OR/690511 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:07, 21 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଚୈତନ୍ୟ ମହାପ୍ରଭୂଙ୍କ ଆନ୍ଦୋଳନ ଭାବପ୍ରବଣତାର ନୁହେଁ। ଲୋକମାନେ ଭାବନ୍ତି ଯେ ଏହା ଏକ ଭାବପ୍ରବଣତାର ଆନ୍ଦୋଳନ। ନା। ଆମକୁ ବହୁତ ଭଲ ପୃଷ୍ଠଭୂମି ମିଳିଛି। ଯଦି ଦର୍ଶନ ଏବଂ ଶିକ୍ଷା ଏବଂ ତର୍କ ମାଧ୍ୟମରେ ଏହି ସଂକୀର୍ତନ ଆନ୍ଦୋଳନକୁ ବୁଝିବାକୁ ଚାହାଁନ୍ତି, ତେବେ ପର୍ଯ୍ୟାପ୍ତ ସୁଯୋଗ ଅଛି। ଏହା ଭାବପ୍ରବଣତା ନୁହେଁ। ଏହା ବିଜ୍ଞାନ ଉପରେ ଆଧାରିତ ଏବଂ ବେଦଙ୍କ ପ୍ରାଧିକରଣ ଉପରେ ଆଧାରିତ। କିନ୍ତୁ ଏହା ସରଳୀକୃତ ହୋଇଛି। ତାହା ହେଉଛି ... ତାହା ହେଉଛି ଏହି ଆନ୍ଦୋଳନର ସୌନ୍ଦର୍ଯ୍ୟ। ଆପଣ ମହାନ ପଣ୍ଡିତ କିମ୍ବା ଦାର୍ଶନିକ, କିମ୍ବା ଆପଣ କେବଳ ଶିଶୁ ଅଟନ୍ତି ଏହି ଶିଶୁ ପରି, କୌଣସି ଅସୁବିଧା ବିନା ସମସ୍ତେ ଅଂଶଗ୍ରହଣ କରିପାରିବେ। "
690511 - ପ୍ରବଚନ to Indian Association - କଲମ୍ବସ୍