OR/680402 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680328|OR/680504 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680504}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680402LE-SAN_FRANCISCO_ND_01.mp3</mp3player>|"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ  ରାମ ରାମ ହରେ ହରେ ଏହି ଜପ ହେଉଛି ଦିବ୍ୟ କମ୍ପନ, ଶବ୍ଦ । ଶବ୍ଦ ହେଉଛି ସମସ୍ତ ସୃଷ୍ଟିର ଉତ୍ପତ୍ତି । ତେଣୁ ଏହି ଦିବ୍ୟ  ଧ୍ୱନି, ଯଦି ତୁମେ ଜପିବ, ତୁମେ କୃଷ୍ଣ ଚେତନାର ଏହି ଦର୍ଶନକୁ ଅତି ଶୀଘ୍ର ବୁଝିବ । ଏବଂ ତୁମ ତରଫରୁ କୌଣସି କ୍ଷତି ନାହିଁ । ଧରାଯାଉ ତୁମେ ହରେ କୃଷ୍ଣ ଜପ କର; ତୁମେ କିଛି ହରାଇବ ନାହିଁ । କିନ୍ତୁ ଯଦି କୌଣସି ଲାଭ ଅଛି, ତୁମେ ଏହାକୁ କାହିଁକି ଚେଷ୍ଟା କରୁନାହଁ? ଆମେ କେବଳ ଜୋଡ ହାତରେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଦୟାକରି ହରେ କୃଷ୍ଣ ଜପ କରନ୍ତୁ । ଆମେ କେବଳ ଆପଣଙ୍କୁ ଅନୁରୋଧ କରୁଛୁ, ଆମେ ଆପଣଙ୍କୁ କିଛି ଦେବାକୁ କିମ୍ବା କିଛି ଯନ୍ତ୍ରଣା ଭୋଗିବାକୁ କିମ୍ବା ଶିକ୍ଷିତ ହେବାକୁ କିମ୍ବା ଇଞ୍ଜିନିୟର ହେବାକୁ କିମ୍ବା ଓକିଲ ହେବା ପରେ ଆମ ପାଖକୁ ଆସ ବୋଲି କହୁ ନାହୁଁ । ତୁମେ କ’ଣ କେବେ ଚିନ୍ତା କର ନାହିଁ, ତୁମର ସ୍ଥିତିରେ ରୁହ । କେବଳ ଏହି ଷୋହଳ ଶବ୍ଦ ଜପ କରିବାକୁ ଚେଷ୍ଟା କର, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ  ରାମ ରାମ ହରେ ହରେ ।"|Vanisource:680402 - Lecture - San Francisco|680402 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:15, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ଜପ ହେଉଛି ଦିବ୍ୟ କମ୍ପନ, ଶବ୍ଦ । ଶବ୍ଦ ହେଉଛି ସମସ୍ତ ସୃଷ୍ଟିର ଉତ୍ପତ୍ତି । ତେଣୁ ଏହି ଦିବ୍ୟ ଧ୍ୱନି, ଯଦି ତୁମେ ଜପିବ, ତୁମେ କୃଷ୍ଣ ଚେତନାର ଏହି ଦର୍ଶନକୁ ଅତି ଶୀଘ୍ର ବୁଝିବ । ଏବଂ ତୁମ ତରଫରୁ କୌଣସି କ୍ଷତି ନାହିଁ । ଧରାଯାଉ ତୁମେ ହରେ କୃଷ୍ଣ ଜପ କର; ତୁମେ କିଛି ହରାଇବ ନାହିଁ । କିନ୍ତୁ ଯଦି କୌଣସି ଲାଭ ଅଛି, ତୁମେ ଏହାକୁ କାହିଁକି ଚେଷ୍ଟା କରୁନାହଁ? ଆମେ କେବଳ ଜୋଡ ହାତରେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଦୟାକରି ହରେ କୃଷ୍ଣ ଜପ କରନ୍ତୁ । ଆମେ କେବଳ ଆପଣଙ୍କୁ ଅନୁରୋଧ କରୁଛୁ, ଆମେ ଆପଣଙ୍କୁ କିଛି ଦେବାକୁ କିମ୍ବା କିଛି ଯନ୍ତ୍ରଣା ଭୋଗିବାକୁ କିମ୍ବା ଶିକ୍ଷିତ ହେବାକୁ କିମ୍ବା ଇଞ୍ଜିନିୟର ହେବାକୁ କିମ୍ବା ଓକିଲ ହେବା ପରେ ଆମ ପାଖକୁ ଆସ ବୋଲି କହୁ ନାହୁଁ । ତୁମେ କ’ଣ କେବେ ଚିନ୍ତା କର ନାହିଁ, ତୁମର ସ୍ଥିତିରେ ରୁହ । କେବଳ ଏହି ଷୋହଳ ଶବ୍ଦ ଜପ କରିବାକୁ ଚେଷ୍ଟା କର, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ।"
680402 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ