OR/660523 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:10, 16 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ମୁଁ ଏହି ଶାରୀରିକ ପିଞ୍ଜରାରୁ ବା ଭୌତିକ ଅସ୍ତିତ୍ୱର ତିନିଗୁଣ ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛି, ତା’ହେଲେ ମୁଁ ନିଜକୁ ଚିକିତ୍ସା ଅଧୀନରେ ରଖିବା ଆବଶ୍ୟକ । ଠିକ୍ ଯେପରି ଜଣେ ରୋଗଗ୍ରସ୍ତ ବ୍ୟକ୍ତି ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି, ରୋଗ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ସେହି ପରି ଭାବରେ, ଆମର ଭୌତିକ ଅସ୍ତିତ୍ୱ ତିନିଗୁଣ ଦୁଃଖ ଏବଂ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗକୁ ନେଇ ଗଠିତ ... ଯଦି ଆମେ ପ୍ରକୃତରେ ଆମର ସୁଖ ପାଇଁ ସଚେତନ, ତେବେ ଆମକୁ ଏହି ଦୁଃଖର ସ୍ଥାୟୀ ସମାଧାନ କରିବାକୁ ପଡିବ । ତାହା ହେଉଛି ମାନବ ଜୀବନର ଲକ୍ଷ । "
660523 - ପ୍ରବଚନ BG 03.13-16 - ନିୟୁର୍କ