OR/680110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680108b|OR/680110b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680110b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680110SB-LOS_ANGELES_ND_01.mp3</mp3player>|"ଆମେ କିପରି ଗଠିତ ହୋଇଛେ ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍। ଭଗବଦ୍-ଗୀତା ଆମର ସାମ୍ବିଧାନିକ ସ୍ଥିତିକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି: ଇନ୍ଦ୍ରିୟାଣି ପରାଣ୍ୟାହୁ ([[Vanisource: BG 3.42 (1972) । ଭ.ଗୀ. ୩-୪୨]]) । ଇନ୍ଦ୍ରିୟାଣି । ଇନ୍ଦ୍ରିୟାଣି ଅର୍ଥ ଇନ୍ଦ୍ରିୟ । ଯେପରି ମୋର ଭୌତିକ ଅସ୍ତିତ୍ୱ କ’ଣ? ମୁଁ ଏହି ଦୁନିଆରେ ଅଛି କଣ ପାଇଁ? ମୋ ଇନ୍ଦ୍ରିୟ ସୁଖ ପାଇଁ । ଖାଲି ଏତିକି। ଏହା ହେଉଛି ପ୍ରଥମ ସାମ୍ବିଧାନିକ ସ୍ଥିତି । ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ଜୀବ, ଖାଇବା, ଶୋଇବା ଏବଂ ରକ୍ଷା କରିବା ଏବଂ ମିଳନ ପାଇଁ ବ୍ୟସ୍ତ । ଏହାର ଅର୍ଥ ଶାରୀରିକ ଆବଶ୍ୟକତା, ଇନ୍ଦ୍ରିୟଗୁଡିକ । ସର୍ବପ୍ରଥମେ, ଆମର ଅସ୍ତିତ୍ୱର ପ୍ରମୁଖ କାରଣ ହେଉଛି ଇନ୍ଦ୍ରିୟ । ତେଣୁ ଭଗବଦ୍-ଗୀତା କହନ୍ତି, ଇନ୍ଦ୍ରିୟାଣି ପରାଣ୍ୟାହୁ । ମୋର ଭୌତିକ ଅସ୍ତିତ୍ୱର ଅର୍ଥ ହେଉଛି ଇନ୍ଦ୍ରିୟ  ଉପଭୋଗ । ଖାଲି ଏତିକି।"|Vanisource:680110 - Lecture SB 01.05.02 - Los Angeles|680110 - ପ୍ରବଚନ SB 01.05.02 - ଲସ ଆ଼ଞ୍ଜେଲ୍ସ}}

Latest revision as of 00:16, 13 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କିପରି ଗଠିତ ହୋଇଛେ ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍। ଭଗବଦ୍-ଗୀତା ଆମର ସାମ୍ବିଧାନିକ ସ୍ଥିତିକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି: ଇନ୍ଦ୍ରିୟାଣି ପରାଣ୍ୟାହୁ (Vanisource: BG 3.42 (1972) । ଭ.ଗୀ. ୩-୪୨) । ଇନ୍ଦ୍ରିୟାଣି । ଇନ୍ଦ୍ରିୟାଣି ଅର୍ଥ ଇନ୍ଦ୍ରିୟ । ଯେପରି ମୋର ଭୌତିକ ଅସ୍ତିତ୍ୱ କ’ଣ? ମୁଁ ଏହି ଦୁନିଆରେ ଅଛି କଣ ପାଇଁ? ମୋ ଇନ୍ଦ୍ରିୟ ସୁଖ ପାଇଁ । ଖାଲି ଏତିକି। ଏହା ହେଉଛି ପ୍ରଥମ ସାମ୍ବିଧାନିକ ସ୍ଥିତି । ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ଜୀବ, ଖାଇବା, ଶୋଇବା ଏବଂ ରକ୍ଷା କରିବା ଏବଂ ମିଳନ ପାଇଁ ବ୍ୟସ୍ତ । ଏହାର ଅର୍ଥ ଶାରୀରିକ ଆବଶ୍ୟକତା, ଇନ୍ଦ୍ରିୟଗୁଡିକ । ସର୍ବପ୍ରଥମେ, ଆମର ଅସ୍ତିତ୍ୱର ପ୍ରମୁଖ କାରଣ ହେଉଛି ଇନ୍ଦ୍ରିୟ । ତେଣୁ ଭଗବଦ୍-ଗୀତା କହନ୍ତି, ଇନ୍ଦ୍ରିୟାଣି ପରାଣ୍ୟାହୁ । ମୋର ଭୌତିକ ଅସ୍ତିତ୍ୱର ଅର୍ଥ ହେଉଛି ଇନ୍ଦ୍ରିୟ ଉପଭୋଗ । ଖାଲି ଏତିକି।"
680110 - ପ୍ରବଚନ SB 01.05.02 - ଲସ ଆ଼ଞ୍ଜେଲ୍ସ