OR/680506b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

Revision as of 00:16, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ ଚେତନାର ଏହି ପ୍ରକ୍ରିୟା ହେଉଛି ବ୍ରାହ୍ମଣ, ବୈଷ୍ଣବଙ୍କର ଉତ୍ପାଦନ ପ୍ରକ୍ରିୟା। ବୈଷ୍ଣବର ଅର୍ଥ ହେଉଛି ବ୍ରାହ୍ମଣୀୟ ପର୍ଯ୍ୟାୟକୁ ଅତିକ୍ରମ କରିବା। ବ୍ରହ୍ମ ଜାନାତି ବ୍ରାହ୍ମଣଃ । ଯିଏ ବ୍ରହ୍ମଙ୍କୁ ହୃଦୟଙ୍ଗମ କରିଛି, ତାଙ୍କୁ ବ୍ରାହ୍ମଣ କୁହାଯାଏ । ବ୍ରହ୍ମଙ୍କୁ ହୃଦୟଙ୍ଗମ କରିବା ପରେ, ପରମାତ୍ମାଙ୍କ ହୃଦୟଙ୍ଗମ, ପରେ ଭଗବାନ୍ ହୃଦୟଙ୍ଗମ । ଏବଂ ଯିଏ ଭଗବାନ୍, ପରମପୁରୁଷ, ବିଷ୍ଣୁଙ୍କୁ ବୁଝିବାର ସ୍ଥରକୁ ଆସେ, ତାଙ୍କୁ ବୈଷ୍ଣବ କୁହାଯାଏ । ଜଣେ ବୈଷ୍ଣବ ଅର୍ଥ ହେଉଛି ସେ ପୂର୍ବରୁ ଜଣେ ବ୍ରାହ୍ମଣ ଅଟନ୍ତି।"
680506 - ପ୍ରବଚନ Initiation Brahmana - ବୋଷ୍ଟୋନ୍