OR/681209b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:17, 5 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜିନିଷଗୁଡିକ ଏହି ପର୍ଯ୍ୟାୟରେ ପହଞ୍ଚିଛି, ଏହି ବୃଦ୍ଧାବସ୍ଥାରେ ମୁଁ ଆପଣଙ୍କ ଦେଶକୁ ଆସିଛି, ଏବଂ ଆପଣ ମଧ୍ୟ ଏହି ଆନ୍ଦୋଳନକୁ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି, ଏହାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ଆମକୁ ବର୍ତ୍ତମାନ କିଛି ପୁସ୍ତକ ମିଳିଛି। ତେଣୁ ଏହି ଆନ୍ଦୋଳନ ସାମାନ୍ୟତମ ସ୍ଥାନ ଜମାଇ ପାରିଛି । ବର୍ତ୍ତମାନ ମୋର ଆଧ୍ୟାତ୍ମିକ ଗୁରୁଙ୍କ ବିୟୋଗରେ, ଯେହେତୁ ମୁଁ ତାଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି, ସେହିଭଳି, ମୁଁ ମଧ୍ୟ ଆପଣ ମାନଙ୍କୁ ଅନୁରୋଧ କରୁଛି ଆପଣ ସେହି ସମାନ ଆଦେଶ ମୋ ଇଛାରେ କାର୍ଯ୍ୟକାରୀ କର । ମୁଁ ଜଣେ ବୃଦ୍ଧ ବ୍ୟକ୍ତି । ମୁଁ ଯେକୌଣସି ମୁହୂର୍ତ୍ତରେ ଦେହ ଛାଡି ପାରେ । ତାହା ହେଉଛି ପ୍ରକୃତିର ନିୟମ। ଏହାକୁ କେହି ଅଟକାଇ ପାରିବେ ନାହିଁ। ତେଣୁ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନୁହେଁ। କିନ୍ତୁ ମୋର ଗୁରୁ ମହାରାଜାଙ୍କ ବିଦାୟର ଏହି ଶୁଭ ଦିନରେ ମୋର ନିବେଦନ, ଅନ୍ତତଃ ପକ୍ଷେ ଆପଣ କୃଷ୍ଣ ଚେତନା ଆନ୍ଦୋଳନର ମହତ୍ତ୍ୱ ବୁଝିଛନ୍ତି। ଆପଣ ଏହାକୁ ଆଗକୁ ବଢାଇବାକୁ ଚେଷ୍ଟା କରିବା ଉଚିତ୍।"
ପ୍ରବଚନ ଉତ୍ସବ ଅପ୍ରକଟ ଦିବସ, ଭକ୍ତିସିଦ୍ଧାନ୍ତ ସରସ୍ୱତୀ - ଲସ ଆ଼ଞ୍ଜେଲ୍ସ