OR/690113 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690112 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690112|OR/690113b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690113b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690113BG-LOS_ANGELES_ND_01.mp3</mp3player>|"ଯେପରି ତୁମେ କିଛି ଅଭ୍ୟାସ କର, ଏବଂ ପରୀକ୍ଷା ହଲରେ ତୁମେ ତୁରନ୍ତ ଅତି ସୁନ୍ଦର ଭାବରେ ଲେଖ । କିନ୍ତୁ ଯଦି ଆପଣଙ୍କର କୌଣସି ଅଭ୍ୟାସ ନାହିଁ, ତେବେ ଆପଣ କିପରି ଲେଖିପାରିବେ? ସେହିଭଳି, ଯଦି ତୁମେ ହରେ କୃଷ୍ଣ ଜପ କରିବା ଅଭ୍ୟାସ କର, ତେବେ ଶୋଇବା ସମୟରେ ମଧ୍ୟ ତୁମେ ହରେ କୃଷ୍ଣ ଜପ କରିବ । ତିନୋଟି ପର୍ଯ୍ୟାୟ ଅଛି: ଜାଗରଣ ପର୍ଯ୍ୟାୟ; ଶୋଇବା ପର୍ଯ୍ୟାୟ, ସ୍ୱପ୍ନର ପର୍ଯ୍ୟାୟ; ଏବଂ ଚେତନଶୂନ୍ୟ ପର୍ଯ୍ୟାୟ । ଚେତନଶୂନ୍ୟ,  ଅଚେତନା..., ଆମେ କେବଳ କୃଷ୍ଣଙ୍କୁ ଚେତନାରେ ଠେଲି ଦେଉଛୁ । ତେଣୁ ଚେତାଶୂନ୍ୟ ପର୍ଯ୍ୟାୟରେ ମଧ୍ୟ ତୁମେ କୃଷ୍ଣ ପାଇବ । ତେଣୁ ଯଦି ତୁମେ ସୌଭାଗ୍ୟବଶତଃ ସେହି ସିଦ୍ଧ ସ୍ଥିତିକୁ ଆସିବାକୁ ସକ୍ଷମ, ତେବେ ଏହି ତୁମର ଜୀବନରେ  ଭୌତିକ ଅସ୍ତିତ୍ୱର ସମାପ୍ତ । ତୁମେ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କର ଏବଂ ତୁମର ଅନନ୍ତ ଜୀବନ, ସୁଖମୟ ଜୀବନ, ଏବଂ କୃଷ୍ଣଙ୍କ ସହିତ ନୃତ୍ୟ । ଖାଲି ସେତିକି।"|Vanisource:690113 - Lecture BG 04.26-30 - Los Angeles|690113 - ପ୍ରବଚନ BG 04.26-30 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:43, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ତୁମେ କିଛି ଅଭ୍ୟାସ କର, ଏବଂ ପରୀକ୍ଷା ହଲରେ ତୁମେ ତୁରନ୍ତ ଅତି ସୁନ୍ଦର ଭାବରେ ଲେଖ । କିନ୍ତୁ ଯଦି ଆପଣଙ୍କର କୌଣସି ଅଭ୍ୟାସ ନାହିଁ, ତେବେ ଆପଣ କିପରି ଲେଖିପାରିବେ? ସେହିଭଳି, ଯଦି ତୁମେ ହରେ କୃଷ୍ଣ ଜପ କରିବା ଅଭ୍ୟାସ କର, ତେବେ ଶୋଇବା ସମୟରେ ମଧ୍ୟ ତୁମେ ହରେ କୃଷ୍ଣ ଜପ କରିବ । ତିନୋଟି ପର୍ଯ୍ୟାୟ ଅଛି: ଜାଗରଣ ପର୍ଯ୍ୟାୟ; ଶୋଇବା ପର୍ଯ୍ୟାୟ, ସ୍ୱପ୍ନର ପର୍ଯ୍ୟାୟ; ଏବଂ ଚେତନଶୂନ୍ୟ ପର୍ଯ୍ୟାୟ । ଚେତନଶୂନ୍ୟ, ଅଚେତନା..., ଆମେ କେବଳ କୃଷ୍ଣଙ୍କୁ ଚେତନାରେ ଠେଲି ଦେଉଛୁ । ତେଣୁ ଚେତାଶୂନ୍ୟ ପର୍ଯ୍ୟାୟରେ ମଧ୍ୟ ତୁମେ କୃଷ୍ଣ ପାଇବ । ତେଣୁ ଯଦି ତୁମେ ସୌଭାଗ୍ୟବଶତଃ ସେହି ସିଦ୍ଧ ସ୍ଥିତିକୁ ଆସିବାକୁ ସକ୍ଷମ, ତେବେ ଏହି ତୁମର ଜୀବନରେ ଭୌତିକ ଅସ୍ତିତ୍ୱର ସମାପ୍ତ । ତୁମେ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କର ଏବଂ ତୁମର ଅନନ୍ତ ଜୀବନ, ସୁଖମୟ ଜୀବନ, ଏବଂ କୃଷ୍ଣଙ୍କ ସହିତ ନୃତ୍ୟ । ଖାଲି ସେତିକି।"
690113 - ପ୍ରବଚନ BG 04.26-30 - ଲସ ଆ଼ଞ୍ଜେଲ୍ସ