OR/661203 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661202|OR/661204 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661204}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661203CC-NEW_YORK_ND_01.mp3</mp3player>|"ଶ୍ରୀମଦ୍-ଭଗବତମ୍ ରେ ବାରଟି ସ୍କନ୍ଧ ଅଛି। ଦଶମ ସ୍କନ୍ଧରେ କୃଷ୍ଣଙ୍କ ଆବିର୍ଭାବ ଏବଂ ତାଙ୍କର କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରାଯାଇଛି, ଦଶମ ସ୍କନ୍ଧରେ । ଏବଂ ଭଗବାନ କୃଷ୍ଣଙ୍କ କାର୍ଯ୍ୟକଳାପ ଏବଂ ଜୀବନ ବିଷୟରେ ଉଲ୍ଲେଖ ହେବା ପୂର୍ବରୁ ନଅଟି ସ୍କନ୍ଧ ଅଛି। ତେବେ କାହିଁକି? ବର୍ତ୍ତମାନ, ଦଶମେ ଦଶମାମ୍ ଲକ୍ଷମ୍ ଆଶ୍ରିତାଶ୍ରୟ-ବିଗ୍ରହମ୍ । ବର୍ତ୍ତମାନ, କୃଷ୍ଣଙ୍କୁ ବୁଝିବାକୁ ହେଲେ ଆମକୁ ଏହି ସୃଷ୍ଟି କ’ଣ, ଏହି ସୃଷ୍ଟି କିପରି ଚାଲିଛି, କାର୍ଯ୍ୟକଳାପ କ’ଣ, ଆଧ୍ୟାତ୍ମିକ ଜ୍ଞାନ କ’ଣ, ଦର୍ଶନ କ’ଣ, ତ୍ୟାଗ କ’ଣ, ମୁକ୍ତି କ’ଣ । ଏହି ସମସ୍ତ ଜିନିଷ ଆମକୁ ଅତି ସୁନ୍ଦର ଭାବରେ ଶିଖିବାକୁ ପଡିବ। ଏଗୁଡିକ ସମ୍ପୂର୍ଣ୍ଣ ରୂପେ ଶିଖିବା ପରେ ତୁମେ କୃଷ୍ଣଙ୍କୁ ବୁଝି ପାରିବ ।"|Vanisource:661203 - Lecture CC Madhya 20.146-151 - New York|661203 - ପ୍ରବଚନ CC Madhya 20.146-151 - ନିୟୁର୍କ}}

Latest revision as of 23:37, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀମଦ୍-ଭଗବତମ୍ ରେ ବାରଟି ସ୍କନ୍ଧ ଅଛି। ଦଶମ ସ୍କନ୍ଧରେ କୃଷ୍ଣଙ୍କ ଆବିର୍ଭାବ ଏବଂ ତାଙ୍କର କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରାଯାଇଛି, ଦଶମ ସ୍କନ୍ଧରେ । ଏବଂ ଭଗବାନ କୃଷ୍ଣଙ୍କ କାର୍ଯ୍ୟକଳାପ ଏବଂ ଜୀବନ ବିଷୟରେ ଉଲ୍ଲେଖ ହେବା ପୂର୍ବରୁ ନଅଟି ସ୍କନ୍ଧ ଅଛି। ତେବେ କାହିଁକି? ବର୍ତ୍ତମାନ, ଦଶମେ ଦଶମାମ୍ ଲକ୍ଷମ୍ ଆଶ୍ରିତାଶ୍ରୟ-ବିଗ୍ରହମ୍ । ବର୍ତ୍ତମାନ, କୃଷ୍ଣଙ୍କୁ ବୁଝିବାକୁ ହେଲେ ଆମକୁ ଏହି ସୃଷ୍ଟି କ’ଣ, ଏହି ସୃଷ୍ଟି କିପରି ଚାଲିଛି, କାର୍ଯ୍ୟକଳାପ କ’ଣ, ଆଧ୍ୟାତ୍ମିକ ଜ୍ଞାନ କ’ଣ, ଦର୍ଶନ କ’ଣ, ତ୍ୟାଗ କ’ଣ, ମୁକ୍ତି କ’ଣ । ଏହି ସମସ୍ତ ଜିନିଷ ଆମକୁ ଅତି ସୁନ୍ଦର ଭାବରେ ଶିଖିବାକୁ ପଡିବ। ଏଗୁଡିକ ସମ୍ପୂର୍ଣ୍ଣ ରୂପେ ଶିଖିବା ପରେ ତୁମେ କୃଷ୍ଣଙ୍କୁ ବୁଝି ପାରିବ ।"
661203 - ପ୍ରବଚନ CC Madhya 20.146-151 - ନିୟୁର୍କ