OR/690409 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690401b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690401b|OR/690409b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690409b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690409SB-NEW_YORK_ND_01.mp3</mp3player>|"ତେଣୁ ଏହି ବାଳକ, ଯଦିଓ ନାସ୍ତିକଙ୍କ ପରିବାରରେ ଜନ୍ମ ହୋଇଥିଲେ - ତାଙ୍କ ପିତା ଜଣେ ମହାନ ନାସ୍ତିକ ଥିଲେ, କିନ୍ତୁ ତାଙ୍କୁ ଜଣେ ମହାନ ଭକ୍ତ ନାରଦଙ୍କ ଅନୁଗ୍ରହ ମିଳିଥିବାରୁ ସେ ଜଣେ ମହାନ ଭକ୍ତ ହୋଇଥିଲେ। ବର୍ତ୍ତମାନ ସେ କୃଷ୍ଣ ଚେତନା ବିସ୍ତାର କରିବାର ସୁଯୋଗ ନେଇଥିଲେ କେଉଁଠାରେ? ସେ ତାଙ୍କ ସ୍କୁଲରେ। ସେ ପାଞ୍ଚ ବର୍ଷର ବାଳକ ଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେ ନିଜ ସହପାଠୀମାନଙ୍କ ନିକଟରେ କୃଷ୍ଣ ଚେତନା ବିସ୍ତାର କରିଥିଲେ। ଏହା ତାଙ୍କର କାମ ଥିଲା। ଏବଂ ଅନେକ ଥର ପ୍ରହଲ୍ଲାଦ ମହାରାଜଙ୍କ ପିତା ଶିକ୍ଷକମାନଙ୍କୁ ଡାକିଲେ, "ତେବେ, ତୁମେ ମୋ ପିଲାକୁ କେଉଁ ଶିକ୍ଷା ଦେଉଛ? ସେ କାହିଁକି ହରେ କୃଷ୍ଣ ଜପ କରୁଛି? ' (ହସି) 'ତୁମେ ମୋ ପୁଅକୁ କାହିଁକି ନଷ୍ଟ କରୁଛ?' (ହସି) ତୁମେ ଦେଖୁଛ? ତେଣୁ ଭାବ ନାହିଁ ଯେ ମୁଁ ଏହି ପୁଅ ଏବଂ ଝିଅମାନଙ୍କୁ ହରେ କୃଷ୍ଣ ଶିଖାଇ ନଷ୍ଟ କରୁଛି।"|Vanisource:690409 - Lecture SB 07.06.01 - New York|690409 - ପ୍ରବଚନ SB 07.06.01 - ନିୟୁର୍କ}}

Latest revision as of 05:14, 9 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ବାଳକ, ଯଦିଓ ନାସ୍ତିକଙ୍କ ପରିବାରରେ ଜନ୍ମ ହୋଇଥିଲେ - ତାଙ୍କ ପିତା ଜଣେ ମହାନ ନାସ୍ତିକ ଥିଲେ, କିନ୍ତୁ ତାଙ୍କୁ ଜଣେ ମହାନ ଭକ୍ତ ନାରଦଙ୍କ ଅନୁଗ୍ରହ ମିଳିଥିବାରୁ ସେ ଜଣେ ମହାନ ଭକ୍ତ ହୋଇଥିଲେ। ବର୍ତ୍ତମାନ ସେ କୃଷ୍ଣ ଚେତନା ବିସ୍ତାର କରିବାର ସୁଯୋଗ ନେଇଥିଲେ କେଉଁଠାରେ? ସେ ତାଙ୍କ ସ୍କୁଲରେ। ସେ ପାଞ୍ଚ ବର୍ଷର ବାଳକ ଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେ ନିଜ ସହପାଠୀମାନଙ୍କ ନିକଟରେ କୃଷ୍ଣ ଚେତନା ବିସ୍ତାର କରିଥିଲେ। ଏହା ତାଙ୍କର କାମ ଥିଲା। ଏବଂ ଅନେକ ଥର ପ୍ରହଲ୍ଲାଦ ମହାରାଜଙ୍କ ପିତା ଶିକ୍ଷକମାନଙ୍କୁ ଡାକିଲେ, "ତେବେ, ତୁମେ ମୋ ପିଲାକୁ କେଉଁ ଶିକ୍ଷା ଦେଉଛ? ସେ କାହିଁକି ହରେ କୃଷ୍ଣ ଜପ କରୁଛି? ' (ହସି) 'ତୁମେ ମୋ ପୁଅକୁ କାହିଁକି ନଷ୍ଟ କରୁଛ?' (ହସି) ତୁମେ ଦେଖୁଛ? ତେଣୁ ଭାବ ନାହିଁ ଯେ ମୁଁ ଏହି ପୁଅ ଏବଂ ଝିଅମାନଙ୍କୁ ହରେ କୃଷ୍ଣ ଶିଖାଇ ନଷ୍ଟ କରୁଛି।"
690409 - ପ୍ରବଚନ SB 07.06.01 - ନିୟୁର୍କ