OR/Prabhupada 0158 - ମାତୃ ହତ୍ୟାକାରି ସଭ୍ୟତା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0158 - in all Languages Category:OR-Quotes - 1973 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in Sweden]] | [[Category:OR-Quotes - in Sweden]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0157 - ଯେପର୍ଯ୍ୟନ୍ତ ତୁମର ହୃଦୟ ପରିଷ୍କାର ହୋଇ ନାହିଁ, ତୁମେ ବୁଝିପାରିବ ନାହିଁ ହରି କିଏ|0157|OR/Prabhupada 0159 - କିପରି କଠିନ ପରିଶ୍ରମ କରିବ ସେହି ଶିକ୍ଷା ଲୋକମାନଙ୍କୁ ଦେବା ପାଇଁ ବଡ଼, ବଡ଼ ଯୋଯନା କରାଯାଉଛି|0159}} | {{1080 videos navigation - All Languages|Oriya|OR/Prabhupada 0157 - ଯେପର୍ଯ୍ୟନ୍ତ ତୁମର ହୃଦୟ ପରିଷ୍କାର ହୋଇ ନାହିଁ, ତୁମେ ବୁଝିପାରିବ ନାହିଁ ହରି କିଏ|0157|OR/Prabhupada 0159 - କିପରି କଠିନ ପରିଶ୍ରମ କରିବ ସେହି ଶିକ୍ଷା ଲୋକମାନଙ୍କୁ ଦେବା ପାଇଁ ବଡ଼, ବଡ଼ ଯୋଯନା କରାଯାଉଛି|0159}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|3dMuBmOm1RI|ମାତୃ ହତ୍ୟାକାରି ସଭ୍ୟତା<br/>- Prabhupāda 0158}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 29: | Line 29: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ନୁନମ୍ ପ୍ରମତ୍ତଃ କୁରୁତେ ବିକର୍ମ ([[Vanisource:SB 5.5.4|SB 5.5.4]]) । ବିକର୍ମ ଅର୍ଥାତ୍ ନିଷିଦ୍ଧ, ଅପରାଧିକ କାର୍ଯ୍ୟକଳାପ । ତନି ପ୍ରକାରର କାର୍ଯ୍ୟକଳାପ ଅଛି: କର୍ମ, ବିକର୍ମ, ଅକର୍ମ । କର୍ମ ଅର୍ଥାତ ନିର୍ଦ୍ଧାରିତ କର୍ତ୍ତବ୍ୟ । ତାହା ହେଉଛି କର୍ମ । ଯେପରିକି ସ୍ଵକର୍ମଣା । ଭଗବଦ୍ ଗୀତାରେ: ସ୍ଵକର୍ମଣା ତମଭ୍ୟର୍ଚ୍ୟ ([[Vanisource:BG 18.46|BG 18.46]]) । ସମସ୍ତଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ଅଛି । ସେହି ବୈଜ୍ଞାନିକ ବୁଝାମଣା କାହିଁ ? ଏପରି ହେବା ଉଚିତ୍...ଯେପରି ମୁଁ ଅନ୍ୟ ଏକ ଦିନ କହୁଥିଲି, ମାନବ ସଭ୍ୟତାର ବୈଜ୍ଞାନିକ ବିଭାଜନ । ଅତି ବୁଦ୍ଧିମାନ ଶ୍ରେଣୀର ଲୋକମାନେ, ସେମାନେ ବ୍ରାହ୍ମଣ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ, ଟିକିଏ କମ ବୁଦ୍ଧିମାନ, ସେମାନେ ପ୍ରଶାସକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ ବୁଦ୍ଧିମାନ, ସେମାନେ ବ୍ୟବସାୟୀ, କୃଷକ ଏବଂ ଗୋ ରକ୍ଷକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । ଅର୍ଥନୈତିକ ଉନ୍ନତି ପାଇଁ ଗୋ ରକ୍ଷା ଆବଶ୍ୟକ, କିନ୍ତୁ ଏହି ଦୁର୍ଜନମାନେ ଜାଣି ନାହାଁନ୍ତି । ଅର୍ଥନୈତିକ ଉନ୍ନତି ବର୍ତ୍ତମାନ ହେଉଛି ଗୋ ହତ୍ୟା । ଟିକିଏ ଦେଖ, ଦୁର୍ଜନ ସଭ୍ୟାତା । ଦୁଃଖ କର ନାହିଁ । ଏହା ହେଉଛି ଶାସ୍ତ୍ର । ଭାବନାହିଁ ଯେ ମୁଁ ପଶ୍ଚିମୀ ସଭ୍ୟତାର ସମାଲୋଚନା କରୁଛି । ଶାସ୍ତ୍ର ଏହା କହୁଛି । ଅତି ଅନୁଭବି । | ନୁନମ୍ ପ୍ରମତ୍ତଃ କୁରୁତେ ବିକର୍ମ ([[Vanisource:SB 5.5.4|SB 5.5.4]]) । ବିକର୍ମ ଅର୍ଥାତ୍ ନିଷିଦ୍ଧ, ଅପରାଧିକ କାର୍ଯ୍ୟକଳାପ । ତନି ପ୍ରକାରର କାର୍ଯ୍ୟକଳାପ ଅଛି: କର୍ମ, ବିକର୍ମ, ଅକର୍ମ । କର୍ମ ଅର୍ଥାତ ନିର୍ଦ୍ଧାରିତ କର୍ତ୍ତବ୍ୟ । ତାହା ହେଉଛି କର୍ମ । ଯେପରିକି ସ୍ଵକର୍ମଣା । ଭଗବଦ୍ ଗୀତାରେ: ସ୍ଵକର୍ମଣା ତମଭ୍ୟର୍ଚ୍ୟ ([[Vanisource:BG 18.46 (1972)|BG 18.46]]) । ସମସ୍ତଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ଅଛି । ସେହି ବୈଜ୍ଞାନିକ ବୁଝାମଣା କାହିଁ ? ଏପରି ହେବା ଉଚିତ୍...ଯେପରି ମୁଁ ଅନ୍ୟ ଏକ ଦିନ କହୁଥିଲି, ମାନବ ସଭ୍ୟତାର ବୈଜ୍ଞାନିକ ବିଭାଜନ । ଅତି ବୁଦ୍ଧିମାନ ଶ୍ରେଣୀର ଲୋକମାନେ, ସେମାନେ ବ୍ରାହ୍ମଣ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ, ଟିକିଏ କମ ବୁଦ୍ଧିମାନ, ସେମାନେ ପ୍ରଶାସକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ ବୁଦ୍ଧିମାନ, ସେମାନେ ବ୍ୟବସାୟୀ, କୃଷକ ଏବଂ ଗୋ ରକ୍ଷକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । ଅର୍ଥନୈତିକ ଉନ୍ନତି ପାଇଁ ଗୋ ରକ୍ଷା ଆବଶ୍ୟକ, କିନ୍ତୁ ଏହି ଦୁର୍ଜନମାନେ ଜାଣି ନାହାଁନ୍ତି । ଅର୍ଥନୈତିକ ଉନ୍ନତି ବର୍ତ୍ତମାନ ହେଉଛି ଗୋ ହତ୍ୟା । ଟିକିଏ ଦେଖ, ଦୁର୍ଜନ ସଭ୍ୟାତା । ଦୁଃଖ କର ନାହିଁ । ଏହା ହେଉଛି ଶାସ୍ତ୍ର । ଭାବନାହିଁ ଯେ ମୁଁ ପଶ୍ଚିମୀ ସଭ୍ୟତାର ସମାଲୋଚନା କରୁଛି । ଶାସ୍ତ୍ର ଏହା କହୁଛି । ଅତି ଅନୁଭବି । | ||
ତେବେ ବହୁତ ସାରା ଅର୍ଥନୈତିକ ଉନ୍ନତିର ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଗୋ ରକ୍ଷା ହେଉଛି ଅର୍ଥନୈତିକ ଉନ୍ନତିର ଏକ ଅଂଶ । ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବନ୍ତି ଗୋ ହତ୍ୟା ଭାରି ଭଲ । ଠିକ୍ ବିପରୀତ । ସେଥିପାଇଁ କୁରୁତେ ବିକର୍ମ । କେବଳ ଜିଭର ଅଳ୍ପ ସନ୍ତୁଷ୍ଟି ପାଇଁ । ସେହି ଲାଭ ତୁମେ କ୍ଷୀରରୁ ପାଇପାରିବ, କିନ୍ତୁ କାରଣ ସେମାନେ ଦୁର୍ଜନ, ପାଗଳବ୍ୟକ୍ତି, ସେମାନେ ଭାବନ୍ତି ଯେ ଗାଈକୁ ଖାଇବା ଏବଂ ରକ୍ତ ପିଇବା କ୍ଷୀର ପିଇବା ଠାରୁ ଭଲ । କ୍ଷୀର କିଛି ନୁହେଁ କିନ୍ତୁ ରକ୍ତର ପରିବର୍ତ୍ତନ, ସମସ୍ତେ ଜାଣିଛନ୍ତି । ସମସ୍ତେ ଜାଣିଛନ୍ତି । ଯେପରି ମନୁଷ୍ୟ, ମା ପରି, ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ... ପିଲା ଜନ୍ମ ହେବା ପୂର୍ବରୁ, ତୁମେ ମା'ର ସ୍ତନରେ କ୍ଷୀରର ଏକ ବୁନ୍ଦା ପାଇବ ନାହିଁ । ଦେଖ । ଏକ ଯୁବତୀର ସ୍ତନରେ କୌଣସି କ୍ଷୀର ନ ଥାଏ । କିନ୍ତୁ ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ କ୍ଷୀର ବାହାରେ । ତୂରନ୍ତ, ସ୍ଵତଃ । ଏହା ହେଉଛି ଭଗବାନଙ୍କର ବ୍ୟବସ୍ଥା । କାରଣ ପିଲାକୁ ଖାଦ୍ୟ ଆବଶ୍ୟକ । ଭଗବାନଙ୍କ ବ୍ୟବସ୍ଥା ଅମେ ଦେଖୁଛୁ । ତଥାପି, ଆମେ ଅର୍ଥନୈତିକ ଉନ୍ନତି ପାଇଁ ଚେଷ୍ଟା କରୁଛୁ । ଯଦି ଏକ ପିଲା ଜନ୍ମ ହୁଏ ଏବଂ ଭଗବାନଙ୍କର ଆର୍ଥିକ ବ୍ୟବସ୍ଥା ଏତେ ଭଲ, ପ୍ରକୃତିର ଆର୍ଥିକ କାର୍ଯ୍ୟକ୍ରମ, ଯେ ତୂରନ୍ତ ମା କ୍ଷୀର ସହିତ ପ୍ରସ୍ତୁତ... ଏହା ହେଉଛି ଆର୍ଥନୈତିକ ଉନ୍ନତି । ତେଣୁ ସେହି ସମାନ କ୍ଷୀର ଗାଈ ଦ୍ଵାରା ଯୋଗାଇ ଦିଆଯାଉଛି । ସେ ହେଉଛି ବାସ୍ତବରେ ମା, ଏବଂ ଏହି ଦୁର୍ଜନ ସଭ୍ୟତା ମା'ର ହତ୍ୟା କରୁଛି । ମାତୃ ହତ୍ୟାକାରି ସଭ୍ୟତା । ଟିକିଏ ଦେଖ । ତୁମେ ତୁମ ଜୀବନର ପ୍ରାରମ୍ଭ ମା'ର ସ୍ତନ୍ୟପାନ କରି କରୁଛ , ଏବଂ ଯେତେବେଳେ ସେ ବୃଦ୍ଧ ହୋଇଯାଏ ଯଦି ତୁମେ ଭାବିବ, "ମା ହେଉଛି ଅଦରକାରି ବୋଝ । ତାହର ବେକ କାଟ," ଏହା ସଭ୍ୟତା କି ? | ତେବେ ବହୁତ ସାରା ଅର୍ଥନୈତିକ ଉନ୍ନତିର ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଗୋ ରକ୍ଷା ହେଉଛି ଅର୍ଥନୈତିକ ଉନ୍ନତିର ଏକ ଅଂଶ । ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବନ୍ତି ଗୋ ହତ୍ୟା ଭାରି ଭଲ । ଠିକ୍ ବିପରୀତ । ସେଥିପାଇଁ କୁରୁତେ ବିକର୍ମ । କେବଳ ଜିଭର ଅଳ୍ପ ସନ୍ତୁଷ୍ଟି ପାଇଁ । ସେହି ଲାଭ ତୁମେ କ୍ଷୀରରୁ ପାଇପାରିବ, କିନ୍ତୁ କାରଣ ସେମାନେ ଦୁର୍ଜନ, ପାଗଳବ୍ୟକ୍ତି, ସେମାନେ ଭାବନ୍ତି ଯେ ଗାଈକୁ ଖାଇବା ଏବଂ ରକ୍ତ ପିଇବା କ୍ଷୀର ପିଇବା ଠାରୁ ଭଲ । କ୍ଷୀର କିଛି ନୁହେଁ କିନ୍ତୁ ରକ୍ତର ପରିବର୍ତ୍ତନ, ସମସ୍ତେ ଜାଣିଛନ୍ତି । ସମସ୍ତେ ଜାଣିଛନ୍ତି । ଯେପରି ମନୁଷ୍ୟ, ମା ପରି, ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ... ପିଲା ଜନ୍ମ ହେବା ପୂର୍ବରୁ, ତୁମେ ମା'ର ସ୍ତନରେ କ୍ଷୀରର ଏକ ବୁନ୍ଦା ପାଇବ ନାହିଁ । ଦେଖ । ଏକ ଯୁବତୀର ସ୍ତନରେ କୌଣସି କ୍ଷୀର ନ ଥାଏ । କିନ୍ତୁ ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ କ୍ଷୀର ବାହାରେ । ତୂରନ୍ତ, ସ୍ଵତଃ । ଏହା ହେଉଛି ଭଗବାନଙ୍କର ବ୍ୟବସ୍ଥା । କାରଣ ପିଲାକୁ ଖାଦ୍ୟ ଆବଶ୍ୟକ । ଭଗବାନଙ୍କ ବ୍ୟବସ୍ଥା ଅମେ ଦେଖୁଛୁ । ତଥାପି, ଆମେ ଅର୍ଥନୈତିକ ଉନ୍ନତି ପାଇଁ ଚେଷ୍ଟା କରୁଛୁ । ଯଦି ଏକ ପିଲା ଜନ୍ମ ହୁଏ ଏବଂ ଭଗବାନଙ୍କର ଆର୍ଥିକ ବ୍ୟବସ୍ଥା ଏତେ ଭଲ, ପ୍ରକୃତିର ଆର୍ଥିକ କାର୍ଯ୍ୟକ୍ରମ, ଯେ ତୂରନ୍ତ ମା କ୍ଷୀର ସହିତ ପ୍ରସ୍ତୁତ... ଏହା ହେଉଛି ଆର୍ଥନୈତିକ ଉନ୍ନତି । ତେଣୁ ସେହି ସମାନ କ୍ଷୀର ଗାଈ ଦ୍ଵାରା ଯୋଗାଇ ଦିଆଯାଉଛି । ସେ ହେଉଛି ବାସ୍ତବରେ ମା, ଏବଂ ଏହି ଦୁର୍ଜନ ସଭ୍ୟତା ମା'ର ହତ୍ୟା କରୁଛି । ମାତୃ ହତ୍ୟାକାରି ସଭ୍ୟତା । ଟିକିଏ ଦେଖ । ତୁମେ ତୁମ ଜୀବନର ପ୍ରାରମ୍ଭ ମା'ର ସ୍ତନ୍ୟପାନ କରି କରୁଛ , ଏବଂ ଯେତେବେଳେ ସେ ବୃଦ୍ଧ ହୋଇଯାଏ ଯଦି ତୁମେ ଭାବିବ, "ମା ହେଉଛି ଅଦରକାରି ବୋଝ । ତାହର ବେକ କାଟ," ଏହା ସଭ୍ୟତା କି ? | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:39, 1 October 2020
Lecture on SB 5.5.3 -- Stockholm, September 9, 1973
ନୁନମ୍ ପ୍ରମତ୍ତଃ କୁରୁତେ ବିକର୍ମ (SB 5.5.4) । ବିକର୍ମ ଅର୍ଥାତ୍ ନିଷିଦ୍ଧ, ଅପରାଧିକ କାର୍ଯ୍ୟକଳାପ । ତନି ପ୍ରକାରର କାର୍ଯ୍ୟକଳାପ ଅଛି: କର୍ମ, ବିକର୍ମ, ଅକର୍ମ । କର୍ମ ଅର୍ଥାତ ନିର୍ଦ୍ଧାରିତ କର୍ତ୍ତବ୍ୟ । ତାହା ହେଉଛି କର୍ମ । ଯେପରିକି ସ୍ଵକର୍ମଣା । ଭଗବଦ୍ ଗୀତାରେ: ସ୍ଵକର୍ମଣା ତମଭ୍ୟର୍ଚ୍ୟ (BG 18.46) । ସମସ୍ତଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ଅଛି । ସେହି ବୈଜ୍ଞାନିକ ବୁଝାମଣା କାହିଁ ? ଏପରି ହେବା ଉଚିତ୍...ଯେପରି ମୁଁ ଅନ୍ୟ ଏକ ଦିନ କହୁଥିଲି, ମାନବ ସଭ୍ୟତାର ବୈଜ୍ଞାନିକ ବିଭାଜନ । ଅତି ବୁଦ୍ଧିମାନ ଶ୍ରେଣୀର ଲୋକମାନେ, ସେମାନେ ବ୍ରାହ୍ମଣ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ, ଟିକିଏ କମ ବୁଦ୍ଧିମାନ, ସେମାନେ ପ୍ରଶାସକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ ବୁଦ୍ଧିମାନ, ସେମାନେ ବ୍ୟବସାୟୀ, କୃଷକ ଏବଂ ଗୋ ରକ୍ଷକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । ଅର୍ଥନୈତିକ ଉନ୍ନତି ପାଇଁ ଗୋ ରକ୍ଷା ଆବଶ୍ୟକ, କିନ୍ତୁ ଏହି ଦୁର୍ଜନମାନେ ଜାଣି ନାହାଁନ୍ତି । ଅର୍ଥନୈତିକ ଉନ୍ନତି ବର୍ତ୍ତମାନ ହେଉଛି ଗୋ ହତ୍ୟା । ଟିକିଏ ଦେଖ, ଦୁର୍ଜନ ସଭ୍ୟାତା । ଦୁଃଖ କର ନାହିଁ । ଏହା ହେଉଛି ଶାସ୍ତ୍ର । ଭାବନାହିଁ ଯେ ମୁଁ ପଶ୍ଚିମୀ ସଭ୍ୟତାର ସମାଲୋଚନା କରୁଛି । ଶାସ୍ତ୍ର ଏହା କହୁଛି । ଅତି ଅନୁଭବି ।
ତେବେ ବହୁତ ସାରା ଅର୍ଥନୈତିକ ଉନ୍ନତିର ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଗୋ ରକ୍ଷା ହେଉଛି ଅର୍ଥନୈତିକ ଉନ୍ନତିର ଏକ ଅଂଶ । ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବନ୍ତି ଗୋ ହତ୍ୟା ଭାରି ଭଲ । ଠିକ୍ ବିପରୀତ । ସେଥିପାଇଁ କୁରୁତେ ବିକର୍ମ । କେବଳ ଜିଭର ଅଳ୍ପ ସନ୍ତୁଷ୍ଟି ପାଇଁ । ସେହି ଲାଭ ତୁମେ କ୍ଷୀରରୁ ପାଇପାରିବ, କିନ୍ତୁ କାରଣ ସେମାନେ ଦୁର୍ଜନ, ପାଗଳବ୍ୟକ୍ତି, ସେମାନେ ଭାବନ୍ତି ଯେ ଗାଈକୁ ଖାଇବା ଏବଂ ରକ୍ତ ପିଇବା କ୍ଷୀର ପିଇବା ଠାରୁ ଭଲ । କ୍ଷୀର କିଛି ନୁହେଁ କିନ୍ତୁ ରକ୍ତର ପରିବର୍ତ୍ତନ, ସମସ୍ତେ ଜାଣିଛନ୍ତି । ସମସ୍ତେ ଜାଣିଛନ୍ତି । ଯେପରି ମନୁଷ୍ୟ, ମା ପରି, ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ... ପିଲା ଜନ୍ମ ହେବା ପୂର୍ବରୁ, ତୁମେ ମା'ର ସ୍ତନରେ କ୍ଷୀରର ଏକ ବୁନ୍ଦା ପାଇବ ନାହିଁ । ଦେଖ । ଏକ ଯୁବତୀର ସ୍ତନରେ କୌଣସି କ୍ଷୀର ନ ଥାଏ । କିନ୍ତୁ ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ କ୍ଷୀର ବାହାରେ । ତୂରନ୍ତ, ସ୍ଵତଃ । ଏହା ହେଉଛି ଭଗବାନଙ୍କର ବ୍ୟବସ୍ଥା । କାରଣ ପିଲାକୁ ଖାଦ୍ୟ ଆବଶ୍ୟକ । ଭଗବାନଙ୍କ ବ୍ୟବସ୍ଥା ଅମେ ଦେଖୁଛୁ । ତଥାପି, ଆମେ ଅର୍ଥନୈତିକ ଉନ୍ନତି ପାଇଁ ଚେଷ୍ଟା କରୁଛୁ । ଯଦି ଏକ ପିଲା ଜନ୍ମ ହୁଏ ଏବଂ ଭଗବାନଙ୍କର ଆର୍ଥିକ ବ୍ୟବସ୍ଥା ଏତେ ଭଲ, ପ୍ରକୃତିର ଆର୍ଥିକ କାର୍ଯ୍ୟକ୍ରମ, ଯେ ତୂରନ୍ତ ମା କ୍ଷୀର ସହିତ ପ୍ରସ୍ତୁତ... ଏହା ହେଉଛି ଆର୍ଥନୈତିକ ଉନ୍ନତି । ତେଣୁ ସେହି ସମାନ କ୍ଷୀର ଗାଈ ଦ୍ଵାରା ଯୋଗାଇ ଦିଆଯାଉଛି । ସେ ହେଉଛି ବାସ୍ତବରେ ମା, ଏବଂ ଏହି ଦୁର୍ଜନ ସଭ୍ୟତା ମା'ର ହତ୍ୟା କରୁଛି । ମାତୃ ହତ୍ୟାକାରି ସଭ୍ୟତା । ଟିକିଏ ଦେଖ । ତୁମେ ତୁମ ଜୀବନର ପ୍ରାରମ୍ଭ ମା'ର ସ୍ତନ୍ୟପାନ କରି କରୁଛ , ଏବଂ ଯେତେବେଳେ ସେ ବୃଦ୍ଧ ହୋଇଯାଏ ଯଦି ତୁମେ ଭାବିବ, "ମା ହେଉଛି ଅଦରକାରି ବୋଝ । ତାହର ବେକ କାଟ," ଏହା ସଭ୍ୟତା କି ?