OR/670329b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670329 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670329|OR/670331 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670331}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670329LE-SAN_FRANCISCO_ND_01.mp3</mp3player>|"ବିରହ ଅର୍ଥ ପୃଥକତା। ପୃଥକତା।" କୃଷ୍ଣ, ତୁମେ ବହୁତ ଭଲ, ତୁମେ ଏତେ ଦୟାଳୁ, ତୁମେ ବହୁତ ସୁନ୍ଦର। କିନ୍ତୁ ମୁଁ ଏତେ ଘୃଣ୍ୟ, ମୁଁ ପାପରେ ଏତେ ପରିପୂର୍ଣ୍ଣ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ । ତୁମକୁ ଦେଖିବା ପାଇଁ ମୋର କୌଣସି ଯୋଗ୍ୟତା ନାହିଁ । "ତେଣୁ ଏହିପରି ଭାବରେ, ଯଦି ଜଣେ କୃଷ୍ଣଙ୍କ ବିରହ ଅନୁଭବ କରେ, "କୃଷ୍ଣ, ମୁଁ ତୁମକୁ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ, " ଏହି ବିରହ ଭାବନା ଆପଣଙ୍କୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ। ଏହା ନୁହେଁ "କୃଷ୍ଣ, ମୁଁ ତୁମକୁ ଦେଖିଛି । ଶେଷ ହୋଇଗଲା । ମୁଁ ତୁମକୁ ବୁଝିଛି । ଶେଷ ହୋଇଗଲା । ମୋର ସମସ୍ତ ବ୍ୟବସାୟ ସମାପ୍ତ ହେଲା। " ନା! ଚିରଦିନ ପାଇଁ ନିଜକୁ ଭାବ ଯେ ମୁଁ କୃଷ୍ଣଙ୍କୁ ଦେଖିବା ପାଇଁ ଅଯୋଗ୍ୟ ଅଟେ। ଏହା ତୁମକୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ ।"|Vanisource:670329 - Lecture - San Francisco|670329 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:23, 21 November 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବିରହ ଅର୍ଥ ପୃଥକତା। ପୃଥକତା।" କୃଷ୍ଣ, ତୁମେ ବହୁତ ଭଲ, ତୁମେ ଏତେ ଦୟାଳୁ, ତୁମେ ବହୁତ ସୁନ୍ଦର। କିନ୍ତୁ ମୁଁ ଏତେ ଘୃଣ୍ୟ, ମୁଁ ପାପରେ ଏତେ ପରିପୂର୍ଣ୍ଣ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ । ତୁମକୁ ଦେଖିବା ପାଇଁ ମୋର କୌଣସି ଯୋଗ୍ୟତା ନାହିଁ । "ତେଣୁ ଏହିପରି ଭାବରେ, ଯଦି ଜଣେ କୃଷ୍ଣଙ୍କ ବିରହ ଅନୁଭବ କରେ, "କୃଷ୍ଣ, ମୁଁ ତୁମକୁ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ, " ଏହି ବିରହ ଭାବନା ଆପଣଙ୍କୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ। ଏହା ନୁହେଁ "କୃଷ୍ଣ, ମୁଁ ତୁମକୁ ଦେଖିଛି । ଶେଷ ହୋଇଗଲା । ମୁଁ ତୁମକୁ ବୁଝିଛି । ଶେଷ ହୋଇଗଲା । ମୋର ସମସ୍ତ ବ୍ୟବସାୟ ସମାପ୍ତ ହେଲା। " ନା! ଚିରଦିନ ପାଇଁ ନିଜକୁ ଭାବ ଯେ ମୁଁ କୃଷ୍ଣଙ୍କୁ ଦେଖିବା ପାଇଁ ଅଯୋଗ୍ୟ ଅଟେ। ଏହା ତୁମକୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ ।"
670329 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ