OR/690305 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାଓଆଇ]]
[[Category:OR/ଅମୃତ ବାଣୀ - ହାଓଆଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690222|OR/690309 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690309}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690305LE-HAWAII_ND_01.mp3</mp3player>|"ବର୍ତ୍ତମାନ, ମୁଁ ଏହି ହାତର ଅର୍ଥ, ସ୍ପର୍ଶ ଇନ୍ଦ୍ରିୟ ଉପଭୋଗ କରିବାକୁ କିଛି ନରମ ସ୍ଥାନକୁ ସ୍ପର୍ଶ କରିବାକୁ ଚାହେଁ। କିନ୍ତୁ ଯଦି ହାତ ଗ୍ଲୋଭସ୍ ଦ୍ୱାରା ଆଚ୍ଛାଦିତ ହୁଏ, ତେବେ ମୁଁ ସେହି ଭାବନାକୁ ଏତେ ସୁନ୍ଦର ଉପଭୋଗ କରିପାରିବି ନାହିଁ। ଆପଣ ସହଜରେ ବୁଝିପାରିବେ। ଅର୍ଥ ସେଠାରେ ଅଛି, କିନ୍ତୁ ଯଦି ଏହା କୃତ୍ରିମ ଭାବରେ ଆଚ୍ଛାଦିତ ହୋଇଛି, ଯଦିଓ ସୁବିଧା ମଧ୍ୟ ଅଛି, ମୁଁ ଇନ୍ଦ୍ରିୟ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିପାରିବି ନାହିଁ । ସେହିପରି ଭାବରେ, ଆମର ଇନ୍ଦ୍ରିୟଗୁଡିକ ଅଛି, କିନ୍ତୁ ଆମର ଇନ୍ଦ୍ରିୟଗୁଡିକ ବର୍ତ୍ତମାନ ଏହି ଭୌତିକ ଶରୀର ଦ୍ୱାରା ଆଚ୍ଛାଦିତ ହୋଇଛି । କୃଷ୍ଣ ଆମକୁ ଭଗବଦ୍-ଗୀତାରେ ଏକ ସୂଚକ ଦିଅନ୍ତି ଯେ, ସେହି ଉତ୍ତମ ସୁଖ ସେହି ଇନ୍ଦ୍ରିୟ ଦ୍ୱାରା ହାସଲ ହୋଇପାରିବ, ଏହି ଆବୃତ ଇନ୍ଦ୍ରିୟ ଦ୍ୱାରା ନୁହେଁ ।"|Vanisource:690305 - Lecture - Day after Sri Gaura-Purnima - Hawaii|690305 - ପ୍ରବଚନ - Day after Sri Gaura-Purnima - ହାଓଆଇ}}

Latest revision as of 06:01, 9 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ମୁଁ ଏହି ହାତର ଅର୍ଥ, ସ୍ପର୍ଶ ଇନ୍ଦ୍ରିୟ ଉପଭୋଗ କରିବାକୁ କିଛି ନରମ ସ୍ଥାନକୁ ସ୍ପର୍ଶ କରିବାକୁ ଚାହେଁ। କିନ୍ତୁ ଯଦି ହାତ ଗ୍ଲୋଭସ୍ ଦ୍ୱାରା ଆଚ୍ଛାଦିତ ହୁଏ, ତେବେ ମୁଁ ସେହି ଭାବନାକୁ ଏତେ ସୁନ୍ଦର ଉପଭୋଗ କରିପାରିବି ନାହିଁ। ଆପଣ ସହଜରେ ବୁଝିପାରିବେ। ଅର୍ଥ ସେଠାରେ ଅଛି, କିନ୍ତୁ ଯଦି ଏହା କୃତ୍ରିମ ଭାବରେ ଆଚ୍ଛାଦିତ ହୋଇଛି, ଯଦିଓ ସୁବିଧା ମଧ୍ୟ ଅଛି, ମୁଁ ଇନ୍ଦ୍ରିୟ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିପାରିବି ନାହିଁ । ସେହିପରି ଭାବରେ, ଆମର ଇନ୍ଦ୍ରିୟଗୁଡିକ ଅଛି, କିନ୍ତୁ ଆମର ଇନ୍ଦ୍ରିୟଗୁଡିକ ବର୍ତ୍ତମାନ ଏହି ଭୌତିକ ଶରୀର ଦ୍ୱାରା ଆଚ୍ଛାଦିତ ହୋଇଛି । କୃଷ୍ଣ ଆମକୁ ଭଗବଦ୍-ଗୀତାରେ ଏକ ସୂଚକ ଦିଅନ୍ତି ଯେ, ସେହି ଉତ୍ତମ ସୁଖ ସେହି ଇନ୍ଦ୍ରିୟ ଦ୍ୱାରା ହାସଲ ହୋଇପାରିବ, ଏହି ଆବୃତ ଇନ୍ଦ୍ରିୟ ଦ୍ୱାରା ନୁହେଁ ।"
690305 - ପ୍ରବଚନ - Day after Sri Gaura-Purnima - ହାଓଆଇ