OR/681127b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681127 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681127|OR/681129 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681129}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681127BG-LOS_ANGELES_ND_02.mp3</mp3player>|"ମୃତ ଶରୀର, ଧରାଯାଉ ଯେତେବେଳେ ଶରୀର ମରିଯାଏ, ଏହାର କୌଣସି ମୂଲ୍ୟ ନାହିଁ। ବିଳାପର ଲାଭ କ’ଣ? ଆପଣ ହଜାର ହଜାର ବର୍ଷ ଧରି ବିଳାପ କରିପାରିବେ, ଏହା ଜୀବନ୍ତ ହେବ ନାହିଁ। ତେଣୁ ମୃତ ଦେହ ପାଇଁ ବିଳାପ କରିବାର କୌଣସି କାରଣ ନାହିଁ। ଏବଂ ଯେପର୍ଯ୍ୟନ୍ତ ଆତ୍ମା ପାଇଁ ଚିନ୍ତିତ, ଏହା ଅନନ୍ତ ଅଟେ । ଏପରିକି ଏହା ମୃତ ପରି ଦେଖାଯାଏ, କିମ୍ବା ଏହି ଶରୀରର ମୃତ୍ୟୁ ସହିତ ସେ ମରନ୍ତି ନାହିଁ । ତେବେ କାହିଁକି ଜଣେ ଅତିଷ୍ଠ ହେବା ଉଚିତ୍, "ଓଃ, ମୋ ବାପା ମରିଗଲେ, ମୋର ଏ ସମ୍ପର୍କୀୟ ମରିଗଲେ, ଏବଂ କାନ୍ଦୁଛନ୍ତି? ସେ ମରି ନାହାଁନ୍ତି। ଏହି ଜ୍ଞାନ ଜଣେ ନିଶ୍ଚୟ ପାଇବା ଉଚିତ । ତା’ପରେ ସେ ସବୁ କ୍ଷେତ୍ରରେ ଖୁସି ହେବେ, ଏବଂ ସେ କେବଳ କୃଷ୍ଣଭାବନାମୃତ ପ୍ରତି ଆଗ୍ରହୀ ହେବେ । ଏ ଶରୀର ପାଇଁ ବିଳାପ କରିବାର କିଛି ନାହିଁ, ଜୀବନ୍ତ କିମ୍ବା ମୃତ। ଏହାକୁ ଏହି ଅଧ୍ୟାୟରେ କୃଷ୍ଣ ନିର୍ଦ୍ଦେଶ ଦେଇଛନ୍ତି।"|Vanisource:681127 - Lecture BG 02.08-12 - Los Angeles|681127 - ପ୍ରବଚନ BG 02.08-12 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:16, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୃତ ଶରୀର, ଧରାଯାଉ ଯେତେବେଳେ ଶରୀର ମରିଯାଏ, ଏହାର କୌଣସି ମୂଲ୍ୟ ନାହିଁ। ବିଳାପର ଲାଭ କ’ଣ? ଆପଣ ହଜାର ହଜାର ବର୍ଷ ଧରି ବିଳାପ କରିପାରିବେ, ଏହା ଜୀବନ୍ତ ହେବ ନାହିଁ। ତେଣୁ ମୃତ ଦେହ ପାଇଁ ବିଳାପ କରିବାର କୌଣସି କାରଣ ନାହିଁ। ଏବଂ ଯେପର୍ଯ୍ୟନ୍ତ ଆତ୍ମା ପାଇଁ ଚିନ୍ତିତ, ଏହା ଅନନ୍ତ ଅଟେ । ଏପରିକି ଏହା ମୃତ ପରି ଦେଖାଯାଏ, କିମ୍ବା ଏହି ଶରୀରର ମୃତ୍ୟୁ ସହିତ ସେ ମରନ୍ତି ନାହିଁ । ତେବେ କାହିଁକି ଜଣେ ଅତିଷ୍ଠ ହେବା ଉଚିତ୍, "ଓଃ, ମୋ ବାପା ମରିଗଲେ, ମୋର ଏ ସମ୍ପର୍କୀୟ ମରିଗଲେ, ଏବଂ କାନ୍ଦୁଛନ୍ତି? ସେ ମରି ନାହାଁନ୍ତି। ଏହି ଜ୍ଞାନ ଜଣେ ନିଶ୍ଚୟ ପାଇବା ଉଚିତ । ତା’ପରେ ସେ ସବୁ କ୍ଷେତ୍ରରେ ଖୁସି ହେବେ, ଏବଂ ସେ କେବଳ କୃଷ୍ଣଭାବନାମୃତ ପ୍ରତି ଆଗ୍ରହୀ ହେବେ । ଏ ଶରୀର ପାଇଁ ବିଳାପ କରିବାର କିଛି ନାହିଁ, ଜୀବନ୍ତ କିମ୍ବା ମୃତ। ଏହାକୁ ଏହି ଅଧ୍ୟାୟରେ କୃଷ୍ଣ ନିର୍ଦ୍ଦେଶ ଦେଇଛନ୍ତି।"
681127 - ପ୍ରବଚନ BG 02.08-12 - ଲସ ଆ଼ଞ୍ଜେଲ୍ସ