OR/670208 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:37, 12 September 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚୈତନ୍ୟ ମହାପ୍ରଭୂ କୁହନ୍ତି ଯେ ମୋର ଗୁରୁ ମହାରାଜ, ମୋର ଆଧ୍ୟାତ୍ମିକ ଗୁରୁ ମୋତେ କହିଥିଲେ ଯେ ଏହି ପଦଟିକୁ ତୁମ ଗଳାରେ ରଖ, ଏବଂ ତୁମେ ଜପ କର, ଏବଂ ମୁଁ ତୁମକୁ ଆଶୀର୍ବାଦ ଦେଉଛି ଯେ ତୁମେ ମୁକ୍ତ ହେବ। ତୁମେ କେବଳ ମୁକ୍ତ ହେବ ନାହିଁ, ବରଂ ତୁମେ ସର୍ବୋଚ୍ଚ ଲକ୍ଷ୍ୟ, କୃଷ୍ଣ ଲୋକରେ ମଧ୍ୟ ପହଞ୍ଚିବ। "
670207 - ପ୍ରବଚନ CC Adi 07.49-65 - ସାନ୍ ଫ୍ରାନ୍ସିସ୍କୋ