OR/670223b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670223|OR/670224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670224}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670223CC-SAN_FRANCISCO_ND_02.mp3</mp3player>|"ଯଦି ତୁମେ ମୋର ଫଟୋ ନିଅ ଏବଂ ଯଦି ତୁମେ ଏହାକୁ ମୋ ଆସନରେ ରଖ, ଏବଂ ମୁଁ ଏଠାରେ ନାହିଁ, ସେହି ଫଟୋଗ୍ରାଫ୍ କାର୍ଯ୍ୟ କରିପାରିବ ନାହିଁ, କାରଣ ଏହା ଭୌତିକ ଅଟେ। କିନ୍ତୁ କୃଷ୍ଣଙ୍କ ପାଇଁ, ତାଙ୍କର ଫଟୋ, ପ୍ରତିମୂର୍ତ୍ତି, ତାଙ୍କର ସବୁକିଛି କାର୍ଯ୍ୟ କରିପାରିବ କାରଣ ସେ ଆଧ୍ୟାତ୍ମିକ ଅଟନ୍ତି । ତେଣୁ ଆମେ ସର୍ବଦା ଜାଣିବା ଉଚିତ ଯେ ଆମେ ହରେ କୃଷ୍ଣ ଜପ କରିବା ମାତ୍ରେ କୃଷ୍ଣ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଅଛନ୍ତି। ତୁରନ୍ତ। କୃଷ୍ଣ ସେଠାରେ ଅଛନ୍ତି। କିନ୍ତୁ ଆମେ ଜାଣିବା ଉଚିତ ଯେ ଶବ୍ଦ ଦ୍ୱାରା ସେ ସେଠାରେ ଅଛନ୍ତି। ତେଣୁ ଅଙ୍ଗାନି ୟସ୍ୟ । ସ ଇକ୍ଷଣଚକ୍ରେ । ତାଙ୍କର ଦର୍ଶନ, ତାଙ୍କର ଉପସ୍ଥିତି, କାର୍ଯ୍ୟକଳାପ, ସେମାନେ ସମସ୍ତେ ଆଧ୍ୟାତ୍ମିକ ଅଟନ୍ତି । ଭଗବଦ୍-ଗୀତାରେ କୁହାଯାଏ, ଜନ୍ମ କର୍ମ ମେ ଦିବ୍ୟମ ୟୋ ଜାନାତି ତତ୍ତ୍ଵତଃ ([[Vanisource: BG 4.9 | ଭ.ଗୀ. ୪.୯]]): "ଯେକେହି ସଂପୂର୍ଣ୍ଣ ମୋର ଜନ୍ମର ପ୍ରକୃତି, ମୋର ରୂପ, ଅଦୃଶ୍ୟତା ଏବଂ କାର୍ଯ୍ୟକଳାପ, ବୁଝିଥାନ୍ତି,  ' ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ  ନୈତି',  ସେ ତୁରନ୍ତ ମୁକ୍ତ ହୋଇଯାଏ । "|Vanisource:670223 - Lecture CC Adi 07.113-17 - San Francisco|670223 - ପ୍ରବଚନ CC Adi 07.113-17 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:39, 12 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ମୋର ଫଟୋ ନିଅ ଏବଂ ଯଦି ତୁମେ ଏହାକୁ ମୋ ଆସନରେ ରଖ, ଏବଂ ମୁଁ ଏଠାରେ ନାହିଁ, ସେହି ଫଟୋଗ୍ରାଫ୍ କାର୍ଯ୍ୟ କରିପାରିବ ନାହିଁ, କାରଣ ଏହା ଭୌତିକ ଅଟେ। କିନ୍ତୁ କୃଷ୍ଣଙ୍କ ପାଇଁ, ତାଙ୍କର ଫଟୋ, ପ୍ରତିମୂର୍ତ୍ତି, ତାଙ୍କର ସବୁକିଛି କାର୍ଯ୍ୟ କରିପାରିବ କାରଣ ସେ ଆଧ୍ୟାତ୍ମିକ ଅଟନ୍ତି । ତେଣୁ ଆମେ ସର୍ବଦା ଜାଣିବା ଉଚିତ ଯେ ଆମେ ହରେ କୃଷ୍ଣ ଜପ କରିବା ମାତ୍ରେ କୃଷ୍ଣ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଅଛନ୍ତି। ତୁରନ୍ତ। କୃଷ୍ଣ ସେଠାରେ ଅଛନ୍ତି। କିନ୍ତୁ ଆମେ ଜାଣିବା ଉଚିତ ଯେ ଶବ୍ଦ ଦ୍ୱାରା ସେ ସେଠାରେ ଅଛନ୍ତି। ତେଣୁ ଅଙ୍ଗାନି ୟସ୍ୟ । ସ ଇକ୍ଷଣଚକ୍ରେ । ତାଙ୍କର ଦର୍ଶନ, ତାଙ୍କର ଉପସ୍ଥିତି, କାର୍ଯ୍ୟକଳାପ, ସେମାନେ ସମସ୍ତେ ଆଧ୍ୟାତ୍ମିକ ଅଟନ୍ତି । ଭଗବଦ୍-ଗୀତାରେ କୁହାଯାଏ, ଜନ୍ମ କର୍ମ ମେ ଦିବ୍ୟମ ୟୋ ଜାନାତି ତତ୍ତ୍ଵତଃ ( ଭ.ଗୀ. ୪.୯): "ଯେକେହି ସଂପୂର୍ଣ୍ଣ ମୋର ଜନ୍ମର ପ୍ରକୃତି, ମୋର ରୂପ, ଅଦୃଶ୍ୟତା ଏବଂ କାର୍ଯ୍ୟକଳାପ, ବୁଝିଥାନ୍ତି, ' ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି', ସେ ତୁରନ୍ତ ମୁକ୍ତ ହୋଇଯାଏ । "
670223 - ପ୍ରବଚନ CC Adi 07.113-17 - ସାନ୍ ଫ୍ରାନ୍ସିସ୍କୋ