OR/680814 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680813 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680813|OR/680815 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680815}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680814SB-MONTREAL_ND_01.mp3</mp3player>|"ତେଣୁ ଆମକୁ ଏହି ଅସ୍ଥାୟୀ ଶରୀରର ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ। ଏହାକୁ ମିଥ୍ୟା ଭାବନ୍ତୁ ନାହିଁ। ଠିକ୍ ଟ୍ରେନ୍ ପରି ... ଆପଣଙ୍କ ଦେଶରେ ଆପଣଙ୍କର କୌଣସି ଅଭିଜ୍ଞତା ନାହିଁ। ଭାରତରେ ଆମକୁ ଅଭିଜ୍ଞତା ମିଳିଛି। ଯେତେବେଳେ ଡାକ ଟ୍ରେନ୍ ଟିକିଏ ଅଧିକ ସମୟ ରହିଥାଏ... ଭାରତର ଲୋକମାନେ, ସେମାନେ ପ୍ରତିଦିନ ଗାଧୋଇବାକୁ ଅଭ୍ୟସ୍ତ । ତେଣୁ ତୁରନ୍ତ ସେମାନେ କିଛି ସୁବିଧା ନିଅନ୍ତି, ଏବଂ ସେମାନେ ଗାଧୋଇବା ଆରମ୍ଭ କରନ୍ତି । ଏବଂ ଷ୍ଟେସନରେ ଏତେଗୁଡ଼ିଏ ପାଣି ଟ୍ୟାପ୍ ଅଛି, ଏବଂ ପ୍ରତ୍ୟେକ ଟ୍ୟାପ୍ ବ୍ୟବହୃତ ହୋଇଥାଏ । ବଢିଆ ଉପଯୋଗ କରିବାକୁ। କାରଣ ସେମାନେ ଭାବନ୍ତି ଯେ "ଆମ ପାଖରେ ଅଧ ଘଣ୍ଟା ସମୟ ଅଛି, ତେଣୁ ଆସନ୍ତୁ ଏହାକୁ ସଠିକ୍ ଭାବରେ ଉପଯୋଗ କରିବା ।" ତେଣୁ ଥରେ ଗାଧୋଇଲେ, ତେବେ ଦିନର ଯାତ୍ରା ଆନନ୍ଦଦାୟକ ଅଟେ । |Vanisource:680814 - Lecture SB 07.09.10-11 - Montreal|680814 - ପ୍ରବଚନ SB 07.09.10-11 - ମନ୍ତ୍ରେଆଲ}}

Latest revision as of 00:10, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମକୁ ଏହି ଅସ୍ଥାୟୀ ଶରୀରର ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ। ଏହାକୁ ମିଥ୍ୟା ଭାବନ୍ତୁ ନାହିଁ। ଠିକ୍ ଟ୍ରେନ୍ ପରି ... ଆପଣଙ୍କ ଦେଶରେ ଆପଣଙ୍କର କୌଣସି ଅଭିଜ୍ଞତା ନାହିଁ। ଭାରତରେ ଆମକୁ ଅଭିଜ୍ଞତା ମିଳିଛି। ଯେତେବେଳେ ଡାକ ଟ୍ରେନ୍ ଟିକିଏ ଅଧିକ ସମୟ ରହିଥାଏ... ଭାରତର ଲୋକମାନେ, ସେମାନେ ପ୍ରତିଦିନ ଗାଧୋଇବାକୁ ଅଭ୍ୟସ୍ତ । ତେଣୁ ତୁରନ୍ତ ସେମାନେ କିଛି ସୁବିଧା ନିଅନ୍ତି, ଏବଂ ସେମାନେ ଗାଧୋଇବା ଆରମ୍ଭ କରନ୍ତି । ଏବଂ ଷ୍ଟେସନରେ ଏତେଗୁଡ଼ିଏ ପାଣି ଟ୍ୟାପ୍ ଅଛି, ଏବଂ ପ୍ରତ୍ୟେକ ଟ୍ୟାପ୍ ବ୍ୟବହୃତ ହୋଇଥାଏ । ବଢିଆ ଉପଯୋଗ କରିବାକୁ। କାରଣ ସେମାନେ ଭାବନ୍ତି ଯେ "ଆମ ପାଖରେ ଅଧ ଘଣ୍ଟା ସମୟ ଅଛି, ତେଣୁ ଆସନ୍ତୁ ଏହାକୁ ସଠିକ୍ ଭାବରେ ଉପଯୋଗ କରିବା ।" ତେଣୁ ଥରେ ଗାଧୋଇଲେ, ତେବେ ଦିନର ଯାତ୍ରା ଆନନ୍ଦଦାୟକ ଅଟେ ।
680814 - ପ୍ରବଚନ SB 07.09.10-11 - ମନ୍ତ୍ରେଆଲ