OR/680508 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

Revision as of 00:16, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପର୍ଯ୍ୟନ୍ତ ଜଣେ ଅତି ବୁଦ୍ଧିମାନ ନହୁଏ, ସେ ଭଗବାନ ସଚେତନ କିମ୍ବା କୃଷ୍ଣ ସଚେତନ ହୋଇପାରିବେ ନାହିଁ। ତେଣୁ ଏହି ଶବ୍ଦଟି ବ୍ୟବହୃତ ହୁଏ, ପ୍ରଜ୍ଞା। ପ୍ରଜ୍ଞାର ଅର୍ଥ ହେଉଛି ... ପ୍ରର ଅର୍ଥ ହେଉଛି ପ୍ରକୃଷ୍ଟ-ରୁପେନ, ବିଶେଷ ଭାବରେ। ଜ୍ଞା, ଜ୍ଞା ଅର୍ଥ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଭାଗବତ-ଧର୍ମ, ସେହି ଭାଗବତ-ଧର୍ମ କ’ଣ? ଯାହା ମୁଁ ପୂର୍ବରୁ ବ୍ୟାଖ୍ୟା କରିସାରିଛି। ପୁନର୍ବାର ଆମେ ପୁନରାବୃତ୍ତି କରିପାରିବା। ଭାଗବତ-ଧର୍ମର ଅର୍ଥ ହେଉଛି ଭଗବାନଙ୍କ ସହ ଆମର ହଜିଯାଇଥିବା ସମ୍ପର୍କକୁ ପୁନଃ ସ୍ଥାପିତ କରିବା। ଏହା ହେଉଛି ଭାଗବତ-ଧର୍ମ।"
680508 - ପ୍ରବଚନ SB 07.06.01 - ବୋଷ୍ଟୋନ୍