OR/Prabhupada 0703 - ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0703 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Pages - Yoga System]]
[[Category:Oriya Pages - Yoga System]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0678 - ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ|0678|OR/Prabhupada 0711 - ଯାହା ତୁମେ ଆରମ୍ଭ କରିଛ, ଏହାକୁ ଭାଙ୍ଗ ନାହିଁ - ଏହାକୁ ପ୍ରସନ୍ନତା ପୂର୍ବକ ଜାରି ରଖ|0711}}
{{1080 videos navigation - All Languages|Oriya|OR/Prabhupada 0678 - ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ|0678|OR/Prabhupada 0711 - ଯାହା ତୁମେ ଆରମ୍ଭ କରିଛ, ଏହାକୁ ଭାଙ୍ଗ ନାହିଁ - ଏହାକୁ ପ୍ରସନ୍ନତା ପୂର୍ବକ ଜାରି ରଖ|0711}}
<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|ECGjMAAVLKk|ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି<br />- Prabhupāda 0703}}
{{youtube_right|lAkXSH7Jydk|ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି<br />- Prabhupāda 0703}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



Lecture on BG 6.46-47 -- Los Angeles, February 21, 1969

ଭକ୍ତ: ପ୍ରଭୁପାଦ? ସମାଧି ଯାହା ଅଷ୍ଟାଙ୍ଗ ଯୋଗ ପ୍ରଣାଳୀର ପୂର୍ଣ୍ଣତା ତାହା ଭକ୍ତି ଯୋଗ ପ୍ରଣାଳୀ ସହିତ ସମାନ କି?

ପ୍ରଭୁପାଦ: ହଁ, ସମାଧି ଅର୍ଥାତ୍ ମନକୁ ବିଷ୍ଣୁଙ୍କ ଉପରେ ଧ୍ୟାନ ମଗ୍ନ କରିବା । ତାହା ହେଉଛି ସମାଧି । ତେବେ ତୁମେ ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି ।(ବିରାମ) କୌଣସି ପ୍ରଶ୍ନ? ସେ ପଚାରିବେ । ଠିକ୍ ଅଛି ।

ଯୁବକ: ସ୍ଵାମୀଜୀ? ଆପଣ କହିଥିଲେ ଯେ, ଯେତେବେଳେ ତୁମେ ଅଧିକ ଖାଇବ ତେବେ ତୁମକୁ ବେତନ ଦେବାକୁ ପଡ଼ିବ । କିନ୍ତୁ ଭକ୍ତମାନଙ୍କ ବିଷୟରେ କ'ଣ? କ'ଣ ହେବ ଯେତେବେଳେ ସେମାନେ ଅଧିକ ପ୍ରସାଦ ଖାଇବେ?

ପ୍ରଭୁପାଦ: ତୁମେ ଅଧିକ ଖାଇବାକୁ ଚାହୁଁଛ କି?

ଯୁବକ: ମୁଁ କେବଳ ଜାଣିବାକୁ ଚାହୁଁଛି କିପରି...

ପ୍ରଭୁପାଦ: ତୁମେ ଭାବୁଛ କି ତୁମେ ଅଧିକ ଖାଉଛ? ତେବେ ତୁମେ ଅଧିକ ଖାଇପାର ।

ଯୁବକ: ମୁଁ ଭାବୁଥିଲି ଯଦି ମୁଁ...

ପ୍ରଭୁପାଦ: ହଁ, ତୁମେ ଅଧିକ ଖାଇ ପାରିବ । ହଁ, ଏହା ଡ଼ାକ୍ତରୀ ପରାମର୍ଶ, ଯେ ଖାଇବାରେ ଦୁଇ ପ୍ରକାରର ଭୁଲ ଅଛି । ଅତ୍ୟଧିକ ଖାଇବା ଏବଂ କମ ଖାଇବା । ତେବେ କମ ଖାଇବା ଭୁଲଟି ବୃଦ୍ଧ ବ୍ୟକ୍ତି ମାନଙ୍କ ପାଇଁ ଅତି ଭଲ । ଏବଂ ଅଧିକ ଖାଇବା ଭୁଲଟି ଯୁବକ ମାନଙ୍କ ପାଇଁ, ତାହା ଭଲ । ତେବେ ତୁମେ ଅଧିକ ଖାଇ ପାରିବ । ମୁଁ ନୁହେଁ ।

ଯୁବକ: ତମାଳ ଏବଂ ବିଷ୍ଣୁଜନଙ୍କ ବିଷୟରେ କ'ଣ? (ହସ)

ପ୍ରଭୁପାଦ: ସେମାନେ କରି ପାରିବେ ନାହିଁ । ତୁମେ କରି ପାରିବ । ତୁମର ଯେତେ ଇଛା ସେତେ ଖାଇ ପାରିବ । ମାଗାଣା ସ୍ଵୀକୃତି ।(ହସ)