OR/690108c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690108b|OR/690109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690109}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690108BG-LOS_ANGELES_ND_02.mp3</mp3player>|"ତୁମେ କୃଷ୍ଣଙ୍କୁ ଗ୍ରହଣ କରିବା ଉଚିତ ନୁହେଁ କାରଣ ସେ ଭାରତରେ ପ୍ରକଟ ହୋଇଥିଲେ ତେଣୁ ସେ ଭାରତୀୟ କିମ୍ବା ଭାରତୀୟ ଭଗବାନ। ଏହା ଏକ ଭୁଲ। କୃଷ୍ଣ ସମସ୍ତଙ୍କ ପାଇଁ। ଏଇ ପ୍ରକାରେ ଭାବ ନାହିଁ ଯେ କୃଷ୍ଣ ହିନ୍ଦୁ ସମ୍ପ୍ରଦାୟର କିମ୍ବା କୃଷ୍ଣ ଭାରତର କିମ୍ବା ଜଣେ କ୍ଷତ୍ରିୟ । ନା । ସେ କୌଣସି ଭୌତିକ ପଦବୀ ସହିତ ଜଡିତ ନୁହଁନ୍ତି। ସେ ସମସ୍ତ ଉପରେ। ଏବଂ ଆପଣ ଭଗବଦ୍-ଗୀତା, ଚତୁର୍ଦ୍ଦଶ ଅଧ୍ୟାୟରେ ପାଇବେ, ସେ ଦାବି କରିଛନ୍ତି, ସର୍ବ ୟୋନିଷୁ କୌନ୍ତେୟ ମୂର୍ତୟଃ ([[Vanisource:BG 14.4 (1972) | ଭ.ଗୀ. ୧୪.୪]])। ମଣିଷ ସମେତ ୮୪,୦୦,୦୦୦ ଜୀବଜଗତର ରୂପ  ଅଛି। ଏବଂ କୃଷ୍ଣ କୁହନ୍ତି, ଅହଂ ବୀଜ-ପ୍ରଦ ପିତା, "ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା।" ତେଣୁ ସେ କେବଳ ପିତା ନୁହଁନ୍ତି ମାନବ ସମାଜର କିନ୍ତୁ ପଶୁ ସମାଜ, ପକ୍ଷୀ ସମାଜ, କୀଟ ସମାଜ, ଜଳ ସମାଜ, ଉଦ୍ଭିଦ ସମାଜ, ବୃକ୍ଷ ସମାଜ - ସମସ୍ତ ଜୀବ । ଭଗବାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଶ୍ରେଣୀର ହୋଇପାରିବେ ନାହିଁ । ଏହା ଭୁଲ ଧାରଣା । ଭଗବାନ ସମସ୍ତଙ୍କର ହେବା ଆବଶ୍ୟକ ।"|Vanisource:690108 - Lecture BG 04.11-18 - Los Angeles|690108 - ପ୍ରବଚନ BG 04.11-18 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:42, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ କୃଷ୍ଣଙ୍କୁ ଗ୍ରହଣ କରିବା ଉଚିତ ନୁହେଁ କାରଣ ସେ ଭାରତରେ ପ୍ରକଟ ହୋଇଥିଲେ ତେଣୁ ସେ ଭାରତୀୟ କିମ୍ବା ଭାରତୀୟ ଭଗବାନ। ଏହା ଏକ ଭୁଲ। କୃଷ୍ଣ ସମସ୍ତଙ୍କ ପାଇଁ। ଏଇ ପ୍ରକାରେ ଭାବ ନାହିଁ ଯେ କୃଷ୍ଣ ହିନ୍ଦୁ ସମ୍ପ୍ରଦାୟର କିମ୍ବା କୃଷ୍ଣ ଭାରତର କିମ୍ବା ଜଣେ କ୍ଷତ୍ରିୟ । ନା । ସେ କୌଣସି ଭୌତିକ ପଦବୀ ସହିତ ଜଡିତ ନୁହଁନ୍ତି। ସେ ସମସ୍ତ ଉପରେ। ଏବଂ ଆପଣ ଭଗବଦ୍-ଗୀତା, ଚତୁର୍ଦ୍ଦଶ ଅଧ୍ୟାୟରେ ପାଇବେ, ସେ ଦାବି କରିଛନ୍ତି, ସର୍ବ ୟୋନିଷୁ କୌନ୍ତେୟ ମୂର୍ତୟଃ ( ଭ.ଗୀ. ୧୪.୪)। ମଣିଷ ସମେତ ୮୪,୦୦,୦୦୦ ଜୀବଜଗତର ରୂପ ଅଛି। ଏବଂ କୃଷ୍ଣ କୁହନ୍ତି, ଅହଂ ବୀଜ-ପ୍ରଦ ପିତା, "ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା।" ତେଣୁ ସେ କେବଳ ପିତା ନୁହଁନ୍ତି ମାନବ ସମାଜର କିନ୍ତୁ ପଶୁ ସମାଜ, ପକ୍ଷୀ ସମାଜ, କୀଟ ସମାଜ, ଜଳ ସମାଜ, ଉଦ୍ଭିଦ ସମାଜ, ବୃକ୍ଷ ସମାଜ - ସମସ୍ତ ଜୀବ । ଭଗବାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଶ୍ରେଣୀର ହୋଇପାରିବେ ନାହିଁ । ଏହା ଭୁଲ ଧାରଣା । ଭଗବାନ ସମସ୍ତଙ୍କର ହେବା ଆବଶ୍ୟକ ।"
690108 - ପ୍ରବଚନ BG 04.11-18 - ଲସ ଆ଼ଞ୍ଜେଲ୍ସ