OR/681105 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681030 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681030|OR/681108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681108}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681105BS-LOS_ANGELES_ND_01.mp3</mp3player>|"ତେଣୁ ଭଗବାନଙ୍କ ବାସସ୍ଥାନ ଚିନ୍ତାମଣି ପଥରରେ ନିର୍ମିତ। ସେଠାରେ ଘର ଅଛି ... ଯେହେତୁ ଆମେ ଏହି ଦୁନିଆରେ ଆମର ଅଭିଜ୍ଞତା ପାଇଛୁ ଯେ ଘରଗୁଡ଼ିକ ଇଟା ତିଆରି ହୋଇଛି, ସେଠାରେ, ଦିବ୍ୟ ଦୁନିଆରେ, ଘରଗୁଡ଼ିକ ଏହି ଚିନ୍ତାମଣି ପଥରରେ ନିର୍ମିତ । ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ (ବ୍ର.ସ. ୫.୨୯)। ସେଠାରେ ମଧ୍ୟ ଗଛ ଅଛି, କିନ୍ତୁ ସେହି ଗଛଗୁଡିକ ଏହି ଗଛ ପରି ନୁହେଁ। ଗଛଗୁଡ଼ିକ କଳ୍ପ-ବୃକ୍ଷ। ଏଠାରେ ଆପଣ ଗୋଟିଏ ଜିନିଷ ନେଇପାରିବେ ..., ଗୋଟିଏ ପ୍ରକାର ଫଳ ଗୋଟିଏ ଗଛରୁ, କିନ୍ତୁ ସେଠାରେ, ଗଛରୁ ତୁମେ କିଛିବି ମାଗି ପାରିବ ଏବଂ ତୁମେ ତାହା ପାଇବ, କାରଣ ସେହି ଗଛଗୁଡ଼ିକ ସମସ୍ତ ଆଧ୍ୟାତ୍ମିକ ଅଟେ । ତାହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ପାର୍ଥକ୍ୟ ।"|Vanisource:681105 - Lecture BS 5.29 - Los Angeles|681105 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:13, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନଙ୍କ ବାସସ୍ଥାନ ଚିନ୍ତାମଣି ପଥରରେ ନିର୍ମିତ। ସେଠାରେ ଘର ଅଛି ... ଯେହେତୁ ଆମେ ଏହି ଦୁନିଆରେ ଆମର ଅଭିଜ୍ଞତା ପାଇଛୁ ଯେ ଘରଗୁଡ଼ିକ ଇଟା ତିଆରି ହୋଇଛି, ସେଠାରେ, ଦିବ୍ୟ ଦୁନିଆରେ, ଘରଗୁଡ଼ିକ ଏହି ଚିନ୍ତାମଣି ପଥରରେ ନିର୍ମିତ । ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ (ବ୍ର.ସ. ୫.୨୯)। ସେଠାରେ ମଧ୍ୟ ଗଛ ଅଛି, କିନ୍ତୁ ସେହି ଗଛଗୁଡିକ ଏହି ଗଛ ପରି ନୁହେଁ। ଗଛଗୁଡ଼ିକ କଳ୍ପ-ବୃକ୍ଷ। ଏଠାରେ ଆପଣ ଗୋଟିଏ ଜିନିଷ ନେଇପାରିବେ ..., ଗୋଟିଏ ପ୍ରକାର ଫଳ ଗୋଟିଏ ଗଛରୁ, କିନ୍ତୁ ସେଠାରେ, ଗଛରୁ ତୁମେ କିଛିବି ମାଗି ପାରିବ ଏବଂ ତୁମେ ତାହା ପାଇବ, କାରଣ ସେହି ଗଛଗୁଡ଼ିକ ସମସ୍ତ ଆଧ୍ୟାତ୍ମିକ ଅଟେ । ତାହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ପାର୍ଥକ୍ୟ ।"
681105 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ