OR/661224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661223|OR/661225 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661225}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661224CC-NEW_YORK_ND_01.mp3</mp3player>|" ସେହି ସମାନ ସଫଳତା ଯାହା ଧ୍ୟାନ ଦ୍ଵାରା ସତ୍ୟ ଯୁଗରେ ପ୍ରାପ୍ତ ହେଉଥିଲା, ପରବର୍ତ୍ତୀ ଯୁଗରେ ଯଜ୍ଞ ଦ୍ଵାରା ଏବଂ ପରବର୍ତ୍ତୀ ଯୁଗରେ ମନ୍ଦିର ଉପାସନା ଦ୍ଵାରା ହାସଲ କରାଯାଇଥିଲା। ବର୍ତ୍ତମାନ ଯୁଗରେ ସେହି ସଫଳତା ପାଇଁ ପରାମର୍ଶ ଦିଆଯାଇଛି, ସେହି ସିଦ୍ଧତା, ଆଧ୍ୟାତ୍ମିକ ସିଦ୍ଧତା, ହରି-କୀର୍ତ୍ତନ ଦ୍ୱାରା, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହେରେ ଜପ କରି । ଏହି  ହରେ କୃଷ୍ଣଙ୍କୁ ଜପ କରିବା ପାଇଁ କୌଣସି ପୂର୍ବ ଯୋଗ୍ୟତା ଆବଶ୍ୟକ କରେ ନାହିଁ। ଯେକେହି ଏବଂ ସମସ୍ତେ ଯୋଗଦାନ କରିପାରିବେ, ଏବଂ ଏହା ଜପ କରିବା ଦ୍ୱାରା  ଫଳାଫଳ ଏହା ହେବ ଯେ, ପ୍ରଗତିଶୀଳ ଜପ ତାଙ୍କ ମନର ଦର୍ପଣରେ ଧୂଳି ସଫା କରିବାରେ ସାହାଯ୍ୟ କରିବ। "|Vanisource:661224 - Lecture CC Madhya 20.334-341 - New York|661224 - ପ୍ରବଚନ CC Madhya 20.334-341 - ନିୟୁର୍କ}}

Latest revision as of 23:40, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
" ସେହି ସମାନ ସଫଳତା ଯାହା ଧ୍ୟାନ ଦ୍ଵାରା ସତ୍ୟ ଯୁଗରେ ପ୍ରାପ୍ତ ହେଉଥିଲା, ପରବର୍ତ୍ତୀ ଯୁଗରେ ଯଜ୍ଞ ଦ୍ଵାରା ଏବଂ ପରବର୍ତ୍ତୀ ଯୁଗରେ ମନ୍ଦିର ଉପାସନା ଦ୍ଵାରା ହାସଲ କରାଯାଇଥିଲା। ବର୍ତ୍ତମାନ ଯୁଗରେ ସେହି ସଫଳତା ପାଇଁ ପରାମର୍ଶ ଦିଆଯାଇଛି, ସେହି ସିଦ୍ଧତା, ଆଧ୍ୟାତ୍ମିକ ସିଦ୍ଧତା, ହରି-କୀର୍ତ୍ତନ ଦ୍ୱାରା, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହେରେ ଜପ କରି । ଏହି ହରେ କୃଷ୍ଣଙ୍କୁ ଜପ କରିବା ପାଇଁ କୌଣସି ପୂର୍ବ ଯୋଗ୍ୟତା ଆବଶ୍ୟକ କରେ ନାହିଁ। ଯେକେହି ଏବଂ ସମସ୍ତେ ଯୋଗଦାନ କରିପାରିବେ, ଏବଂ ଏହା ଜପ କରିବା ଦ୍ୱାରା ଫଳାଫଳ ଏହା ହେବ ଯେ, ପ୍ରଗତିଶୀଳ ଜପ ତାଙ୍କ ମନର ଦର୍ପଣରେ ଧୂଳି ସଫା କରିବାରେ ସାହାଯ୍ୟ କରିବ। "
661224 - ପ୍ରବଚନ CC Madhya 20.334-341 - ନିୟୁର୍କ