OR/680728 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:24, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମୋର କଥା ହେଉଛି ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ମାନବ ସମାଜରେ ଏକ ସ୍ଵତନ୍ତ୍ର ଯୋଗ୍ୟତା ରହିଛି। ଗତକାଲି ମୁଁ ହାର୍ଡୱାରର ସେହି ଚର୍ଚ୍ଚରେ ଗୋଟିଏ ଚିତ୍ର ଦେଖୁଥିଲି। ଗଙ୍ଗାରେ ଗାଧୋଇବା ପାଇଁ ସେଠାରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ। ୧୯୫୮ ଜଗନ୍ନାଥ ପୁରୀରେ ଏକ ସ୍ଵତନ୍ତ୍ର ମେଳା ହୋଇଥିଲା। ଆଲମାନାକରେ ଲେଖାଯାଇଥିଲା ଯେ ସେହି ନିର୍ଦ୍ଦିଷ୍ଟ ଦିନରେ ଯଦି କେହି ସମୁଦ୍ରରେ ସ୍ନାନ କରନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଥାଆନ୍ତି, ତେବେ ସେ ମୁକ୍ତ ହେବେ। ମୁଁ ମଧ୍ୟ ସେଠାରେ ଏବଂ ଅନ୍ୟ ସାଙ୍ଗମାନଙ୍କ ସହିତ ଥିଲି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଘଣ୍ଟା ପରିଦର୍ଶନ ପାଇଁ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଛଅ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ। ଏବଂ ସମୁଦ୍ରରେ ଗାଧୋଇବା ଏବଂ ମନ୍ଦିର ପରିଦର୍ଶନ କରିବା ପାଇଁ ସରକାରଙ୍କୁ ଏକ ବିଶେଷ ବ୍ୟବସ୍ଥା କରିବାକୁ ପଡିଲା।"
680728 - ପ୍ରବଚନ ଭାରତୀୟ ଦର୍ଶକଙ୍କୁ - ମନ୍ତ୍ରେଆଲ