OR/690109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690108c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690108c|OR/690109b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690109b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690109BG-LOS_ANGELES_ND.mp3</mp3player>|"ବାହାରେ ସେମାନେ କହିବେ, "ଏହି କୃଷ୍ଣ ଚେତନା କ'ଣ? ସେମାନେ ସୁନ୍ଦର ଘରେ ରୁହନ୍ତି ଏବଂ ସେମାନେ ବହୁତ ସୁନ୍ଦର ଭାବରେ ଖାଉଛନ୍ତି, ନାଚୁଛନ୍ତି, ଗୀତ ଗାଉଛନ୍ତି । ପାର୍ଥକ୍ୟ କ'ଣ? ଆମେ ମଧ୍ୟ ତାହା କରୁ । ଆମେ କ୍ଲବକୁ ଯାଇ ବହୁତ ସୁନ୍ଦର ଖାଉ ଏବଂ ନାଚୁ । ପାର୍ଥକ୍ୟ କ'ଣ"? ପାର୍ଥକ୍ୟ ଅଛି । ସେହି ପାର୍ଥକ୍ୟ କ'ଣ? ଗୋଟିଏ ଦୁଗ୍ଧ ପ୍ରସ୍ତୁତି ବେମାର ସୃଷ୍ଟି କରେ, ଅନ୍ୟ ଦୁଗ୍ଧ ପ୍ରସ୍ତୁତି ଆରୋଗ୍ୟ କରେ  । ଏହା ବ୍ୟବହାରିକ ଅଟେ । ଅନ୍ୟ ଏକ ଦୁଗ୍ଧ ପ୍ରସ୍ତୁତି ଆପଣଙ୍କୁ ଆରୋଗ୍ୟ କରିଥାଏ । ଯଦି ତୁମେ କ୍ଲବରେ ନାଚିବ ଏବଂ କ୍ଲବରେ ଖାଇବ, ଧୀରେ ଧୀରେ ତୁମେ ଭୌତିକ ରୋଗରେ ପୀଡିତ ହୁଅ । ଏବଂ ଏଠାରେ ସେଇ ସମାନ ନୃତ୍ୟ ଏବଂ ଖାଇବା, ତୁମେ ଆଧ୍ୟାତ୍ମିକ ଭାବରେ ଉନ୍ନତ ହୁଅ । କିଛି ବନ୍ଦ କରିବାକୁ ପଡିବ ନାହିଁ । କେବଳ ଏହାକୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ ପଡିବ । ଖାଲି ଏତିକି। ବିଶେଷଜ୍ଞ ଚିକିତ୍ସକ ଆପଣଙ୍କୁ କିଛି ଔଷଧ ମିଶ୍ରିତ ଦହି ଦିଅନ୍ତି । ବାସ୍ତବରେ ଔଷଧ କେବଳ ରୋଗୀକୁ ଦେଖାଣିଆ ପାଇଁ  । ବାସ୍ତବରେ ଦହି କାମ କରିବ । ସେହିଭଳି ଆମକୁ ସବୁକିଛି କରିବାକୁ ପଡିବ କିନ୍ତୁ ଏହା କୃଷ୍ଣ ଚେତନାର ସେହି ଔଷଧ ସହିତ ମିଶ୍ରିତ ହୋଇଥିବାରୁ ଏହା ତୁମର ଭୌତିକ ରୋଗକୁ ଭଲ କରିବ । ତାହା ହେଉଛି ପ୍ରକ୍ରିୟା।"|Vanisource:690109 - Lecture BG 04.19-25 - Los Angeles|690109 - ପ୍ରବଚନ BG 04.19-25 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:42, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବାହାରେ ସେମାନେ କହିବେ, "ଏହି କୃଷ୍ଣ ଚେତନା କ'ଣ? ସେମାନେ ସୁନ୍ଦର ଘରେ ରୁହନ୍ତି ଏବଂ ସେମାନେ ବହୁତ ସୁନ୍ଦର ଭାବରେ ଖାଉଛନ୍ତି, ନାଚୁଛନ୍ତି, ଗୀତ ଗାଉଛନ୍ତି । ପାର୍ଥକ୍ୟ କ'ଣ? ଆମେ ମଧ୍ୟ ତାହା କରୁ । ଆମେ କ୍ଲବକୁ ଯାଇ ବହୁତ ସୁନ୍ଦର ଖାଉ ଏବଂ ନାଚୁ । ପାର୍ଥକ୍ୟ କ'ଣ"? ପାର୍ଥକ୍ୟ ଅଛି । ସେହି ପାର୍ଥକ୍ୟ କ'ଣ? ଗୋଟିଏ ଦୁଗ୍ଧ ପ୍ରସ୍ତୁତି ବେମାର ସୃଷ୍ଟି କରେ, ଅନ୍ୟ ଦୁଗ୍ଧ ପ୍ରସ୍ତୁତି ଆରୋଗ୍ୟ କରେ । ଏହା ବ୍ୟବହାରିକ ଅଟେ । ଅନ୍ୟ ଏକ ଦୁଗ୍ଧ ପ୍ରସ୍ତୁତି ଆପଣଙ୍କୁ ଆରୋଗ୍ୟ କରିଥାଏ । ଯଦି ତୁମେ କ୍ଲବରେ ନାଚିବ ଏବଂ କ୍ଲବରେ ଖାଇବ, ଧୀରେ ଧୀରେ ତୁମେ ଭୌତିକ ରୋଗରେ ପୀଡିତ ହୁଅ । ଏବଂ ଏଠାରେ ସେଇ ସମାନ ନୃତ୍ୟ ଏବଂ ଖାଇବା, ତୁମେ ଆଧ୍ୟାତ୍ମିକ ଭାବରେ ଉନ୍ନତ ହୁଅ । କିଛି ବନ୍ଦ କରିବାକୁ ପଡିବ ନାହିଁ । କେବଳ ଏହାକୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ ପଡିବ । ଖାଲି ଏତିକି। ବିଶେଷଜ୍ଞ ଚିକିତ୍ସକ ଆପଣଙ୍କୁ କିଛି ଔଷଧ ମିଶ୍ରିତ ଦହି ଦିଅନ୍ତି । ବାସ୍ତବରେ ଔଷଧ କେବଳ ରୋଗୀକୁ ଦେଖାଣିଆ ପାଇଁ । ବାସ୍ତବରେ ଦହି କାମ କରିବ । ସେହିଭଳି ଆମକୁ ସବୁକିଛି କରିବାକୁ ପଡିବ କିନ୍ତୁ ଏହା କୃଷ୍ଣ ଚେତନାର ସେହି ଔଷଧ ସହିତ ମିଶ୍ରିତ ହୋଇଥିବାରୁ ଏହା ତୁମର ଭୌତିକ ରୋଗକୁ ଭଲ କରିବ । ତାହା ହେଉଛି ପ୍ରକ୍ରିୟା।"
690109 - ପ୍ରବଚନ BG 04.19-25 - ଲସ ଆ଼ଞ୍ଜେଲ୍ସ