OR/670123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:06, 31 August 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ଭଗବାନ କହିଛନ୍ତି, "ମୋ ଠାରୁ ଅଧିକ ଶ୍ରେଷ୍ଠ ଆଉକିଛି ନାହିଁ।" ତେଣୁ ଭଗବଦ୍-ଗୀତାଙ୍କ ଏହି ବକ୍ତବ୍ୟ ଶ୍ରୀମଦ୍-ଭାଗବତମ୍ ର ଏହି ପଦରେ ମଧ୍ୟ ପ୍ରମାଣିତ ହୋଇଛି। ଆନନ୍ଦ-ମାତ୍ରାମ୍। କୃଷ୍ଣଙ୍କର ଦିବ୍ୟ ଶରୀରରେ, ପରମପୁରୁଷ ଭଗବାନ, ଏହା କେବଳ ଆନନ୍ଦମ, ସୁଖୀ। ଆମେ ଏହା ମନେ ରଖିବା ଉଚିତ ଯେ ଏହି ଶରୀର, ଆମର ଭୌତିକ ଶରୀର, ନିରାନନ୍ଦ, ଆନନ୍ଦ ଶୂନ୍ୟ। ଆମେ ଆନନ୍ଦ ପାଇବାକୁ ସୀମିତ ଚେଷ୍ଟା କରୁଛୁ, ଆମର ସୀମିତ ଇନ୍ଦ୍ରିୟ ଦ୍ୱାରା, କିନ୍ତୁ ପ୍ରକୃତରେ, କୌଣସି ଆନନ୍ଦ, ସୁଖ ନାହିଁ । ଏହା ସବୁ ଦୁଃଖଦାୟକ। ଏହି ଦୁଃଖୀ ଶରୀରକୁ ପ୍ରତ୍ୟେକରେ ନିନ୍ଦା କରାଯାଏ, ମୁଁ କହିବାକୁ ଚାହେଁ, ବାସ୍ତବରେ, ଅଧ୍ୟାୟ ଏବଂ ପ୍ରତ୍ୟେକ ଶ୍ଳୋକ, ପ୍ରତ୍ୟେକ ପଦରେ।"
670123 - ପ୍ରବଚନ CC Madhya 25.36-40 - ସାନ୍ ଫ୍ରାନ୍ସିସ୍କୋ