OR/Prabhupada 0400 - ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମର ଭାବାର୍ଥ

Revision as of 09:14, 25 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0400 - in all Languages Category:OR-Quotes - Unknown Date Category:OR-Quot...")
(diff) ← Older revision | Latest revision (diff) | Newer revision → (diff)


Purport to Sri Sri Siksastakam, CDV 15

ଚେତା ଦର୍ପଣ ମାର୍ଜନମ ଭବ ମହା ଦାବାଗ୍ନି ନିର୍ଭାପନମ
ଶ୍ରେୟଃ କୈରବ ଚନ୍ଦ୍ରିକା ବିତାରଣମ ବିଦ୍ୟା ବଧୂ ଜୀବନମ
ଆନନ୍ଦମ ବୃଦ୍ଧି ବରଧନମ ପ୍ରତି ପଦଂ ପୂର୍ଣ୍ଣମୃତଂ ସ୍ଵାଦନମ
ସର୍ବତମ ସଂପ୍ରଣମ ପରମ ବିଜୟତେ ଶ୍ରୀ କୃଷ୍ଣ ସଂକିର୍ତନମ

ଭଗବାନ ଚୈତନ୍ୟ ଆମ୍ଭ ମାନଙ୍କୁ ତାଙ୍କ ଅଭିଯାନର ଆଠଟି ପଦ ଦେଇଯାଇଛନ୍ତି ,ସିଏ କଣ କରିବା ପାଇଂ ଇଛା କରୁଥିଲେ ତାହା ସେହି ଆଠୋଟି ପଦରେ ବର୍ଣ୍ଣନା କରାଯାଇଅଛି ଏବଂ ତାହା ଶିକ୍ଷାଅଷ୍ଟକମ ନାମରେ ପରିଚିତ ଶିକ୍ଷା ମାନେ ଉପଦେଶ ଏବଂ ଅଷ୍ଟକମ ମାନେ ଆଠ ସେଇଥି ଲାଗି ସିଏ ତାଙ୍କର ଉପଦେଶ ଏହି ଆଠୋଟି ପଦରେ ସମାପ୍ତ କରିଯାଇଛନ୍ତି ଏବଂ ତାଙ୍କ ପରେ ଯୋଉଁ ତାଙ୍କର ଶିଷ୍ୟ, ଛଅ ଜଣ ଗୋସ୍ୱାମୀ ମାନେ ଅନେକ ପୁସ୍ତକ ମାଧ୍ୟ୍ୟମରେ ବର୍ଣନା କରିଛନ୍ତି ତାହା ଭଗବାନ ଚୈତନ୍ୟ କହିଛନ୍ତି ଯେ ବିଷୟ ହିଁ ପରମଂ ବିଜୟତେ ଶ୍ରୀ କୃଷ୍ଣ ସଂକିର୍ତନମ ସବୁ ଗୈରବ ହରେ କୃଷ୍ଣ ମନ୍ତ୍ର ଜପର ଆଉ କୃଷ୍ଣ ସଂକିର୍ତନ ଆନ୍ଦୋଳନର ସବୁ ଗୈରବ.ସବୁ ବିଜୟ . ଏହା କେମିତି ଗୈରବ , ସବୁ ଗୈରବ ତାହା ସିଏ କହିଛନ୍ତି ,ତାହା ଚେତୋ ଦର୍ପଣ ମାର୍ଜନମ ଯଦି ଆପଣ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିବେ ,ତାହାହେଲେ ଯେଉଁ ମଇଳା ଆମ ହୃଦୟରେ ଅଛି କାହିଁକି ନା ଭୈତିକ ଦୁଃର୍ଶିତତା ,ତାହା ସଫା ହେଇଯିବ ସେ ଉଧାରଣ ଦେଇଏଛନ୍ତି ଯେ ହୂଦ୍ୱୟ ଗୋଟିଏ ଆଇନା ଯଦି ଆଇନା ଉପରେ ମଇଳା ପାହାଡ ଜମି ଥାଏ ତାହା ହେଲେ ଜଣେ ତାର ମୁଖମଣ୍ଡଳର ପ୍ରତିବିମ୍ବ ଠିକ ଭାବରେ ଦେଖି ପାରିବ ନାହିଁ ସେଇଥିଲାଗି ,ତାକୁ ସଫା କରିବା ପାଇଂ ପଡିବ ତ ଆମର ଏହି ବର୍ତ୍ତମାନ ଭୈତିକ ଜୀବନରେ ,ଆମ୍ଭମାନଙ୍କର ହୂଦ୍ୱୟ ବହୁତ ବହୁତ ମଇଳା ଜମି ଯାଇଛି ଜମିଯାଇଛି କାହିଁକି ନା ଆମ୍ଭେ ମାନେ ଆନିମିତ୍ତ ସମୟ କାଳରୁ ଭୈତିକ ସଙ୍ଗ କରିଆସିଛୁ ତ ଯଦି ଆମେ ହରେ କୃଷ୍ଣ ମନ୍ତ୍ର ଜପ କରିବା ,ତାହାହେଲେ ୟେ ମଇଳା ହଟିଯିବ ୟେ ନୁହଁ ଯେ ସଂଗେ ସଂଗେ ,ଏହା ହଟିବା ଆରମ୍ଭ ହେବ ଏବଂ ଯେମିତି ଧୀରେ ଧୀରେ ହୂଦ୍ୱୟ ରୂପି ଅଇନାରୁ ମଇଳା ସଫା ହେବ ,ସଂଗେ ସଂଗେ ଜଣେ ତାର ମୁଖମଣ୍ଡଳକୁ ଦେଖୀପାରିବ ମୁଖମଣ୍ଡଳ ମାନେ ସତ୍ୟ ପରିଚୟ ହରେ କୃଷ୍ଣ ମନ୍ତ୍ର ଜପ ଦ୍ୱାରା ,ଜଣେ ବୁଝିପାରିବ ଯେ ସିଏ ସେ ଶରୀର ନୁହଁ ଏହା ଆମର ଭୁଲବୁଝାମଣା . ଧୂଳି ମାନେ ଭୁଲବୁଝାମଣା,ମାନିନେବା ଯେ ୟେ ଶରୀର ଆଉ ମନ ମୁ ସତ୍ୟରେ , ଯେ ୟେ ଶରୀର ଆଉ ମନ,ଆମ୍ଭେମାନେ ଆତ୍ମା ଯେତେବେଳେ ଆମେ ବୁଝିପାରୁ ଯେ ଆମ୍ଭେମାନେ ଏ ଶାରୀରି ନୁହଁ ,ସଂଗେ ସଂଗେ ଭବ ମହା ଦବIଗନି ନିରବପନଂ ଭୌତିକ ଜଗତର ଡହ ଡହ ନିଆଁ , ଆଉ ଡହ ଡହ ନିଆଁ ଭୌତିକ ଦୁଃଖ ସଂଗେ ସଂଗେ ସେଥିରୁ ମୁକ୍ତି ମିଳିଯିବ ,ଆଉ ଦୁଃଖ ନୁହଁ ଅହଂ ବ୍ରହ୍ମାସ୍ମିନ ,ଯେମିତି ଭାଗବତ ଗୀତରେ ବର୍ଣନା କରାଯାଇଛି ,ବ୍ରହ୍ମ ଭୂତଃ ପ୍ରସନ୍ନତ୍ମା ସଂଗେ ସଂଗେ ଜଣେ ବୁଝି ପାରିବ ଯେ ସେ ତାର ପ୍ରକୃତ ପରିଚୟ ଶୁଦ୍ଧ ଆତ୍ମା ,ସେ ଆନନ୍ଦମୟ ହେଇଯିବ ଆମ୍ଭେମାନେ ଆନନ୍ଦମୟ ନୁହଁ , କାହିଁକି ନା ଆମର ଭୌତିକ ସମ୍ପର୍କ ଯୋଗୁ ,ଆମ୍ଭେମାନେ ସଦାବେଳେ ଚିନ୍ତାଗ୍ରସ୍ତ ହରେ କୃଷ୍ଣ ମନ୍ତ୍ର ଜପ ଦ୍ୱାରା ,ଅଃମ୍ହେମାନେ ସେହି ମୁହୂର୍ତ୍ତରେ ଜୀବନର ଆନନ୍ଦମୟ ପହଂଚି ଯିବା ଭବ ମହା ଦାବାଗ୍ନି ନିର୍ଭାପନମ ଏବଂ ଏହାକୁ ହିଁ ମୁକ୍ତି କୁହାଯାଆ ଯେତେବେଳେ ଜଣେ ଆନନ୍ଦମୟ ହୁଏ ସମସ୍ତ ଚିନ୍ତାମୁକ୍ତ ,ସେହି ପରିସ୍ଥିତିକୁ ପ୍ରକୃତ ମୁକ୍ତି କୁହାଯାଆ କାହିଁକି ନା ସମସ୍ତ ଜୀବନ୍ତ ପ୍ରାଣୀ ,ଶୁଦ୍ଧ ଆତ୍ମାର ପ୍ରକୃତି ହିଁ ସଦା ଆନନ୍ଦମୟ ସମସ୍ତ ସଙ୍ଘରଶ କେବଳ ଜୀବନରେ ଆନନ୍ଦ ସ୍ତିତି ଖୋଜିବାରେ ,କିନ୍ତୁ ସେ ମୁଖ୍ୟ ଅର୍ଥ ଜାଣିନାହାନ୍ତି ସେଇଥିଲାଗି , ଆନନ୍ଦମୟ ଜୀବନ ଲାଗି ପ୍ରତେକ ଚେଷ୍ଟାରେ ଆମ୍ଭେମାନେ ପରାଜିତ ବାରମ୍ବାର ପରାଜୟରୁ ବାହାରକୁ ଆସିବାର କେବଳ ଗୋଟିଏ ଉପାୟ ହରେ କୃଷ୍ଣ ମନ୍ତ୍ର ଜପ ଦ୍ୱାରା ଏହା ସେ ଦିବ୍ୟ ଧ୍ୱନିର ଫଳସ୍ୱରୂପ ଏବଂ ମୁକ୍ତି ପରେ ,ଆନନ୍ଦିତ ହେବ ପରେ ,ଭୌତିକ ସୁଖ କମିଯାଆ ଯାହା ଭି ଆନନ୍ଦ ଆପଣ ଭୋଗ କରିବା ପାଇଂ ଚାହାନ୍ତି ,ତାହା କମିଯାଏ ,ଉଦ୍ଧାରଣ ନିୟନ୍ତୁ ,ଯେମିତି ଭୋଜନ ଯଦି ଆମେ କିଛି ଭଲ ଭୋଜନ ଗ୍ରହଣ କରୁ ,ଅଳ୍ପ କିଛି ଭୋଜନ କଲା ପରେ ଅଧିକ ଗ୍ରହଣ କରିବା ପାଇଂ ଇଚ୍ଛା ହୁଏ ନାହିଁ ଏହା ମାନେ ଯେ ଏ ଭୌତିକ ଜଗତରେ ଯାହା ଭି ଆମେ ଆନନ୍ଦ ଉପଭୋଗ କରିବା ପାଇଂ ଇଛା କରିବା ତାହା କେବଳ ସମୟ ସମୟ ରେ କମିବାରେ ଲାଗିବ କିନ୍ତୁ ଆଧ୍ୟାତ୍ମିକ ଆନନ୍ଦ ,ଭଗବାନ ଚୈତନ୍ୟ କହିଛନ୍ତି ଆନନ୍ଦମ ବୁର୍ଦ୍ଧିଵର୍ଧନଂ ଆଧ୍ୟାତ୍ମିକ ଆନନ୍ଦ ଗୋଟିଏ ସମୁଦ୍ର ଭଳି କିନ୍ତୁ ଏ ଭୌତିକ ଜଗତରେ ଆମ୍ଭେମାନେ ଅନୁଭବ କରୁ ଯେ ଭୌତିକ ସୁଖ ରୁପି ସମୁଦ୍ର ବୃଦ୍ଧି ହେଉ ନାହିଁ ସମୁଦ୍ର ତା ସୀମା ଭିତୋରେ ହିଁ ରହିଅଛି କିନ୍ତୁ ଅଧ୍ୟାତ୍ମିକ ଆନନ୍ଦ ରୂପୀ ସମୁଦ୍ର ବଡିବାରେ ଲାଗିଛି , ଆନନ୍ଦ ବୃଦ୍ଧିଵର୍ଧନଂ ଶ୍ରେୟ କୋଇରବ ଚନ୍ଦ୍ରିକା ବିତାରଣାମ , ଏହା କେମିତି ବୃଦ୍ଧି ହେବ ସିଏ ଉଧାରଣ ଦେଇଛନ୍ତି ଚନ୍ଦ୍ରମା ଭଳି ,ଉଜ୍ଜଳ ଚନ୍ଦ୍ରମା ଯେମିତି ଚନ୍ଦ୍ରମା ତାର ପ୍ରଥମ ଦିବସରେ ,ନୂତନ ଚନ୍ଦ୍ର କିରଣ ପ୍ରଥମ ଦିନ ଯେମିତି ଗୋଟିଏ ଅର୍ଦ୍ଧଗୋଲକ ଭଳି ଦେଖାଯାଏ ଦ୍ୱିତୀୟ ଦିନ ,ତୃତୀୟ ଦିନ ଏହା ବୃଦ୍ଧି ହେବାପାଇଂ ଲାଗେ ,ଧୀରେ ଧୀରେ ଏହା ବୃଦ୍ଧି ହୂଏ ସେହିଭଳି ,ଅଧ୍ୟାତ୍ମିକ ଜୀବନ ,ଅଧ୍ୟାତ୍ମିକ ଆନନ୍ଦ ବୃଦ୍ଧି ହୁଏ ଦିନକୁ ଦିନ ଯେମିତି ପୂର୍ଣ୍ଣ ଚନ୍ଦ୍ରମା ରଜନୀ ଭଳି ,ହଁ ଚେତା ଦର୍ପଣ ମାର୍ଜନମ ଭବ ମହା ଦାବାଗ୍ନି ନିରବପନଂ ଶ୍ରେୟଃ କୈରବ ଚନ୍ଦ୍ରିକା ବିତାରଣମ ବିଦ୍ୟା ବଧୂ ଜୀବନମ ଏବଂ ଏହାପରେ ଜୀବନ ଜ୍ଞାନରେ ପରିପୂର୍ଣ୍ଣ ହୁଏ ,କିହିଁକି ନା ଅଧ୍ୟାତ୍ମିକ ଜୀବନ ମାନେ ଅନନ୍ତ ଜୀବନ ,ଆନନ୍ଦ ଆଉ ଜ୍ଞାନରେ ପରିପୂର୍ଣ୍ଣ ତ ଆମ୍ଭେମାନେ ଆନନ୍ଦର ପରିମାଣ ବାଡେଇବା ,କାରଣ ଧୀରେ ଧୀରେ ଆମ୍ଭେମାନେ ଜ୍ଞାନର ପରିମାଣ ବଡ଼ିବ ଶ୍ରେୟ କୋଇରବ ଚନ୍ଦ୍ରିକା ବିତାରଣାମ ବିଦ୍ୟା ବଧୂ ଜୀବନମ, ଏହା ଏକ ସମୁଦ୍ର ଭଳି ,କିନ୍ତୁ ଏହା ବୃଦ୍ଧି ହେବ ଆନନ୍ଦମ ବୃଦ୍ଧିବର୍ଧନଂ,ସର୍ଵଵାତ୍ମା -ସମ୍ପର୍ଣ୍ଣମ " ଏହା କି ସୁନ୍ଦର କି ଜଣେ ଜୀବନ ଏହି ସ୍ଥିତି ରେ ଅବସ୍ଥିତ ଜଣେ ଏହା ମନନ କରୁ ଯେ ସେ ପୁରା ତୃପ୍ତ "ସର୍ଵଵାତ୍ମା -ସମ୍ପର୍ଣ୍ଣମ " ଯେମିତି ଜଣେ ଶୁଦ୍ଧ ପାଣିରେ ଗାଧୋଇ ସରିଲା ପରେ ,ସେ ନିଜକୁ କିଭଳି ତାଜା ଅନୁଭବ କରେ ସେହିଭଳି ଅଧ୍ୟାତ୍ମିକ ଜୀବନ ରେ ଆନନ୍ଦ ଦିନକୁ ଦିନ ବୃଦ୍ଧି ହେବାକୁ ଲାଗେ ,ତାହା ଜଣେ ନିଜେ ଅନୁଭବ କରେ ଯେ ସେ ପୂର୍ଣ୍ଣ ରୂପେ ସନ୍ତୁଷ୍ଟ