OR/661205 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:37, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜୀବତ୍ମା, କୃଷ୍ଣଙ୍କର ଅନନ୍ତକାଳୀନ ସେବକ, ଏବଂ ଜଣେ ତାଙ୍କ ସ୍ୱାମୀଙ୍କ ପ୍ରକୃତି ବୁଝିବା ଉଚିତ୍ ଯାହା ଦ୍ୱାରା ତାଙ୍କର ସେବା ମନୋଭାବ, ସ୍ନେହ ଅଧିକ ଅନ୍ତରଙ୍ଗ ହୋଇପାରେ। ଧରାଯାଉ ମୁଁ ଏକ ସ୍ଥାନରେ ସେବା କରୁଛି। ମୁଁ ଏକ କାର୍ଯ୍ୟରେ ନିୟୋଜିତ ଅଛି ଜଣେ ଗୁରୁଙ୍କ ସେବା, କିନ୍ତୁ ମୁଁ ଜାଣେ ନାହିଁ ମୋର ଗୁରୁ କେତେ ବଡ଼। କିନ୍ତୁ ଯେତେବେଳେ ମୁଁ ମୋର ଗୁରୁଙ୍କ ପ୍ରଭାବ ଏବଂ ଅପାରତା ଏବଂ ମହାନତାକୁ ବୁଝିଥାଏ, ସେତେବେଳେ ମୁଁ ଅଧିକ ଉତ୍ସର୍ଗୀକୃତ ହୁଏ: "ଓଃ, ମୋର ଗୁରୁ ଏତେ ମହାନ ।" ତେଣୁ କେବଳ ଜାଣିବା, "ଭଗବାନ ମହାନ, ଏବଂ ମୋର ଭଗବାନଙ୍କ ସହ ମୋର କିଛି ସମ୍ପର୍କ ଅଛି," ତାହା ଯଥେଷ୍ଟ ନୁହେଁ। ସେ ନିଶ୍ଚୟ ଜାଣିଥିବେ ଯେ ସେ କେତେ ମହାନ୍ ଅଟନ୍ତି। ଅବଶ୍ୟ, ଆପଣ ହିସାବ କରିପାରିବେ ନାହିଁ, କିନ୍ତୁ ଯଥାସମ୍ଭବ ଆପଣ ଜାଣିବା ଉଚିତ୍ ଯେ ସେ କେତେ ମହାନ୍। "
661205 - ପ୍ରବଚନ CC Madhya 20.152-154 - ନିୟୁର୍କ