OR/680506b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680506 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680506|OR/680508 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680508}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680506IN-BOSTON_ND_02.mp3</mp3player>|"ତେଣୁ କୃଷ୍ଣ ଚେତନାର ଏହି ପ୍ରକ୍ରିୟା ହେଉଛି ବ୍ରାହ୍ମଣ, ବୈଷ୍ଣବଙ୍କର ଉତ୍ପାଦନ ପ୍ରକ୍ରିୟା। ବୈଷ୍ଣବର ଅର୍ଥ ହେଉଛି ବ୍ରାହ୍ମଣୀୟ ପର୍ଯ୍ୟାୟକୁ ଅତିକ୍ରମ କରିବା। ବ୍ରହ୍ମ ଜାନାତି ବ୍ରାହ୍ମଣଃ  ।  ଯିଏ ବ୍ରହ୍ମଙ୍କୁ ହୃଦୟଙ୍ଗମ କରିଛି, ତାଙ୍କୁ ବ୍ରାହ୍ମଣ କୁହାଯାଏ । ବ୍ରହ୍ମଙ୍କୁ ହୃଦୟଙ୍ଗମ କରିବା ପରେ, ପରମାତ୍ମାଙ୍କ ହୃଦୟଙ୍ଗମ, ପରେ ଭଗବାନ୍ ହୃଦୟଙ୍ଗମ । ଏବଂ ଯିଏ ଭଗବାନ୍, ପରମପୁରୁଷ, ବିଷ୍ଣୁଙ୍କୁ ବୁଝିବାର ସ୍ଥରକୁ ଆସେ, ତାଙ୍କୁ ବୈଷ୍ଣବ କୁହାଯାଏ । ଜଣେ ବୈଷ୍ଣବ ଅର୍ଥ ହେଉଛି ସେ ପୂର୍ବରୁ ଜଣେ ବ୍ରାହ୍ମଣ ଅଟନ୍ତି।"|Vanisource:680506 - Lecture Initiation Brahmana - Boston|680506 - ପ୍ରବଚନ Initiation Brahmana - ବୋଷ୍ଟୋନ୍}}

Latest revision as of 00:16, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ ଚେତନାର ଏହି ପ୍ରକ୍ରିୟା ହେଉଛି ବ୍ରାହ୍ମଣ, ବୈଷ୍ଣବଙ୍କର ଉତ୍ପାଦନ ପ୍ରକ୍ରିୟା। ବୈଷ୍ଣବର ଅର୍ଥ ହେଉଛି ବ୍ରାହ୍ମଣୀୟ ପର୍ଯ୍ୟାୟକୁ ଅତିକ୍ରମ କରିବା। ବ୍ରହ୍ମ ଜାନାତି ବ୍ରାହ୍ମଣଃ । ଯିଏ ବ୍ରହ୍ମଙ୍କୁ ହୃଦୟଙ୍ଗମ କରିଛି, ତାଙ୍କୁ ବ୍ରାହ୍ମଣ କୁହାଯାଏ । ବ୍ରହ୍ମଙ୍କୁ ହୃଦୟଙ୍ଗମ କରିବା ପରେ, ପରମାତ୍ମାଙ୍କ ହୃଦୟଙ୍ଗମ, ପରେ ଭଗବାନ୍ ହୃଦୟଙ୍ଗମ । ଏବଂ ଯିଏ ଭଗବାନ୍, ପରମପୁରୁଷ, ବିଷ୍ଣୁଙ୍କୁ ବୁଝିବାର ସ୍ଥରକୁ ଆସେ, ତାଙ୍କୁ ବୈଷ୍ଣବ କୁହାଯାଏ । ଜଣେ ବୈଷ୍ଣବ ଅର୍ଥ ହେଉଛି ସେ ପୂର୍ବରୁ ଜଣେ ବ୍ରାହ୍ମଣ ଅଟନ୍ତି।"
680506 - ପ୍ରବଚନ Initiation Brahmana - ବୋଷ୍ଟୋନ୍