OR/680108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680108|OR/680110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680110}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680108CC-LOS_ANGELES_ND_02.mp3</mp3player>|"ତେଣୁ ତୁମେ ଅଳ୍ପ ସ୍ୱାଧୀନତା ପାଇଛ। କାରଣ ତୁମେ ଭଗବାନଙ୍କ ଏକ ଅଂଶ ଵିଶେଷ, ଭଗବାନଙ୍କ ସଂପୂର୍ଣ୍ଣ ସ୍ୱାଧୀନତା ଅଛି । ତେଣୁ ସ୍ୱାଧୀନତା ଗୁଣ ମଧ୍ୟ ତୁମଠାରେ ଅଛି । ଠିକ୍ ସୁନା ଭଳି: ସୁନାର କଣିକା ମଧ୍ୟ ସୁନା ଅଟେ । ସେହିପରି, କାରଣ ତୁମେ କୃଷ୍ଣଙ୍କର କଣିକା, ତେଣୁ ତୁମେ ସମସ୍ତ ଗୁଣକୁ ସୁକ୍ଷ୍ମ ପରିମାଣରେ ପାଇଛ, ଯଦିଓ ତୁମେ କୃଷ୍ଣଙ୍କର ସମସ୍ତ ଗୁଣ ପାଇଛ । କୃଷ୍ଣ ଯେପରି ..., ଭଗବାନ ସମ୍ପୂର୍ଣ୍ଣ ସ୍ୱାଧୀନ, ତେଣୁ ତୁମେ ସ୍ୱାଧୀନ ହେବାକୁ ଚାହୁଁଛ । ତୁମର ଅନ୍ତରଭାବ ସର୍ବଦା ସ୍ୱାଧୀନ ରହିବାକୁ ଆତୁର। କିନ୍ତୁ ତୁମେ ସର୍ତ୍ତମୂଳକ ହୋଇଛ। ତୁମେ ପ୍ରତିବନ୍ଧିତ ହୋଇଛ। ଯେତେବେଳେ ତୁମେ ତୁମର ଆଧ୍ୟାତ୍ମିକ ଜୀବନ ଫେରି ପାଇବ, ତୁମେ ମଧ୍ୟ କୃଷ୍ଣଙ୍କ ପରି ସ୍ୱାଧୀନ ହେବ । "|Vanisource:680108 - Lecture CC Madhya 06.254 - Los Angeles|680108 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ}}

Latest revision as of 00:16, 13 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତୁମେ ଅଳ୍ପ ସ୍ୱାଧୀନତା ପାଇଛ। କାରଣ ତୁମେ ଭଗବାନଙ୍କ ଏକ ଅଂଶ ଵିଶେଷ, ଭଗବାନଙ୍କ ସଂପୂର୍ଣ୍ଣ ସ୍ୱାଧୀନତା ଅଛି । ତେଣୁ ସ୍ୱାଧୀନତା ଗୁଣ ମଧ୍ୟ ତୁମଠାରେ ଅଛି । ଠିକ୍ ସୁନା ଭଳି: ସୁନାର କଣିକା ମଧ୍ୟ ସୁନା ଅଟେ । ସେହିପରି, କାରଣ ତୁମେ କୃଷ୍ଣଙ୍କର କଣିକା, ତେଣୁ ତୁମେ ସମସ୍ତ ଗୁଣକୁ ସୁକ୍ଷ୍ମ ପରିମାଣରେ ପାଇଛ, ଯଦିଓ ତୁମେ କୃଷ୍ଣଙ୍କର ସମସ୍ତ ଗୁଣ ପାଇଛ । କୃଷ୍ଣ ଯେପରି ..., ଭଗବାନ ସମ୍ପୂର୍ଣ୍ଣ ସ୍ୱାଧୀନ, ତେଣୁ ତୁମେ ସ୍ୱାଧୀନ ହେବାକୁ ଚାହୁଁଛ । ତୁମର ଅନ୍ତରଭାବ ସର୍ବଦା ସ୍ୱାଧୀନ ରହିବାକୁ ଆତୁର। କିନ୍ତୁ ତୁମେ ସର୍ତ୍ତମୂଳକ ହୋଇଛ। ତୁମେ ପ୍ରତିବନ୍ଧିତ ହୋଇଛ। ଯେତେବେଳେ ତୁମେ ତୁମର ଆଧ୍ୟାତ୍ମିକ ଜୀବନ ଫେରି ପାଇବ, ତୁମେ ମଧ୍ୟ କୃଷ୍ଣଙ୍କ ପରି ସ୍ୱାଧୀନ ହେବ । "
680108 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ