OR/690210 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690209 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690209|OR/690211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690211}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690210LE-LOS_ANGELES_ND_01.mp3</mp3player>|"ତେଣୁ ପ୍ରକୃତ କଥା ହେଉଛି କୃଷ୍ଣଙ୍କ ପ୍ରତି ପ୍ରେମ ବଢାଇବା। ତାହା ହେଉଛି ବୃନ୍ଦାବନ ମାନକ। ବୃନ୍ଦାବନରେ, ନନ୍ଦ ମହାରାଜ ଏବଂ ଯଶୋଦା ମା, ରାଧାରାଣୀ, ଗୋପୀ, ଗଉଡ଼ ମାନେ, ବାଳକ, ଗାଈ, ବାଛୁରୀ, ଗଛ, ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। ଆପଣ କୃଷ୍ଣ ପୁସ୍ତକରେ ପଢିଛନ୍ତି, ବେଳେବେଳେ ଯେତେବେଳେ କୃଷ୍ଣ କିଛି ଅଦ୍ଭୁତ କାର୍ଯ୍ୟ କରନ୍ତି, ସେତେବେଳେ ସେମାନେ ତାଙ୍କୁ ଏକ ଚମତ୍କାର ସନ୍ତାନ, ବାଳକ, କିମ୍ବା ଶିଶୁ ଭାବରେ ଗ୍ରହଣ କରନ୍ତି, କେବଳ ସେତିକି । ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। କିନ୍ତୁ ସେମାନେ କୃଷ୍ଣଙ୍କୁ ସବୁକିଛି ଅପେକ୍ଷା ଅଧିକ ଭଲ ପାଆନ୍ତି।"|Vanisource:690210 - Lecture Excerpt - Los Angeles|690210 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ}}

Latest revision as of 06:15, 21 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରକୃତ କଥା ହେଉଛି କୃଷ୍ଣଙ୍କ ପ୍ରତି ପ୍ରେମ ବଢାଇବା। ତାହା ହେଉଛି ବୃନ୍ଦାବନ ମାନକ। ବୃନ୍ଦାବନରେ, ନନ୍ଦ ମହାରାଜ ଏବଂ ଯଶୋଦା ମା, ରାଧାରାଣୀ, ଗୋପୀ, ଗଉଡ଼ ମାନେ, ବାଳକ, ଗାଈ, ବାଛୁରୀ, ଗଛ, ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। ଆପଣ କୃଷ୍ଣ ପୁସ୍ତକରେ ପଢିଛନ୍ତି, ବେଳେବେଳେ ଯେତେବେଳେ କୃଷ୍ଣ କିଛି ଅଦ୍ଭୁତ କାର୍ଯ୍ୟ କରନ୍ତି, ସେତେବେଳେ ସେମାନେ ତାଙ୍କୁ ଏକ ଚମତ୍କାର ସନ୍ତାନ, ବାଳକ, କିମ୍ବା ଶିଶୁ ଭାବରେ ଗ୍ରହଣ କରନ୍ତି, କେବଳ ସେତିକି । ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। କିନ୍ତୁ ସେମାନେ କୃଷ୍ଣଙ୍କୁ ସବୁକିଛି ଅପେକ୍ଷା ଅଧିକ ଭଲ ପାଆନ୍ତି।"
690210 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ