OR/680905b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680905 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680905|OR/680910 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680910}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680905IN-NEW_YORK_ND_02.mp3</mp3player>|"ଭଗବଦ୍-ଗୀତାରେ ଏହା କୁହାଯାଇ ଅଛି, ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ([[Vanisource: BG 4.13 (1972) | ଭ.ଗୀ. ୪.୧୩]]) । ଏହି ଚାରୋଟି ଶ୍ରେଣୀର ବିଭାଜନ ବିଭିନ୍ନ ଗୁଣ ଅନୁଯାୟୀ ହୋଇଅଛି, ଏବଂ କୃଷ୍ଣ କୁହନ୍ତି, କିମ୍ବା ଭଗବାନ କୁହନ୍ତି, ତାହା ହେଉଛି ମୋର ସୃଷ୍ଟି । ତେଣୁ ତାଙ୍କ ସୃଷ୍ଟିର କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ । ଯେପରି ଭଗବାନଙ୍କ ସୃଷ୍ଟି ସୂର୍ଯ୍ୟ ଅଟେ । ପ୍ରତ୍ୟେକ ଦେଶରେ ସୂର୍ଯ୍ୟ ଅଛି, ଏହା ନୁହେଁ ଯେ ଭାରତରେ ଏକ ସୂର୍ଯ୍ୟ ଦେଖାଯାଏ । ପ୍ରତ୍ୟେକ ଦେଶରେ ଚନ୍ଦ୍ର ଅଛି । ସେହିଭଳି ଏହି ଜାତି ପ୍ରଣାଳୀ ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ସମାଜରେ ଉପସ୍ଥିତ, କିନ୍ତୁ ଏହାକୁ ଭିନ୍ନ ନାମରେ କୁହାଯାଇପାରେ।"|Vanisource:680905 - Lecture Initiation and Wedding - New York|680905 - ପ୍ରବଚନ ଦୀକ୍ଷା ଓ ବିବାହ - ନିୟୁର୍କ}}

Latest revision as of 00:14, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ଏହା କୁହାଯାଇ ଅଛି, ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ( ଭ.ଗୀ. ୪.୧୩) । ଏହି ଚାରୋଟି ଶ୍ରେଣୀର ବିଭାଜନ ବିଭିନ୍ନ ଗୁଣ ଅନୁଯାୟୀ ହୋଇଅଛି, ଏବଂ କୃଷ୍ଣ କୁହନ୍ତି, କିମ୍ବା ଭଗବାନ କୁହନ୍ତି, ତାହା ହେଉଛି ମୋର ସୃଷ୍ଟି । ତେଣୁ ତାଙ୍କ ସୃଷ୍ଟିର କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ । ଯେପରି ଭଗବାନଙ୍କ ସୃଷ୍ଟି ସୂର୍ଯ୍ୟ ଅଟେ । ପ୍ରତ୍ୟେକ ଦେଶରେ ସୂର୍ଯ୍ୟ ଅଛି, ଏହା ନୁହେଁ ଯେ ଭାରତରେ ଏକ ସୂର୍ଯ୍ୟ ଦେଖାଯାଏ । ପ୍ରତ୍ୟେକ ଦେଶରେ ଚନ୍ଦ୍ର ଅଛି । ସେହିଭଳି ଏହି ଜାତି ପ୍ରଣାଳୀ ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ସମାଜରେ ଉପସ୍ଥିତ, କିନ୍ତୁ ଏହାକୁ ଭିନ୍ନ ନାମରେ କୁହାଯାଇପାରେ।"
680905 - ପ୍ରବଚନ ଦୀକ୍ଷା ଓ ବିବାହ - ନିୟୁର୍କ