OR/680508b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680508 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680508|OR/680508c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680508c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680508LE-BOSTON_ND_01.mp3</mp3player>|"ତେଣୁ ପ୍ରକୃତ ଭୌତିକ ସମସ୍ୟା ହେଉଛି, ଜନ୍ମ-ମୃତ୍ୟ-ଜରା-ବ୍ୟାଧି  ଆମେ ଭୁଲି ଯାଇଛୁ ଯେ "ମୋ ମାଙ୍କ ପେଟରେ, ମୁଁ କେତେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିଲି।" । ଅବଶ୍ୟ, ଆମେ ଡାକ୍ତରୀ ବିଜ୍ଞାନର ବର୍ଣ୍ଣନାରୁ ଜାଣିପାରିବା କିମ୍ବା ଅନ୍ୟ କୌଣସି ବିଜ୍ଞାନରୁ, ପିଲାଟି ସେଠାରେ କିପରି ପ୍ୟାକ୍ ହୋଇଛି ଏବଂ ସେଠାରେ କେତେ ଯନ୍ତ୍ରଣା ଅଛି । କୃମି ପିଲାକୁ କାମୁଡ଼େ ଏବଂ ସେ ପ୍ରକାଶ କରିପାରିବ ନାହିଁ; ସେ ଯନ୍ତ୍ରଣା ଭୋଗେ । ସେହିଭଳି, ମା କିଛି ଖାଏ, ଏବଂ କଟୁ ସ୍ୱାଦ ମଧ୍ୟ ତାଙ୍କୁ ଯନ୍ତ୍ରଣା ଦେଇଥାଏ । ତେଣୁ ଏହି ବର୍ଣ୍ଣନାଗୁଡ଼ିକ ଶାସ୍ତ୍ରରେ, ଶାସ୍ତ୍ର ଏବଂ ପ୍ରାମାଣିକ ବୈଦିକ ସାହିତ୍ୟରେ ଅଛି, ଶିଶୁଟି କିପରି ମାତାର ପେଟରେ ଯନ୍ତ୍ରଣା ଭୋଗୁଛି । " |Vanisource:680508 - Lecture to Technology Students MIT - Boston|680508 - ପ୍ରବଚନ to Technology Students MIT - ବୋଷ୍ଟୋନ୍}}

Latest revision as of 00:16, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରକୃତ ଭୌତିକ ସମସ୍ୟା ହେଉଛି, ଜନ୍ମ-ମୃତ୍ୟ-ଜରା-ବ୍ୟାଧି ଆମେ ଭୁଲି ଯାଇଛୁ ଯେ "ମୋ ମାଙ୍କ ପେଟରେ, ମୁଁ କେତେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିଲି।" । ଅବଶ୍ୟ, ଆମେ ଡାକ୍ତରୀ ବିଜ୍ଞାନର ବର୍ଣ୍ଣନାରୁ ଜାଣିପାରିବା କିମ୍ବା ଅନ୍ୟ କୌଣସି ବିଜ୍ଞାନରୁ, ପିଲାଟି ସେଠାରେ କିପରି ପ୍ୟାକ୍ ହୋଇଛି ଏବଂ ସେଠାରେ କେତେ ଯନ୍ତ୍ରଣା ଅଛି । କୃମି ପିଲାକୁ କାମୁଡ଼େ ଏବଂ ସେ ପ୍ରକାଶ କରିପାରିବ ନାହିଁ; ସେ ଯନ୍ତ୍ରଣା ଭୋଗେ । ସେହିଭଳି, ମା କିଛି ଖାଏ, ଏବଂ କଟୁ ସ୍ୱାଦ ମଧ୍ୟ ତାଙ୍କୁ ଯନ୍ତ୍ରଣା ଦେଇଥାଏ । ତେଣୁ ଏହି ବର୍ଣ୍ଣନାଗୁଡ଼ିକ ଶାସ୍ତ୍ରରେ, ଶାସ୍ତ୍ର ଏବଂ ପ୍ରାମାଣିକ ବୈଦିକ ସାହିତ୍ୟରେ ଅଛି, ଶିଶୁଟି କିପରି ମାତାର ପେଟରେ ଯନ୍ତ୍ରଣା ଭୋଗୁଛି । "
680508 - ପ୍ରବଚନ to Technology Students MIT - ବୋଷ୍ଟୋନ୍