OR/661213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:38, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତାଙ୍କର ସ୍ଵୟଂ-ରୂପ, ତାଙ୍କର ବ୍ୟକ୍ତିଗତ ରୂପରେ, ସେ ସର୍ବଦା ବୃନ୍ଦାବନରେ ରୁହନ୍ତି ଏବଂ ସେ ଜଣେ ଗୋପାଳ ବାଳକ ପରି ଅଟନ୍ତି। ତାହା ହେଉଛି ତାଙ୍କର ପ୍ରକୃତ ରୂପ, କୃଷ୍ଣ। କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରର କୃଷ୍ଣ, ତାହା ପ୍ରକୃତ ରୂପ ନୁହେଁ। ଜଣେ ବ୍ୟକ୍ତି, ହାଇକୋର୍ଟର ବିଚାରପତିଙ୍କ ପରି, ଆପଣ ତାଙ୍କର ପ୍ରକୃତ ରୂପ କେଉଁଠି ପାଇବେ? ତାଙ୍କର ପ୍ରକୃତ ରୂପ ଆପଣ ବେଞ୍ଚରେ ନୁହେଁ ତାଙ୍କ ଘରେ ପାଇବେ। ବେଞ୍ଚରେ, ତାଙ୍କ ପିତା ମଧ୍ୟ ଆସନ୍ତି, ହାଇକୋର୍ଟର ବିଚାରପତି ପିତା, ତାଙ୍କୁ ବିଚାରପତିଙ୍କୁ 'ମୋର ପ୍ରଭୁ' ସମ୍ବୋଧନ କରିବାକୁ ପଡିବ। ତାହା ହେଉଛି କୋର୍ଟ। ଘରେ ସମାନ ବ୍ୟକ୍ତି ଏବଂ କୋର୍ଟରେ ସମାନ ବ୍ୟକ୍ତି ଭିନ୍ନ, ଯଦିଓ ସମାନ ବ୍ୟକ୍ତି ଅଟନ୍ତି। ସେହିଭଳି ପ୍ରକୃତ ପରମପୁରୁଷ ଭଗବାନ, କୃଷ୍ଣ, ସେ ବୃନ୍ଦାବନରୁ କେବେବି ବାହାରକୁ ଯାଆନ୍ତି ନାହିଁ। ସେ ସର୍ବଦା ଗୋପାଳ ବାଳକ ଅଟନ୍ତି । ବାସ୍ ଏହା । "
661213 - ପ୍ରବଚନ CC Madhya 20.164-173 - ନିୟୁର୍କ