OR/680508b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରକୃତ ଭୌତିକ ସମସ୍ୟା ହେଉଛି, ଜନ୍ମ-ମୃତ୍ୟ-ଜରା-ବ୍ୟାଧି ଆମେ ଭୁଲି ଯାଇଛୁ ଯେ "ମୋ ମାଙ୍କ ପେଟରେ, ମୁଁ କେତେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିଲି।" । ଅବଶ୍ୟ, ଆମେ ଡାକ୍ତରୀ ବିଜ୍ଞାନର ବର୍ଣ୍ଣନାରୁ ଜାଣିପାରିବା କିମ୍ବା ଅନ୍ୟ କୌଣସି ବିଜ୍ଞାନରୁ, ପିଲାଟି ସେଠାରେ କିପରି ପ୍ୟାକ୍ ହୋଇଛି ଏବଂ ସେଠାରେ କେତେ ଯନ୍ତ୍ରଣା ଅଛି । କୃମି ପିଲାକୁ କାମୁଡ଼େ ଏବଂ ସେ ପ୍ରକାଶ କରିପାରିବ ନାହିଁ; ସେ ଯନ୍ତ୍ରଣା ଭୋଗେ । ସେହିଭଳି, ମା କିଛି ଖାଏ, ଏବଂ କଟୁ ସ୍ୱାଦ ମଧ୍ୟ ତାଙ୍କୁ ଯନ୍ତ୍ରଣା ଦେଇଥାଏ । ତେଣୁ ଏହି ବର୍ଣ୍ଣନାଗୁଡ଼ିକ ଶାସ୍ତ୍ରରେ, ଶାସ୍ତ୍ର ଏବଂ ପ୍ରାମାଣିକ ବୈଦିକ ସାହିତ୍ୟରେ ଅଛି, ଶିଶୁଟି କିପରି ମାତାର ପେଟରେ ଯନ୍ତ୍ରଣା ଭୋଗୁଛି । "
680508 - ପ୍ରବଚନ to Technology Students MIT - ବୋଷ୍ଟୋନ୍