OR/680904 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:14, 29 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ଯୋଗର ଅଗ୍ରଗତି ଦ୍ୱାରା ଜଣେ ପ୍ରଶଂସା କରିବା ଉଚିତ୍। ଜଣେ ନିଜକୁ ଜାଣିବା ଉଚିତ୍। ଅନ୍ୟମାନଙ୍କ ସୁପାରିଶର କୌଣସି ଆବଶ୍ୟକତା ନାହିଁ ଯେ, ମୁଁ ଜଣେ ମହାନ୍ ଯୋଗୀ କି ନୁହେଁ। ମୋର ଉନ୍ନତି ଅନ୍ୟର ପ୍ରଶଂସା ଉପରେ ନିର୍ଭର କରେ ନାହିଁ। କିନ୍ତୁ ମୁଁ ନିଜକୁ ପ୍ରତାରଣା କରିବା ଉଚିତ୍ ନୁହେଁ। ଯୋଗ୍ୟତା ନ ଥାଇ ମୁଁ ନିଜକୁ ସର୍ବୋଚ୍ଚ ଭଗବାନ ବୋଲି ଭାବିବା ଉଚିତ୍ ନୁହେଁ। ଏହା ଏକ ଆତ୍ମ-ପ୍ରତାରଣା ପ୍ରକ୍ରିୟା।"
680904 - ପ୍ରବଚନ Excerpt - ନିୟୁର୍କ