OR/680619b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680619 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680619|OR/680620 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680620}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680619BG-MONTREAL_ND_02.mp3</mp3player>|"କୃଷ୍ଣ ବ୍ୟାଖ୍ୟା କରୁଛନ୍ତି ଯେ କିପରି ଜଣେ ଅତି ସହଜରେ ଆଧ୍ୟାତ୍ମିକ ଦୁନିଆରେ କିମ୍ବା ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରିବ। ସରଳ ସୂତ୍ର ହେଉଛି ଯେ ଯିଏ ଭଗବାନଙ୍କ ପ୍ରକଟ, ଅପ୍ରକଟ, କାର୍ଯ୍ୟକଳାପକୁ ଦିବ୍ୟ ବୋଲି ବୁଝି ପାରେ, ପୂର୍ଣ୍ଣ ସତ୍ୟ ବିଷୟରେ ପୂର୍ଣ୍ଣ ଜ୍ଞାନ ସହିତ, କେବଳ ଏହା ବୁଝିବା ଦ୍ୱାରା ଜଣେ ତୁରନ୍ତ ଆଧ୍ୟାତ୍ମିକ ରାଜ୍ୟରେ ପ୍ରବେଶ କରିପାରିବ । ପୂର୍ଣ୍ଣ ସତ୍ୟ ବିଷୟରେ ଜାଣିବା ଆମର ବର୍ତ୍ତମାନର ଇନ୍ଦ୍ରିୟ ଦ୍ୱାରା ସମ୍ଭବ ନୁହେଁ । ତାହା ମଧ୍ୟ ଅନ୍ୟ ଏକ ସତ୍ୟ । କାରଣ ବର୍ତ୍ତମାନ ମୁହୂର୍ତ୍ତରେ ଆମେ ଭୌତିକ ଭାବରେ ..., ଭୌତିକତାରେ ପ୍ରଭାବିତ ହୋଇଛେ; ଭୌତିକ ଇନ୍ଦ୍ରିୟ ନୁହେଁ । ଆମର ଇନ୍ଦ୍ରିୟ ମୂଳତଃ ଆଧ୍ୟାତ୍ମିକ, କିନ୍ତୁ ଏହା ଭୌତିକ ପ୍ରଦୂଷଣ ଦ୍ୱାରା ଆଚ୍ଛାଦିତ । ତେଣୁ ପ୍ରକ୍ରିୟା ହେଉଛି ଆମର ଭୌତିକ ଅସ୍ତିତ୍ୱର ଆବରଣକୁ ଶୁଦ୍ଧ କରିବା । ଏବଂ ତାହା ମଧ୍ୟ ପରାମର୍ଶ ଦିଆଯାଇଛି - କେବଳ ସେବା ମନୋଭାବ ଦ୍ୱାରା। "|Vanisource:680619 - Lecture BG 04.09 - Montreal|680619 - ପ୍ରବଚନ BG 04.09 - ମନ୍ତ୍ରେଆଲ}}

Latest revision as of 00:21, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ବ୍ୟାଖ୍ୟା କରୁଛନ୍ତି ଯେ କିପରି ଜଣେ ଅତି ସହଜରେ ଆଧ୍ୟାତ୍ମିକ ଦୁନିଆରେ କିମ୍ବା ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରିବ। ସରଳ ସୂତ୍ର ହେଉଛି ଯେ ଯିଏ ଭଗବାନଙ୍କ ପ୍ରକଟ, ଅପ୍ରକଟ, କାର୍ଯ୍ୟକଳାପକୁ ଦିବ୍ୟ ବୋଲି ବୁଝି ପାରେ, ପୂର୍ଣ୍ଣ ସତ୍ୟ ବିଷୟରେ ପୂର୍ଣ୍ଣ ଜ୍ଞାନ ସହିତ, କେବଳ ଏହା ବୁଝିବା ଦ୍ୱାରା ଜଣେ ତୁରନ୍ତ ଆଧ୍ୟାତ୍ମିକ ରାଜ୍ୟରେ ପ୍ରବେଶ କରିପାରିବ । ପୂର୍ଣ୍ଣ ସତ୍ୟ ବିଷୟରେ ଜାଣିବା ଆମର ବର୍ତ୍ତମାନର ଇନ୍ଦ୍ରିୟ ଦ୍ୱାରା ସମ୍ଭବ ନୁହେଁ । ତାହା ମଧ୍ୟ ଅନ୍ୟ ଏକ ସତ୍ୟ । କାରଣ ବର୍ତ୍ତମାନ ମୁହୂର୍ତ୍ତରେ ଆମେ ଭୌତିକ ଭାବରେ ..., ଭୌତିକତାରେ ପ୍ରଭାବିତ ହୋଇଛେ; ଭୌତିକ ଇନ୍ଦ୍ରିୟ ନୁହେଁ । ଆମର ଇନ୍ଦ୍ରିୟ ମୂଳତଃ ଆଧ୍ୟାତ୍ମିକ, କିନ୍ତୁ ଏହା ଭୌତିକ ପ୍ରଦୂଷଣ ଦ୍ୱାରା ଆଚ୍ଛାଦିତ । ତେଣୁ ପ୍ରକ୍ରିୟା ହେଉଛି ଆମର ଭୌତିକ ଅସ୍ତିତ୍ୱର ଆବରଣକୁ ଶୁଦ୍ଧ କରିବା । ଏବଂ ତାହା ମଧ୍ୟ ପରାମର୍ଶ ଦିଆଯାଇଛି - କେବଳ ସେବା ମନୋଭାବ ଦ୍ୱାରା। "
680619 - ପ୍ରବଚନ BG 04.09 - ମନ୍ତ୍ରେଆଲ