OR/680317b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680317 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680317|OR/680318 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680318}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680317BG-SAN_FRANCISCO_ND_02.mp3</mp3player>|"ସମଗ୍ର କାର୍ଯ୍ୟକଳାପ ହେଉଛି କୃଷ୍ଣଙ୍କ ପ୍ରତି ଆସକ୍ତି କିପରି ବିକାଶ କରାଯିବ। ଯଦି ଆପଣ ସେହି ଆସକ୍ତିକୁ ଏକ ସେକେଣ୍ଡ ମଧ୍ୟରେ ବିକଶିତ କରିଛନ୍ତି, ଓହ, ତେବେ କାର୍ଯ୍ୟକ୍ରମ ଏକ ସେକେଣ୍ଡ ମଧ୍ୟରେ ସମାପ୍ତ ହେବ। ଏବଂ ଯଦି ଆପଣ ବର୍ଷ ବର୍ଷ ଧରି ସେହି ଆସକ୍ତି ବିକାଶ କରିପାରିବେ ନାହିଁ, ତେବେ ଏହା ଅତ୍ୟନ୍ତ କଷ୍ଟକର। କେବଳ ପରୀକ୍ଷଣ ହେଉଛି ତୁମେ କୃଷ୍ଣଙ୍କ ପାଇଁ ତୁମର ଆସକ୍ତିକୁ କିପରି ବିକଶିତ କରିଛ । ଯଦି ତୁମେ ଏହା ଉପରେ ଗମ୍ଭୀର, ଏହା ଏକ ସେକେଣ୍ଡ ମଧ୍ୟରେ ହୋଇପାରିବ । ଯଦି ତୁମେ ଏହା ଉପରେ ଗମ୍ଭୀର ନୁହଁ, ଏହା ଅନେକ ଜୀବନରେ ହୋଇପାରିବ ନାହିଁ । ତେଣୁ ଏହା ତୁମେ କେତେ ଗମ୍ଭୀର ତାହା ଉପରେ ନିର୍ଭର କରେ । କୃଷ୍ଣ ଏକ ଭୌତିକ ଜିନିଷ ନୁହେଁ ଯାହା ପାଇଁ ଏହା କିଛି ନିର୍ଦ୍ଦିଷ୍ଟ ସମୟ ଆବଶ୍ୟକ କରେ କିମ୍ବା ... ନା। କେବଳ ଜିନିଷ ହେଉଛି "ମୟ୍ୟାସକ୍ତମନାଃ" ([[Vanisource:BG 7.1 (1972) | ଭ.ଗୀ. ୭.୧]]) । କୃଷ୍ଣଙ୍କ ପାଇଁ ତୁମକୁ ପୂର୍ଣ୍ଣ ଆସକ୍ତି  ବିକାଶ କରିବାକୁ ପଡିବ ।"|Vanisource:680317 - Lecture BG 07.01 - San Francisco|680317 - ପ୍ରବଚନ BG 07.01 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:05, 17 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମଗ୍ର କାର୍ଯ୍ୟକଳାପ ହେଉଛି କୃଷ୍ଣଙ୍କ ପ୍ରତି ଆସକ୍ତି କିପରି ବିକାଶ କରାଯିବ। ଯଦି ଆପଣ ସେହି ଆସକ୍ତିକୁ ଏକ ସେକେଣ୍ଡ ମଧ୍ୟରେ ବିକଶିତ କରିଛନ୍ତି, ଓହ, ତେବେ କାର୍ଯ୍ୟକ୍ରମ ଏକ ସେକେଣ୍ଡ ମଧ୍ୟରେ ସମାପ୍ତ ହେବ। ଏବଂ ଯଦି ଆପଣ ବର୍ଷ ବର୍ଷ ଧରି ସେହି ଆସକ୍ତି ବିକାଶ କରିପାରିବେ ନାହିଁ, ତେବେ ଏହା ଅତ୍ୟନ୍ତ କଷ୍ଟକର। କେବଳ ପରୀକ୍ଷଣ ହେଉଛି ତୁମେ କୃଷ୍ଣଙ୍କ ପାଇଁ ତୁମର ଆସକ୍ତିକୁ କିପରି ବିକଶିତ କରିଛ । ଯଦି ତୁମେ ଏହା ଉପରେ ଗମ୍ଭୀର, ଏହା ଏକ ସେକେଣ୍ଡ ମଧ୍ୟରେ ହୋଇପାରିବ । ଯଦି ତୁମେ ଏହା ଉପରେ ଗମ୍ଭୀର ନୁହଁ, ଏହା ଅନେକ ଜୀବନରେ ହୋଇପାରିବ ନାହିଁ । ତେଣୁ ଏହା ତୁମେ କେତେ ଗମ୍ଭୀର ତାହା ଉପରେ ନିର୍ଭର କରେ । କୃଷ୍ଣ ଏକ ଭୌତିକ ଜିନିଷ ନୁହେଁ ଯାହା ପାଇଁ ଏହା କିଛି ନିର୍ଦ୍ଦିଷ୍ଟ ସମୟ ଆବଶ୍ୟକ କରେ କିମ୍ବା ... ନା। କେବଳ ଜିନିଷ ହେଉଛି "ମୟ୍ୟାସକ୍ତମନାଃ" ( ଭ.ଗୀ. ୭.୧) । କୃଷ୍ଣଙ୍କ ପାଇଁ ତୁମକୁ ପୂର୍ଣ୍ଣ ଆସକ୍ତି ବିକାଶ କରିବାକୁ ପଡିବ ।"
680317 - ପ୍ରବଚନ BG 07.01 - ସାନ୍ ଫ୍ରାନ୍ସିସ୍କୋ