OR/690110c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:43, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଜପ କରିବା ଦ୍ୱାରା ତୁମେ ଦେଖ ଯେ କୃଷ୍ଣଙ୍କ ପ୍ରତି ତୁମର ପ୍ରେମ ବଢୁଛି ଏବଂ ଭୌତିକ ଏବଂ ଭୌତିକ ଉପଭୋଗ ପାଇଁ ତୁମର ପ୍ରେମ ହ୍ରାସ ପାଉଛି, ତେବେ ତୁମେ ନିଶ୍ଚୟ ଜାଣିବ ଯେ ତୁମେ ଅଗ୍ରଗତି କରୁଛ। ଯଦି ଜପ କରିବାର ଫଳାଫଳ ଦ୍ଵାରା ତୁମେ ତୁମର ଭୌତିକ ଲାଳସା ବଢାଉଛ, ତାହା ଅଗ୍ରଗତି ନୁହେଁ। ତା'ପରେ ଏହା ଏକ ଅପରାଧ ଅଟେ । ଜଣେ ଜାଣିବା ଉଚିତ୍ ଯେ "ବର୍ତ୍ତମାନ ମୁଁ ଅପରାଧ ସହିତ ଜପ କରୁଛି । ମୋତେ ଏହାକୁ ସଂଶୋଧନ କରିବାକୁ ପଡିବ"। ତୁମକୁ ପରୀକ୍ଷା କରିବାକୁ ପଡିବ ଯେ ତୁମେ ଭଗବାନ କୃଷ୍ଣଙ୍କ ପ୍ରତି ତୁମର ପ୍ରେମ ବଢାଉଛ କି ନାହିଁ। ତାପରେ ତୁମେ ଜାଣିବା ଉଚିତ ଯେ ତୁମେ ଅଗ୍ରଗତି କରୁଛ।"
690110 - Initiation and Wedding - ଲସ ଆ଼ଞ୍ଜେଲ୍ସ