଏହି ପଶୁବଳି ପଶୁଙ୍କୁ ଖାଇବା ପାଇଁ ନୁହେଁ । ଏହା ବୈଦିକ ମନ୍ତ୍ର ପରିକ୍ଷଣ ପାଇଁ ଥିଲା ଯେ ଯେଉଁ ବ୍ରାହ୍ମଣ ଯଜ୍ଞ କରୁଥିଲେ, ସେ ଠିକ୍ ଭାବରେରେ ମନ୍ତ୍ର ଜପୁ ଥିଲେ କି ନାହିଁ, ତାହା ପଶୁବଳି ଦେଇ ପରୀକ୍ଷା କରାଯାଉଥିଲା ଏବଂ ପୁନର୍ବାର ସେ ପଶୁକୁ ନୁଆ ଜୀବନ ଦିଆଯାଉଥିଲା । ଏହା ପଶୁବଳି ଥିଲା । କେବେ କେବେ ଘୋଡାଙ୍କୁ, ଆଉ କେବେ କେବେ ଗାଈଙ୍କୁ ବଳି ଦିଆଯାଉଥିଲା । କିନ୍ତୁ ଏହି ଯୁଗରେ, କଳିଯୁଗରେ, ପଶୁବଳି ନିଷେଧ ଅଟେ କାରଣ ଏପରି କୌଣସି ଯଜ୍ଞିକ ବ୍ରାହ୍ମଣ ନାହାଁନ୍ତି । ସମସ୍ତ ପ୍ରକାରର ବଳିଦାନ ଏହି ଯୁଗରେ ନିଷେଧ କରାଯାଇଛି । | ଆନାର୍ଯ୍ୟଜୁଷ୍ଟମ୍, "ଯେଉଁଲୋକ ଜୀବନର ମୂଲ୍ୟ ବୁଝିଛି, ତା' ପକ୍ଷରେତ ଏଗୁଡିକ ଆଦୌ ଶୋଭାପାଏ ନାହିଁ ।" ଆର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ପ୍ରଗତିଶୀଳ ବ୍ୟକ୍ତି । ତେଣୁ ଯୁଦ୍ଧ କ୍ଷେତ୍ରରେ, ଅର୍ଜୁନଙ୍କର ଏହି ନିରାଶାଜନକ ବ୍ୟବହାରକୁ ଅନାର୍ଯ୍ୟ ବୋଲି କିହାଯାଉଛି । ଆର୍ଯ୍ୟ, ଆର୍ଯ୍ୟ ସଭ୍ୟତା ଅନୁସାରେ ଯାହା ଭଗବଦ୍ ଗୀତାରେ ବର୍ଣ୍ଣିତ, ପରମ ପୁରୁଷ ଭଗବାନ୍ ଚାରୋଟି ବିଭାଗ ରଚନା କରିଛନ୍ତି । ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଧର୍ମମ୍ ତୁ ସାକ୍ଷାତ ଭଗବଦ୍ ପ୍ରଣୀତମ୍ ([[Vanisource:SB 6.3.19|SB 6.3.19]]) । ଯେକୌଣସି ସୁବ୍ୟବସ୍ଥିତ ଧାର୍ମିକ ପ୍ରକ୍ରିୟା ମାନେ ଆମେ ବୁଝିବାକୁ ହେବ ଯେ ଏହା ଭଗବାନ୍ ଙ୍କ ଦ୍ଵାରା ଦିଆଯାଇଛି । ମନୁଷ୍ୟ କୌଣସି ଧାର୍ମିକ ବ୍ୟବସ୍ଥା ପ୍ରସ୍ତୁତ କରିପାରିବ ନାହିଁ । ତେଣୁ ଏହି ଆର୍ଯ୍ୟ ପ୍ରଣାଳୀ, ସୁବ୍ୟବସ୍ଥିତ ପ୍ରଣାଳୀ ଅଟେ, ଚତୁର୍ବଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ([[Vanisource:BG 4.13 (1972)|BG 4.13]]) । କୃଷ୍ଣ କହୁଛନ୍ତି, "ସାମାଜିକ ବ୍ୟବସ୍ଥାର ସୁପରିଚାଳନ ପାଇଁ ମୁଁ ଏହାକୁ ରଚନା କରିଛି ।" ବ୍ରାହ୍ମଣ, କ୍ଷତ୍ରିୟ, ବୌଶ୍ୟ, ଶୂଦ୍ର । ତେଣୁ ଅର୍ଜୁନ କ୍ଷତ୍ରିୟ ପରିବାରରୁ ଥିଲେ । ସେଥିପାଇଁ ତାଙ୍କର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧପ୍ରତି ଅନିଚ୍ଛା ଅନାର୍ଯ୍ୟର ଲକ୍ଷଣ ଅଟେ । ରାଜପରିବାର ଅହିଂସା ହେବା, ଭଲ ନୁହେଁ । ଯେବେ କ୍ଷତ୍ରିୟମାନେ, ଯୁଦ୍ଧକ୍ଷେତ୍ରରେ ଲଢେଇକରନ୍ତି, ହତ୍ୟା ତାଙ୍କ ପାଇଁ ପାପ ନୁହେଁ । ସେହିପରି, ବ୍ରାହ୍ମଣ ଯେବେ, ସେ ବଳି ଦିଅନ୍ତି, ବେଳେବେଳେ ପଶୁବଳି ଦିଅନ୍ତି, ତାହା ମାନେ ନୁହଁ ଯେ ସେ ପାପ କରୁଛନ୍ତି । ଏହି ପଶୁବଳି ପଶୁଙ୍କୁ ଖାଇବା ପାଇଁ ନୁହେଁ । ଏହା ବୈଦିକ ମନ୍ତ୍ର ପରିକ୍ଷଣ ପାଇଁ ଥିଲା ଯେ ଯେଉଁ ବ୍ରାହ୍ମଣ ଯଜ୍ଞ କରୁଥିଲେ, ସେ ଠିକ୍ ଭାବରେରେ ମନ୍ତ୍ର ଜପୁ ଥିଲେ କି ନାହିଁ, ତାହା ପଶୁବଳି ଦେଇ ପରୀକ୍ଷା କରାଯାଉଥିଲା ଏବଂ ପୁନର୍ବାର ସେ ପଶୁକୁ ନୁଆ ଜୀବନ ଦିଆଯାଉଥିଲା । ଏହା ପଶୁବଳି ଥିଲା । କେବେ କେବେ ଘୋଡାଙ୍କୁ, ଆଉ କେବେ କେବେ ଗାଈଙ୍କୁ ବଳି ଦିଆଯାଉଥିଲା । କିନ୍ତୁ ଏହି ଯୁଗରେ, କଳିଯୁଗରେ, ପଶୁବଳି ନିଷେଧ ଅଟେ କାରଣ ଏପରି କୌଣସି ଯଜ୍ଞିକ ବ୍ରାହ୍ମଣ ନାହାଁନ୍ତି । ସମସ୍ତ ପ୍ରକାରର ବଳିଦାନ ଏହି ଯୁଗରେ ନିଷେଧ କରାଯାଇଛି । | ||
:ଅଶ୍ଵମେଧଂ ଗୱାଲମ୍ଭଂ | :ଅଶ୍ଵମେଧଂ ଗୱାଲମ୍ଭଂ |
Latest revision as of 15:27, 16 October 2018
Lecture on BG 2.2-6 -- Ahmedabad, December 11, 1972 ଆନାର୍ଯ୍ୟଜୁଷ୍ଟମ୍, "ଯେଉଁଲୋକ ଜୀବନର ମୂଲ୍ୟ ବୁଝିଛି, ତା' ପକ୍ଷରେତ ଏଗୁଡିକ ଆଦୌ ଶୋଭାପାଏ ନାହିଁ ।" ଆର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ପ୍ରଗତିଶୀଳ ବ୍ୟକ୍ତି । ତେଣୁ ଯୁଦ୍ଧ କ୍ଷେତ୍ରରେ, ଅର୍ଜୁନଙ୍କର ଏହି ନିରାଶାଜନକ ବ୍ୟବହାରକୁ ଅନାର୍ଯ୍ୟ ବୋଲି କିହାଯାଉଛି । ଆର୍ଯ୍ୟ, ଆର୍ଯ୍ୟ ସଭ୍ୟତା ଅନୁସାରେ ଯାହା ଭଗବଦ୍ ଗୀତାରେ ବର୍ଣ୍ଣିତ, ପରମ ପୁରୁଷ ଭଗବାନ୍ ଚାରୋଟି ବିଭାଗ ରଚନା କରିଛନ୍ତି । ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଧର୍ମମ୍ ତୁ ସାକ୍ଷାତ ଭଗବଦ୍ ପ୍ରଣୀତମ୍ (SB 6.3.19) । ଯେକୌଣସି ସୁବ୍ୟବସ୍ଥିତ ଧାର୍ମିକ ପ୍ରକ୍ରିୟା ମାନେ ଆମେ ବୁଝିବାକୁ ହେବ ଯେ ଏହା ଭଗବାନ୍ ଙ୍କ ଦ୍ଵାରା ଦିଆଯାଇଛି । ମନୁଷ୍ୟ କୌଣସି ଧାର୍ମିକ ବ୍ୟବସ୍ଥା ପ୍ରସ୍ତୁତ କରିପାରିବ ନାହିଁ । ତେଣୁ ଏହି ଆର୍ଯ୍ୟ ପ୍ରଣାଳୀ, ସୁବ୍ୟବସ୍ଥିତ ପ୍ରଣାଳୀ ଅଟେ, ଚତୁର୍ବଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (BG 4.13) । କୃଷ୍ଣ କହୁଛନ୍ତି, "ସାମାଜିକ ବ୍ୟବସ୍ଥାର ସୁପରିଚାଳନ ପାଇଁ ମୁଁ ଏହାକୁ ରଚନା କରିଛି ।" ବ୍ରାହ୍ମଣ, କ୍ଷତ୍ରିୟ, ବୌଶ୍ୟ, ଶୂଦ୍ର । ତେଣୁ ଅର୍ଜୁନ କ୍ଷତ୍ରିୟ ପରିବାରରୁ ଥିଲେ । ସେଥିପାଇଁ ତାଙ୍କର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧପ୍ରତି ଅନିଚ୍ଛା ଅନାର୍ଯ୍ୟର ଲକ୍ଷଣ ଅଟେ । ରାଜପରିବାର ଅହିଂସା ହେବା, ଭଲ ନୁହେଁ । ଯେବେ କ୍ଷତ୍ରିୟମାନେ, ଯୁଦ୍ଧକ୍ଷେତ୍ରରେ ଲଢେଇକରନ୍ତି, ହତ୍ୟା ତାଙ୍କ ପାଇଁ ପାପ ନୁହେଁ । ସେହିପରି, ବ୍ରାହ୍ମଣ ଯେବେ, ସେ ବଳି ଦିଅନ୍ତି, ବେଳେବେଳେ ପଶୁବଳି ଦିଅନ୍ତି, ତାହା ମାନେ ନୁହଁ ଯେ ସେ ପାପ କରୁଛନ୍ତି । ଏହି ପଶୁବଳି ପଶୁଙ୍କୁ ଖାଇବା ପାଇଁ ନୁହେଁ । ଏହା ବୈଦିକ ମନ୍ତ୍ର ପରିକ୍ଷଣ ପାଇଁ ଥିଲା ଯେ ଯେଉଁ ବ୍ରାହ୍ମଣ ଯଜ୍ଞ କରୁଥିଲେ, ସେ ଠିକ୍ ଭାବରେରେ ମନ୍ତ୍ର ଜପୁ ଥିଲେ କି ନାହିଁ, ତାହା ପଶୁବଳି ଦେଇ ପରୀକ୍ଷା କରାଯାଉଥିଲା ଏବଂ ପୁନର୍ବାର ସେ ପଶୁକୁ ନୁଆ ଜୀବନ ଦିଆଯାଉଥିଲା । ଏହା ପଶୁବଳି ଥିଲା । କେବେ କେବେ ଘୋଡାଙ୍କୁ, ଆଉ କେବେ କେବେ ଗାଈଙ୍କୁ ବଳି ଦିଆଯାଉଥିଲା । କିନ୍ତୁ ଏହି ଯୁଗରେ, କଳିଯୁଗରେ, ପଶୁବଳି ନିଷେଧ ଅଟେ କାରଣ ଏପରି କୌଣସି ଯଜ୍ଞିକ ବ୍ରାହ୍ମଣ ନାହାଁନ୍ତି । ସମସ୍ତ ପ୍ରକାରର ବଳିଦାନ ଏହି ଯୁଗରେ ନିଷେଧ କରାଯାଇଛି ।
- ଅଶ୍ଵମେଧଂ ଗୱାଲମ୍ଭଂ
- ସନ୍ୟାସଂ ପଲ-ପୈତୃକମ୍
- ଦେବରେଣ ସୁତୋପ୍ତନ୍ତିଂ
- କଲୌ ପଞ୍ଚ ବିବର୍ଜୟେତ
- (CC Adi 17.164)
ଅଶ୍ଵମେଧ ଯଜ୍ଞ, ଗୋମେଧ ଯଜ୍ଞ, ସନ୍ୟାସ, ଏବଂ ଦିଅରଙ୍କ ଦ୍ଵାରା ଶିଶୁ ପ୍ରାପ୍ତ କରିବା, ସ୍ଵାମୀଙ୍କର ସାନ ଭାଇ, ଏହି ଯୁଗରେ ଏସବୁ ନିଷେଧ ।