OR/680508 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯେପର୍ଯ୍ୟନ୍ତ ଜଣେ ଅତି ବୁଦ୍ଧିମାନ ନହୁଏ, ସେ ଭଗବାନ ସଚେତନ କିମ୍ବା କୃଷ୍ଣ ସଚେତନ ହୋଇପାରିବେ ନାହିଁ। ତେଣୁ ଏହି ଶବ୍ଦଟି ବ୍ୟବହୃତ ହୁଏ, ପ୍ରଜ୍ଞା। ପ୍ରଜ୍ଞାର ଅର୍ଥ ହେଉଛି ... ପ୍ରର ଅର୍ଥ ହେଉଛି ପ୍ରକୃଷ୍ଟ-ରୁପେନ, ବିଶେଷ ଭାବରେ। ଜ୍ଞା, ଜ୍ଞା ଅର୍ଥ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଭାଗବତ-ଧର୍ମ, ସେହି ଭାଗବତ-ଧର୍ମ କ’ଣ? ଯାହା ମୁଁ ପୂର୍ବରୁ ବ୍ୟାଖ୍ୟା କରିସାରିଛି। ପୁନର୍ବାର ଆମେ ପୁନରାବୃତ୍ତି କରିପାରିବା। ଭାଗବତ-ଧର୍ମର ଅର୍ଥ ହେଉଛି ଭଗବାନଙ୍କ ସହ ଆମର ହଜିଯାଇଥିବା ସମ୍ପର୍କକୁ ପୁନଃ ସ୍ଥାପିତ କରିବା। ଏହା ହେଉଛି ଭାଗବତ-ଧର୍ମ।" |
680508 - ପ୍ରବଚନ SB 07.06.01 - ବୋଷ୍ଟୋନ୍ |