OR/661214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661213b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661213b|OR/661216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661216}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661214CC-NEW_YORK_ND_01.mp3</mp3player>|"ଶଙ୍କର୍ଷଣଙ୍କ ଠାରୁ, ତିନୋଟି ବିସ୍ତାର ଅଛି । ସେମାନଙ୍କୁ କୁହାଯାଏ  ବିଷ୍ଣୁ-ମହା-ବିଷ୍ଣୁ, ମହା-ବିଷ୍ଣୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ, ଏବଂ କ୍ଷୀରୋଦାକ୍ଷୟୀ-ବିଷ୍ଣୁ -  ଶଙ୍କର୍ଷଣଙ୍କ ଠାରୁ । ମହା-ବିଷ୍ଣୁ..., ଯେତେବେଳେ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ମହା-ବିଷ୍ଣୁଙ୍କ ବିସ୍ତାର । ମହା-ବିଷ୍ଣୁଙ୍କ ଠାରୁ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏଏବଂ ମହା-ବିଷ୍ଣୁଙ୍କ  ଠାରୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି  । ଏହି ଗର୍ଭୋଦକ୍ଷୟୀ-ବିଷ୍ଣୁ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ପ୍ରବେଶ କରନ୍ତି, ଏବଂ ତାପରେ, ପ୍ରତ୍ୟେକ ବ୍ରହ୍ମାଣ୍ଡରେ, ଗର୍ଭୋଦକ୍ଷୟୀ-ବିଷ୍ଣୁଙ୍କ ଠାରୁ , କ୍ଷୀରୋଦାକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି । ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ଧ୍ରୁବତାରା ନିକଟରେ ବାସ ସ୍ଥାନ ଅଛି ଏହି ବ୍ରହ୍ମାଣ୍ଡ ମଧ୍ୟରେ । ଏବଂ ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ବିସ୍ତାର,ପରମାତ୍ମା ସମସ୍ତଙ୍କ ହୃଦୟରେ ବିତରଣ ହୋଇଛନ୍ତି  । "|Vanisource:661214 - Lecture CC Madhya 20.172 - New York|661214 - ପ୍ରବଚନ CC Madhya 20.172 - ନିୟୁର୍କ}}

Latest revision as of 23:39, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶଙ୍କର୍ଷଣଙ୍କ ଠାରୁ, ତିନୋଟି ବିସ୍ତାର ଅଛି । ସେମାନଙ୍କୁ କୁହାଯାଏ ବିଷ୍ଣୁ-ମହା-ବିଷ୍ଣୁ, ମହା-ବିଷ୍ଣୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ, ଏବଂ କ୍ଷୀରୋଦାକ୍ଷୟୀ-ବିଷ୍ଣୁ - ଶଙ୍କର୍ଷଣଙ୍କ ଠାରୁ । ମହା-ବିଷ୍ଣୁ..., ଯେତେବେଳେ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ମହା-ବିଷ୍ଣୁଙ୍କ ବିସ୍ତାର । ମହା-ବିଷ୍ଣୁଙ୍କ ଠାରୁ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏଏବଂ ମହା-ବିଷ୍ଣୁଙ୍କ ଠାରୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି । ଏହି ଗର୍ଭୋଦକ୍ଷୟୀ-ବିଷ୍ଣୁ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ପ୍ରବେଶ କରନ୍ତି, ଏବଂ ତାପରେ, ପ୍ରତ୍ୟେକ ବ୍ରହ୍ମାଣ୍ଡରେ, ଗର୍ଭୋଦକ୍ଷୟୀ-ବିଷ୍ଣୁଙ୍କ ଠାରୁ , କ୍ଷୀରୋଦାକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି । ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ଧ୍ରୁବତାରା ନିକଟରେ ବାସ ସ୍ଥାନ ଅଛି ଏହି ବ୍ରହ୍ମାଣ୍ଡ ମଧ୍ୟରେ । ଏବଂ ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ବିସ୍ତାର,ପରମାତ୍ମା ସମସ୍ତଙ୍କ ହୃଦୟରେ ବିତରଣ ହୋଇଛନ୍ତି । "
661214 - ପ୍ରବଚନ CC Madhya 20.172 - ନିୟୁର୍କ