OR/680108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି

Revision as of 00:16, 13 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତୁମେ ଅଳ୍ପ ସ୍ୱାଧୀନତା ପାଇଛ। କାରଣ ତୁମେ ଭଗବାନଙ୍କ ଏକ ଅଂଶ ଵିଶେଷ, ଭଗବାନଙ୍କ ସଂପୂର୍ଣ୍ଣ ସ୍ୱାଧୀନତା ଅଛି । ତେଣୁ ସ୍ୱାଧୀନତା ଗୁଣ ମଧ୍ୟ ତୁମଠାରେ ଅଛି । ଠିକ୍ ସୁନା ଭଳି: ସୁନାର କଣିକା ମଧ୍ୟ ସୁନା ଅଟେ । ସେହିପରି, କାରଣ ତୁମେ କୃଷ୍ଣଙ୍କର କଣିକା, ତେଣୁ ତୁମେ ସମସ୍ତ ଗୁଣକୁ ସୁକ୍ଷ୍ମ ପରିମାଣରେ ପାଇଛ, ଯଦିଓ ତୁମେ କୃଷ୍ଣଙ୍କର ସମସ୍ତ ଗୁଣ ପାଇଛ । କୃଷ୍ଣ ଯେପରି ..., ଭଗବାନ ସମ୍ପୂର୍ଣ୍ଣ ସ୍ୱାଧୀନ, ତେଣୁ ତୁମେ ସ୍ୱାଧୀନ ହେବାକୁ ଚାହୁଁଛ । ତୁମର ଅନ୍ତରଭାବ ସର୍ବଦା ସ୍ୱାଧୀନ ରହିବାକୁ ଆତୁର। କିନ୍ତୁ ତୁମେ ସର୍ତ୍ତମୂଳକ ହୋଇଛ। ତୁମେ ପ୍ରତିବନ୍ଧିତ ହୋଇଛ। ଯେତେବେଳେ ତୁମେ ତୁମର ଆଧ୍ୟାତ୍ମିକ ଜୀବନ ଫେରି ପାଇବ, ତୁମେ ମଧ୍ୟ କୃଷ୍ଣଙ୍କ ପରି ସ୍ୱାଧୀନ ହେବ । "
680108 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ