OR/680504b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680504 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680504|OR/680506 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680506}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680504SB-BOSTON_ND_02.mp3</mp3player>|"ତେଣୁ ଜୀବନର ଏହି ଭୌତିକ ଅବସ୍ଥା ରୋଗଗ୍ରସ୍ତ ଅବସ୍ଥା। ଯାହା ଆମେ ଜାଣିନାହୁଁ। ଏବଂ ଆମେ ଏହି ରୋଗଗ୍ରସ୍ତ ଅବସ୍ଥାରେ ଉପଭୋଗ କରିବାକୁ ଚେଷ୍ଟା କରୁଛୁ। ଏହାର ଅର୍ଥ ହେଉଛି ଆମେ ଏହି ରୋଗକୁ ବଢାଉଛୁ - ଆମକୁ ଜାରି ରଖିବାକୁ ପଡିବ। ଆମେ ଏହି ରୋଗକୁ ଆରୋଗ୍ୟ କରୁନାହୁଁ। ଠିକ୍ ସେହିପରି ଡାକ୍ତର କିଛି ପ୍ରତିବନ୍ଧକ ଦିଅନ୍ତି, "ଆଃ, ମୋର ପ୍ରିୟ ରୋଗୀ, ତୁମେ ଏହିପରି ଖାଅ ନାହିଁ । ତୁମେ ଏହିପରି ପିଅ ନାହିଁ । ତୁମେ ଏହି ବଟିକା ନିଅ। " ।  ତେଣୁ କିଛି ପ୍ରତିବନ୍ଧକ ଏବଂ ନିୟମ ଅଛି - ଯାହାକୁ ତାପସ୍ୟା କୁହାଯାଏ । କିନ୍ତୁ ଯଦି ରୋଗୀ ଭାବନ୍ତି ଯେ "ମୁଁ କାହିଁକି ଏହି ସମସ୍ତ ପ୍ରତିବନ୍ଧକକୁ ଅନୁସରଣ କରିବି? ମୁଁ ଯାହା ଚାହିଁବି ତାହା ଖାଇବି। ମୁଁ ଯାହା ଚାହିଁବି ତାହା କରିବି। ମୁଁ ମୁକ୍ତ," ତେବେ ସେ ଆରୋଗ୍ୟ ହେବେ ନାହିଁ। ସେ ଆରୋଗ୍ୟ ହେବେ ନାହିଁ। "|Vanisource:680504 - Lecture SB 05.05.01-3 - Boston|680504 - ପ୍ରବଚନ SB 05.05.01-3 - ବୋଷ୍ଟୋନ୍}}

Latest revision as of 00:15, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଜୀବନର ଏହି ଭୌତିକ ଅବସ୍ଥା ରୋଗଗ୍ରସ୍ତ ଅବସ୍ଥା। ଯାହା ଆମେ ଜାଣିନାହୁଁ। ଏବଂ ଆମେ ଏହି ରୋଗଗ୍ରସ୍ତ ଅବସ୍ଥାରେ ଉପଭୋଗ କରିବାକୁ ଚେଷ୍ଟା କରୁଛୁ। ଏହାର ଅର୍ଥ ହେଉଛି ଆମେ ଏହି ରୋଗକୁ ବଢାଉଛୁ - ଆମକୁ ଜାରି ରଖିବାକୁ ପଡିବ। ଆମେ ଏହି ରୋଗକୁ ଆରୋଗ୍ୟ କରୁନାହୁଁ। ଠିକ୍ ସେହିପରି ଡାକ୍ତର କିଛି ପ୍ରତିବନ୍ଧକ ଦିଅନ୍ତି, "ଆଃ, ମୋର ପ୍ରିୟ ରୋଗୀ, ତୁମେ ଏହିପରି ଖାଅ ନାହିଁ । ତୁମେ ଏହିପରି ପିଅ ନାହିଁ । ତୁମେ ଏହି ବଟିକା ନିଅ। " । ତେଣୁ କିଛି ପ୍ରତିବନ୍ଧକ ଏବଂ ନିୟମ ଅଛି - ଯାହାକୁ ତାପସ୍ୟା କୁହାଯାଏ । କିନ୍ତୁ ଯଦି ରୋଗୀ ଭାବନ୍ତି ଯେ "ମୁଁ କାହିଁକି ଏହି ସମସ୍ତ ପ୍ରତିବନ୍ଧକକୁ ଅନୁସରଣ କରିବି? ମୁଁ ଯାହା ଚାହିଁବି ତାହା ଖାଇବି। ମୁଁ ଯାହା ଚାହିଁବି ତାହା କରିବି। ମୁଁ ମୁକ୍ତ," ତେବେ ସେ ଆରୋଗ୍ୟ ହେବେ ନାହିଁ। ସେ ଆରୋଗ୍ୟ ହେବେ ନାହିଁ। "
680504 - ପ୍ରବଚନ SB 05.05.01-3 - ବୋଷ୍ଟୋନ୍