OR/660720 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660718 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660718|OR/660725 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660725}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660720BG-NEW_YORK_ND_01.mp3</mp3player>|"ଭଗବାନ ବୁଦ୍ଧଙ୍କୁ ଶ୍ରୀମଦ୍-ଭଗବତମ୍ ରେ କୃଷ୍ଣଙ୍କର ଅବତାର ଭାବରେ ଗ୍ରହଣ କରାଯାଇଛି। ତେଣୁ ଆମେ ମଧ୍ୟ ହିନ୍ଦୁମାନେ ଭଗବାନଙ୍କ ଅବତାର ଭାବରେ ଭଗବାନ ବୁଦ୍ଧଙ୍କୁ ଉପାସନା କରୁଛୁ। ବହୁତ ସୁନ୍ଦର ପଦ ଅଛି। ଜଣେ ମହାନ କବିଙ୍କ ଦ୍ୱାରା ପାଠ କରାଯାଇଛି, ଵୈଷ୍ଣବ କବି। ଆପଣ ଶୁଣି ଖୁସି ହେବେ, ମୁଁ ଏହାକୁ ପଢ଼ିବି  ।<br />

Latest revision as of 23:11, 16 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ ବୁଦ୍ଧଙ୍କୁ ଶ୍ରୀମଦ୍-ଭଗବତମ୍ ରେ କୃଷ୍ଣଙ୍କର ଅବତାର ଭାବରେ ଗ୍ରହଣ କରାଯାଇଛି। ତେଣୁ ଆମେ ମଧ୍ୟ ହିନ୍ଦୁମାନେ ଭଗବାନଙ୍କ ଅବତାର ଭାବରେ ଭଗବାନ ବୁଦ୍ଧଙ୍କୁ ଉପାସନା କରୁଛୁ। ବହୁତ ସୁନ୍ଦର ପଦ ଅଛି। ଜଣେ ମହାନ କବିଙ୍କ ଦ୍ୱାରା ପାଠ କରାଯାଇଛି, ଵୈଷ୍ଣବ କବି। ଆପଣ ଶୁଣି ଖୁସି ହେବେ, ମୁଁ ଏହାକୁ ପଢ଼ିବି ।

ନିଂଦସି ଯଜ୍ଞ-ବିଧେର ଅହହ ଶୃତି-ଜାତଂ
ସଦୟ-ହୃଦୟ ଦର୍ଶିତ-ପଶୁ-ଘାତଂ
କେଶବ ଧୃତ-ବୁଦ୍ଧ-ଶରୀର
ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ

ଏହି ପଦର ଉଦ୍ଦେଶ୍ୟ ହେଉଛି 'ହେ ପ୍ରଭୁ କୃଷ୍ଣ, ତୁମେ ଗରିବ ପଶୁମାନଙ୍କ ପ୍ରତି ଦୟା ଦେଖାଇ ଭଗବାନ ବୁଦ୍ଧଙ୍କ ରୂପ ଗ୍ରହଣ କରିଛ'। କାରଣ ଭଗବାନ ବୁଦ୍ଧଙ୍କ ପ୍ରଚାର ଥିଲା ପଶୁ ହତ୍ୟା ବନ୍ଦ କରିବା। ଅହିଂସା । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପଶୁ ହତ୍ୟା ବନ୍ଦ କରିବା। "

660720 - ପ୍ରବଚନ BG 04.06-8 - ନିୟୁର୍କ